ଖୁସିଖବର! ଏହି ବ୍ୟାଙ୍କ ରେ ଏଫଡି କରିବା ଦ୍ଵାରା ଶୀଘ୍ର ହେବ ଆପଣଙ୍କ ଟଙ୍କା ଡବଲ, ମିଳୁଛି 9.85% ପର୍ଯ୍ୟନ୍ତ ସୁଧ

ଗତ କିଛି ବର୍ଷରେ ଲୋକ ବହୁତ ମ୍ୟୁଚୁଅଲ ଫଣ୍ଡ ଆରମ୍ଭ କରିଛନ୍ତି କିନ୍ତୁ ବର୍ତମାନ ରେ କେତେକ ସ୍କିମ ବନ୍ଦ ହବା ଏବଂ ଋଟର୍ନରେ ଅସୁବିଧା ହବା ଦ୍ଵାରା ବହୁତ ନିବେଷ୍କ ନିଜ ଟଙ୍କା ବାହାର କରିଛନ୍ତି, ଏମିତି ସମୟରେ କେତେ ଏକ୍ସପର୍ଟ ଫୁଣି ଏଫଡି ରେ ଟଙ୍କା ଜମା କରିଛନ୍ତି, ଯଦି ଆପଣ ମଧ୍ୟ ଏହା କରିବା ପାଇଁ ଭାବୁଛନ୍ତି ତେବେ ସ୍ମଲ ଫାଇନେନ୍ସ ବ୍ୟାଙ୍କ ବଜତ, ଫିକ୍ସ ଡିପୋଜିଟ ଏବଂ ଋକରିଙ୍ଗ ଡିପୋଜିଟ ଅକାଉଣ୍ଟ ଅଧିକ ସୁଧ ଅଫର କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ବ୍ୟାଙ୍କ ବିଷୟରେ ଯିଏ ବିଭିନ ଅବଧି ପାଇଁ ଅନ୍ୟ ବ୍ୟାଙ୍କ ତୁଳନା ରେ ଅଧିକ ସୁଧ ବିକଳ୍ପ ଅଫର କରୁଛନ୍ତି ।

# ଫିନକେୟର ସ୍ମଲ ଫାଇନାନ୍ସ ବ୍ୟାଙ୍କ : ୩୬ ମାସ ଗୋଟେ ଦିନ ଠାରୁ ୪୨ ମାସ ପର୍ଯ୍ୟନ୍ତ ଏଫଡି ଉପରେ ୯% ଠାରୁ ୯.୫% ସୁଧ ଦେଉଛନ୍ତି ।

# ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ:  ୧୫୫୫ ଦିନ ଏଫଡି ଉପରେ ୮.୨୫% ସୁଧ ଦେଉଛନ୍ତି ।

# ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ : ୭୭୭ ଦିନ ଏଫଡି କଲେ ୯% ଠାରୁ ୯.୫% ସୁଧ ଦର ରଖିଛନ୍ତି ।

# ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ

୮୮୮ ଦିନ ଏଫଡି ଉପରେ ୮.୨୫% ଠାରୁ ୯.୮୫% ପର୍ଯ୍ୟନ୍ତ ସୁଧ ରଖିଛନ୍ତି । ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଅନ୍ୟ ବ୍ୟାଙ୍କ ଭଳି ଆଙ୍କୁ ମଧ୍ୟ ରିଜର୍ବ ବ୍ୟାଙ୍କ ଅଣ୍ଡରରେ ସୁନିଶ୍ଚିତ କରା ଯାଇଥିବା ନିୟମ ଅନୁଯାଇ ଚଳିବାକୁ ପଡିଥାଏ ।

# ସୂର୍ଯ୍ୟଉଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ :

ଗୋଟେ ଲକ୍ଷ ଟଙ୍କା ବେଲେନ୍ସ ପାଇଁ ବର୍ଷ ରେ ୬.୨୫% ଅଛି, ଗୋଟେ ଲକ୍ଷ ଠାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଗୋଟେ ବର୍ଷ ରେ ସୁଧ ୭.୨୫% ଅଟେ, ୧୦ ଲକ୍ଷ ଠାରୁ ଅଧିକ ଉପରେ ସୁଧ ୭% ଅଟେ, ଏହି ରେଟ ୧୫ ନଭେମ୍ବର ୨୦୧୯ ଠାରୁ ୩୧ମଇ ୨୦୨୦ ପର୍ଯ୍ୟନ୍ତ ଲାଗୁ ଅଟେ ।

# ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ :

ଗୋଟେ ଲକ୍ଷ ଠାରୁ କମ ଜମା ହୋଇଥିବା ଟଙ୍କା ପାଇଁ ବର୍ଷ ରେ ୪.୫% ସୁଧ ଅଟେ, ଗୋଟେ ଲକ୍ଷ ଠାରୁ ଅଧିକ କିନ୍ତୁ ୫୦ ଲକ୍ଷ ଠାରୁ କମ ରାଶି ପାଇଁ ବର୍ଷ ୫.୫% ଅଟେ, ୫୦ ଲକ୍ଷ ଠାରୁ ଅଧିକ କିନ୍ତୁ ୫କୋଟି ଠାରୁ କମ ଜମା ପାଇଁ ବର୍ଷ ରେ ୭% ଅଟେ । ୫କୋଟି ଠାରୁ ଅଧିକ କିନ୍ତୁ ୧୦ କୋଟି ଠାରୁ କମ ରାଶି ପାଇଁ ୬.୫% ଅଟେ, ଏହି ରେଟ ୧୫ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଲାଗୁଥିଲା ।

# ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ :

ଗୋଟେ ଲକ୍ଷ ଟଙ୍କା ବେଲେନ୍ସ ପାଇଁ ବର୍ଷ ରେ ୪.୫% ଅଛି, ଗୋଟେ ଲକ୍ଷ ଠାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଗୋଟେ ବର୍ଷ ରେ ସୁଧ ୫.୫% ଅଟେ, ୧୦ ଲକ୍ଷ ଠାରୁ ୫କୋଟି ରାଶିପାଇଁ ସୁଧ ୭% ଅଟେ, ୫କୋଟି ଠାରୁ ଅଧିକ ରାଶି ପାଇଁ ବର୍ଷକ ସୁଧ ୭.୫% ଅଟେ । ଏହି ରେଟ ୧୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ଲାଗୁଥିଲା ।

Leave a Reply

Your email address will not be published. Required fields are marked *