ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ବିଷୟରେ ବିସ୍ତାର ଭାବେ ।
ଏ ସବୁକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ଦ୍ଵାରା ସେମାନଙ୍କର ସାଧାରଣ ଜ୍ଞାନ ରେ ବିକାଶ ହେବ । ଆଉ ସେମାନେ ନିଜ ଭବିଷ୍ୟତରେ କିଛି ନୂଆ ଜିନିଷ ଶିଖି ପାରିବେ । ୧- ମଣିଷ ଯେତେବେଳେ ଖାଦ୍ୟ ଖାଇଥାଏ ଭୋଜନ ପାଚନ ପ୍ରକ୍ରିୟା ପ୍ରଥମେ କେଉଁଠି ପ୍ରାରମ୍ଭ ହୋଇଥିଲା ?
ଉତ୍ତର- ମୁଖରୁ ।
୨- କେଉଁ ମିଠା ଫଳ ମଞ୍ଜିରେ ବିଷ ରହିଥାଏ ?
ଉତ୍ତର- ଏକି ।
୩- କେଉଁ ଫଳର ନାମରେ ଏକ ମହିଳା ନାମ ଆସିଥାଏ ?
ଉତ୍ତର- ସୀତା ଫଳ ।
୪- ଲାଲା ଲାଜପତ ରାୟ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର- ୨୮ ଜାନୁଆରୀ ।
୫- କେଉଁ ତାରିଖରେ ରାତି ଓ ଦିନ ସମାନ ହୋଇଥାଏ ?
ଉତ୍ତର- ୨୦ ମାର୍ଚ୍ଚ ଓ ୨୨ ମାର୍ଚ୍ଚ ।
୬- ସଂସାର ସବୁଠାରୁ ବଡ କଇଁଛ କେଉଁଠି ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିୟା ଦେଶରେ ୧୨ ଫୁଟ ର କଇଁଛ ଦେଖା ଯାଇଥାଏ ।
୭- ଭାରତର କେଉଁ ରାଜ୍ୟ ର ଲୋକ ମାନେ ସାପ ତେଲ ର ସବଜି ବନାଇ ଥାନ୍ତି ?
ଉତ୍ତର- ସିକ୍କିମ ।
୮- ପତ୍ର ର ରଙ୍ଗ କେଉଁ କାରଣ ପାଇଁ ହଳଦିଆ ହୋଇଥାଏ ?
ଉତ୍ତର- କାରୋଟିନ ।
୯- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲା ରେ ଅଛି ଓ ସେଠାରେ କେଉଁ ବନ୍ୟ ପ୍ରାଣୀ ଦେଖିବାକୁ ମିଳନ୍ତି ?
ଉତ୍ତର- ଜିଲ୍ଲା ମୟୂରଭଞ୍ଜ, ବ୍ୟାଘ୍ର ସରକ୍ଷଣ କେନ୍ଦ୍ର ହାତୀ, ଗୟଳ, ହରିଣ, ଶମ୍ବର, ଭାଲୁ, ସାପ ।
୧୦- ମିସ ୟୁନିଭର୍ସ ବଣିଥିବା ପ୍ରଥମ ଭାରତୀୟ ମହିଳା କିଏ ଅଟନ୍ତି ?
ଉତ୍ତର- ସୁସ୍ମିତା ସେନ ।
୧୧- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ଅଟନ୍ତି ?
ଉତ୍ତର- ପ୍ରଧାନମନ୍ତ୍ରୀ ।
୧୨- ମନୁଷ୍ୟ ର ଗୋଟିଏ ଆଖି ର ଓଜନ କେତେ ହୋଇଥାଏ ?
ଉତ୍ତର- ୮ ଗ୍ରାମ ।
୧୩- କେଉଁ ପକ୍ଷୀ କେବଳ ଛୁଇଁ ଦେଲେ ମରିଯାଏ ? ୯୯% ଲୋକଙ୍କ ଉତ୍ତର ଭୁଲ । ଏହାର ଉତ୍ତର କଣ ?
ଉତ୍ତର- ଟିଟୋନୀ ନାମକ ପକ୍ଷୀ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।