ପତ୍ନୀ ରୋମାଣ୍ଟିକ ମୁଡରେ- ଚଉଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା? ସ୍ଵାମୀ ଦେଲା ଏମିତି ଜବାବ…

ବନ୍ଧୁଗଣ ହସିବାକୁ କାହାକୁ ଭଲ ଲାଗିନଥାଏ ? ଆମ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ହାସ୍ୟ ଜନକ ବିଷୟ ଭାବରେ ପରିଣତ ହୋଇଥାଏ । ଏବଂ ଅଧିକାଂଶ ହାସ୍ୟ ଅଭିନେତା ମଧ୍ୟ ଅଛନ୍ତି ଯାହାଙ୍କ ଚୁ-ଟ୍କୁ-ଲା ଶୁଣିଲା ମାତ୍ରେ ଆମ୍ଭ ମାନଙ୍କୁ ବହୁତ ହସ ଲାଗିବା ସହିତ ବହୁତ ଆନନ୍ଦ ମଧ୍ୟ ମିଳିଥାଏ । ଆସନ୍ତୁ ଏବେ ସେହି ଚୁ-ଟ୍କୁ-ଲା ଗୁଡିକ ଉପରେ ବିଶେଷ ଦ୍ରୁଷ୍ଟି ପକାଇବା ।

୧- ସ୍ତ୍ରୀ କାରଣରୁ ତାହାର ସ୍ବାମୀର ଗୋଟିଏ ଗୋଡ ର ହାଡ ଭାଗିଗଲା, ସେ ଡାକ୍ତର ଖାନା କୁ ଯାଇ ଦେଖେ ତ ସେଠାରେ ଆଉ ଏକ ବ୍ଯ-କ୍ତି-ର ୨ ଟି ଗୋଡ ଭାଙ୍ଗି ଯାଇଛି । ସେହି ସ୍ଵାମୀ ଜଣକ ଅନ୍ୟ ଲୋକଟିକୁ ପଚାରୁଛି ଆପଣଙ୍କର ଦୁଇଟି ସ୍ତ୍ରୀ ଅଛି କି ?

୨- ଶିକ୍ଷକ;- ଛାତ୍ରଙ୍କୁ କହିଲେ, ‘କ-ବୁ-ତ୍ତ-ର’ ଉପରେ ଗୋଟିଏ ବାକ୍ୟ ବନାଅ । ଛାତ୍ର ଜଣକ ଉତ୍ତର ରେ କୁହେ, ସନ୍ଧ୍ୟା ବେଳେ ପିଇଥିବା ଦା-ରୁ ‘କ-ବ ଉ-ତ୍ତ-ର’ ଜାତି ହେ ପତା ନେଇ ଚଲତା । ଶିକ୍ଷକ ଏହା ଶୁଣି ବେ-ହୋ-ସ ହୋଇଗଲେ ।

୩- ଡାକ୍ତର;- ଆଜି କେମିତି ଅଛି ଆପଣଙ୍କ ସ୍ତ୍ରୀ ଙ୍କ ଶରୀର ? ସ୍ଵାମୀ, ଠିକ ଅଛି ଡାକ୍ତର ଏବେ, ଆଜି ସକାଳେ ତ ଝ-ଗ-ଡା ମଧ୍ୟ କରିଛି ।

୪- ସଞ୍ଜନା ୩ ୟ ଥର ଡ୍ରା-ଇ-ଭିଂ ଲା-ଇ-ସେ-ନ୍ସ ର ଇନ୍ଟରଭିଉ ଦେବାକୁ ପହଞ୍ଚିଲେ, ଅଫିସର;- ଯଦି ଆପଣଙ୍କ ଗୋଟିଏ ପା-ର୍ସ୍ବୋ-ରେ ସ୍ଵାମୀ ଏବଂ ଅପର ପା-ର୍ସ୍ବୋ-ରେ ପିତା ରୁହନ୍ତି ତେବେ ଆପଣ କଣ ମା-ରି-ବେ ? ସଞ୍ଜନା- ସ୍ବାମୀଙ୍କୁ ମା-ରି-ବି, ଅଫିସର;- ଆରେ ମ୍ଯାଡାମ ୩ ୟ ଥର କହୁଛି ଆପଣ ବ୍ରେ-କ ମା-ରି-ବେ ।

୫- ବିବାହ ସମୟରେ କା-ନ୍ଧୁ-ଥି-ବା ଝିଅଙ୍କୁ ତାର ମା ବୁଝାଉଛି ଯେ ଝିଅ ତୁ କଣ ପାଇଁ କା-ନ୍ଧୁ-ଛୁ ? ଜମା କା-ନ୍ଧେ-ନି ଭଗବାନଙ୍କ କୃପାରୁ ତତେ ନେଇ ଯାଉଥିବା ତୋର ସ୍ଵାମୀ ଜୀବନ ସାରା କା-ନ୍ଦି-ବ ।

୬- ଝିଅ ବାଲା ପୁଅ ଘରକୁ ପୁଅ ଦେଖିବା ପାଇଁ ଗଲେ, ତ ପୁଅଙ୍କର ବାପା କୁହନ୍ତି,- ପୁଅ ଏଠିକୁ ଆସେ ତତେ ଦେଖିବାକୁ ଆସିଛନ୍ତି । ଝିଆବାଲା କୁହନ୍ତି;- ଥାଉ ଥାଉ, ତାଙ୍କୁ କଷ୍ଟ ଦିଅନ୍ତୁନୀ ଆପଣ କେବଳ ତାଙ୍କର ମୋବାଇଲ ଫୋନ ଟିକୁ ନେଇ ଆସି ଚେକ କରାଇ ଦିଅନ୍ତୁ ।

୭- ଗୋଟିଏ ପୁଅ ଗୋଟିଏ ଝିଅ କୁ ଦେଖି ଦେଖି ନାଳରେ ଯାଇ ପଡିଗଲା । ସମସ୍ତେ ଦେଖି ହସୁଥାନ୍ତି କିନ୍ତୁ ମୁଁ ହସିଲି ନାହିଁ,- “ଏବେ ଯାଉଛି ଗାଧୋଇବାକୁ” ।

୮- ପତ୍ନୀ ରୋ-ମା-ଣ୍ଟି-କ ମୁଡ ରେ – ହେଇଟି ଶୁଣୁଛ,

ଆମ ଚ-ଉ-ଠି ରାତିରେ ଯେତେବେଳେ ତୁମେ ମୋ ଓଢଣା ପ୍ରଥମ ଥର ଉଠାଇଥିଲ ତେବେ ତୁମକୁ କେମିତି ଲାଗିଥିଲା

ସ୍ଵାମୀ – ସତ କହିବି ଯଦି, ମୋର ହନୁମାନ ଚାଳିଶା ମନେ ନଥାନ୍ତା ତାହେଲେ ମୁଁ ସେହି ଦିନ ହିଁ ସ୍ଵ-ର୍ଗ-ବା-ସୀ ହୋଇଥାନ୍ତି

ବନ୍ଧୁଗଣ ଏହାଥିଲା କିଛି ହା-ସ୍ୟା-ତ୍ମ-କ କଥା, ଏହାକୁ ଆପଣ ଅନ୍ୟ କାହାକୁ ଶୁଣାଇ ତାଙ୍କ ମୁଖରେ ହସ ତଥା ଟିକିଏ ଖୁସି ଆଣି ପାରିବେ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *