ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ ।
ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି ।

୧. ତାହା କଣ ଯାହା ଦେଲେ ବଢିଥାଏ ?
ଉତ୍ତର : ଜ୍ଞାନ
୨. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ?
ଉତ୍ତର : ନଡିଆ ଗଛ
୩. ରାତିରେ ଅଛି କିନ୍ତୁ ଦିନରେ ନାହିଁ । ତାହା କଣ ?
ଉତ୍ତର : ଅନ୍ଧାର
୪. ହାତ ନାହିଁ, ଗୋଡ ନାହିଁ କିନ୍ତୁ ସବୁଆଡେ ବୁଲୁଥାଏ । ତାହା କଣ ?
ଉତ୍ତର : ଖବର କାଗଜ
୫. କେଉଁ ଫୁଲକୁ ଭଅର କିମ୍ବା ମହୁମାଛି ଘ୍ରାଣ କରେ ନାହିଁ ?
ଉତ୍ତର : ଚମ୍ଫା

୬. ରସୁଣ ପାଖୁଡାର ମାଳା ବେକରେ ପିନ୍ଧିଲେ ପିଲାମାନଙ୍କର କେଉଁ ଅସୁବିଧା ଦୂର ହୁଏ ?
ଉତ୍ତର : ଥଣ୍ଡାରୋଗ ଦୂର ହୁଏ ।
୭. ଗୋଟିଏ କୁମ୍ଭୀରର ଜୀବନକାଳ କେତେ ?
ଉତ୍ତର : ୧୦୦ରୁ ୧୫୦ ବର୍ଷ
୮. ବାମରୁ ପଢିଲେ ଓଜନିଆଁ ଡାହାଣରୁ ପଢିଲେ ନାହିଁ । ତାହା କେଉଁ ଶବ୍ଦ ?
ଉତ୍ତର : ଟନ
୯. ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ?
ଉତ୍ତର : ପର୍ବତ ଉପରେ ଥିବା ଘାସ
୧୦. ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡିଆ ଅକ୍ଷର ରହିଅଛି ?
ଉତ୍ତର : ବର୍ଣମାଳା ।

୧୧. ତାହା କଣ ଯାହା ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖିବାକୁ ପଡେ ?
ଉତ୍ତର : ବଚନ
୧୨. କେଉଁ ଦେଶରେ ସାମୀନତା ଦିବସ ପାଳନ କରାଯାଏ ନାହିଁ ?
ଉତ୍ତର : ନେପାଳ ।
୧୩. ତାହା କଣ ଯାହା ମେଂରେ ଅଛି କିନ୍ତୁ ଡିସେମ୍ବରରେ ନାହିଁ । ନିଆଁରେ ଅଛି କିନ୍ତୁ ପାଣିରେ ନାହିଁ ?
ଉତ୍ତର : ଗରମ
୧୪. ବିଲେଇର କେଉଁ ପାର୍ଶ୍ଵରେ ଅଧିକ ଲୋମ ଥାଏ ?
ଉତ୍ତର : ବାହାର ପାର୍ଶ୍ଵରେ
୧୫. ଗୋଟିଏ ଲାଠିର ଶୁଣ କାହାଣୀ ଭରି ରହିଅଛି ବହୁତ ପାଣି ଏହାର ଉତ୍ତର କଣ ?
ଉତ୍ତର : ଆଖୁ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।