GK – କ୍ଷେତ୍ରଫଳ ହିସାବ ରେ ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ? 15+ GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଜଣେ ବ୍ୟକ୍ତି ଙ୍କ ଚିଲାଇବାର ଶବ୍ଦ କେତେ ଦୂର ଯାଏଁ ଶୁଭିଥାଏ ?

ଉତ୍ତର- 180 ମିଟର ।

2- କେଉଁ ଜୀବ ନିଜର ଗୋଡ ର ବ୍ୟବହାର ଚାଲିବା ପାଇଁ ନୁହେଁ ଶୋଇବା ପାଇଁ ବ୍ୟବହାର କରିଥାଏ ?

ଉତ୍ତର- ଚମଗାଦଡ ।

3- ଲାଲକିଲା ର ଫୋଟୋ କେଉଁ ଭାରତୀୟ ନୋଟ ରେ ଛପା ଯାଇଛି ?

ଉତ୍ତର- 500 ଟଙ୍କିଆ ନୋଟ ରେ ।

4- ଦ୍ଵିତୀୟ ଶତକ ଲଗାଇଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର କିଏ ଅଟନ୍ତି ?

ଉତ୍ତର- ମିତାଲି ରାଜ ।

5- ନୋବେଲ ପୁରସ୍କାର ପ୍ରାପ୍ତ କରିଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର- ରବୀନ୍ଦ୍ର ନାଥ ଟାଗୋର ।

6- କେଉଁ ସହରକୁ ଗୋଲାପ ସହର କୁହାଯାଏ ?

ଉତ୍ତର- ଚଣ୍ଡିଗଡ ।

7- ମସା କେତେ ଦୂର ଯାଏଁ ଉଡିପାରେ ?

ଉତ୍ତର- 50 ଫୁଟ ।

8- ଇନ୍ଦ୍ର ଧନୁସ ମଝିରେ କେଉଁ ରଙ୍ଗ ରହିଥାଏ ?

ଉତ୍ତର- ସବୁଜ ।

9- ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପିତା କହୁଥିବା ପ୍ରଥମ ବ୍ୟକ୍ତି କିଏ ଥିଲେ ?

ଉତ୍ତର- ସୁଭାଷ ଚନ୍ଦ ବୋଷ ।

10- ଭାରତରେ ପ୍ରଥମ ଥର ମେଟ୍ରୋ ରେଳ ସେବା କେଉଁ ସହରରେ ଆରମ୍ଭ ହୋଇଥିଲା ?

ଉତ୍ତର- କୋଲକାତା ।

11- କୁକୁର କାମୁଡିଲେ କେଉଁ ରୋଗ ହୋଇଥାଏ ?

ଉତ୍ତର- ରେବୀଜ ।

12- ସବୁଠାରୁ ଅଧିକ ଭୂକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର- ଜାପାନ ।

13- କେଉଁ ଦେଶରେ ବିବାହ କରିବା ଅନିବାର୍ଯ୍ୟ ମାନାଯାଏ ?

ଉତ୍ତର- ଆଫ୍ରିକା ।

14- କେଉଁ ଫଳରେ କେବେ ବି ପକା ଲାଗେନି ?

ଉତାର- କଦଳୀ ।

15- କ୍ଷେତ୍ରଫଳ ହିସାବ ରେ ଭାରତର ସବୁଠାରୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ରାଜସ୍ଥାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *