ନମୀତା ଅଗ୍ରୱାଲ ଓଡିଶାର ବହୁତ ସୁନ୍ଦର ଓ ପ୍ରସିଦ୍ଧ ଗାଇକା ଅଟନ୍ତି । ନମୀତାଙ୍କ କଣ୍ଠ ବହୁତ ମଧୁର ଅଟେ ଓ ସେ ବହୁତ ଧାର୍ମିକ ଗୀତ ମଧ୍ୟ ଗାଇଛନ୍ତି ଯାହା ଏବେ ବି ଲୋକ ଶୁଣିବା ପସନ୍ଦ କରନ୍ତି ଓ ସକାଳେ ମନ ଶାନ୍ତ ଓ ମଧୁର କରିବା ପାଇଁ ଏହି ଭଳି ଗୀତ ଶୁଣିଥାନ୍ତି ତେବେ ବହୁତ ଦର୍ଶକ ଓ ସ୍ରୋତା ମାନେ ନମୀତାଙ୍କ ଘର ପରିବାର ଓ ତାଙ୍କ ସ୍ଵାମୀ ବିଷୟରେ ଜାଣିବାକୁ ଇଛା କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ନମୀତାଙ୍କ ଘର ପରିବାର ଓ ସ୍ଵାମୀ ଓ ତାଙ୍କ ଯିବନି ବିଷୟରେ କହିବାକୁ ଯାଉଛୁ । ନମୀତା ଅଗ୍ରୱାଲଙ୍କ ଘରେ ଓଡିଶାର କଟକ ତୁଳସୀପୁର ସେ ୧୯୭୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
ନମୀତାଙ୍କ ବାପା ମା ତାଙ୍କୁ ବହୁତ ଗେଲ୍ହାରେ ବଡ କରିଥିଲେ ତାଙ୍କ ସ୍ଵର ଛୋଟରୁ ବହୁତ ମଧୁର ଥିଲା । ନମୀତାଙ୍କ ସ୍ଵାମୀ ନାମ ସୀତାରାମ ଅଗ୍ରୱାଲ ଅଟେ । ନମୀତାଙ୍କ ସାସୁଘର ଅର୍ଥାତ ସ୍ବାମୀଙ୍କ ଘର ପୁରୀ ଜିଲା ରେ ଅଟେ ନମୀତାଙ୍କ ସ୍ଵାମୀ ସିଦ୍ଧାର୍ଥ ମ୍ୟୁଜିକ, ସିଦ୍ଧାର୍ଥ ଚେନେଲ ଓ ୯୧. ଏଫ ଏମର ପ୍ରତି ଶ୍ରଦ୍ଧା ଅଟନ୍ତି । ନମିତାଙ୍କୁ ଛୁଆ ବେଳୁ ସଙ୍ଗୀତ ପ୍ରତି ବହୁତ ଆଗ୍ରହ ଥିଲା ତାଙ୍କ ବାପା ମା ମଧ୍ୟ ତାଙ୍କୁ ଏଥିରେ ବହୁତ ଷପୋର୍ଟ କରୁଥିଲେ ।
ସ୍କୁଲ ବା କଲେଜ ସବୁ ଜାଗାରେ ନମୀତା ନିଜ ସଙ୍ଗୀତ ପ୍ରେମ ଦେଖେଇଥିଲେ ତାଙ୍କ ସଙ୍ଗୀତ ଲୋକଙ୍କୁ ଆଜୀବ୍ୟ ମନ୍ତ୍ର ମୁଗ୍ଧ କରି ଦେଇଥାଏ ଆପଣଙ୍କୁ ଏହା ଜାଣି ଭଲ ଲାଗିବ ଯେ ୧୯୮୬ ମସିହାରେ ନମୀତା ଆକାଶବାଣୀରେ କାମ କରୁଥିଲେ । ତେବେ ୧୯୯୨ ମସିହାରେ ନମୀତାଙ୍କ ପ୍ରଥମ ଅଡିଓ କ୍ୟାସେଟ ବାହାରିଥିଲା ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଏହା ନମୀତାଙ୍କ ପ୍ରଥମ ସଫଳତା ଥିଲା । କଣ ଆପଣ ଜାଣିଛନ୍ତି ନମୀତାଙ୍କ ପୁଅଙ୍କ ନାମ ସିଦ୍ଧାର୍ଥ ଅଟେ ଓ ତାଙ୍କ ବାପା ନିଜ ପୁଅ ନାରେ ସବୁ କାମ କରିଛନ୍ତି ।
ନମୀତା ଅଗ୍ରୱାଲ ଓଡିଆ, ହିନ୍ଦୀ ଓ ଶ୍ଳୋକରେ ନିଜ କଣ୍ଠ ଦାନ କରିଛନ୍ତି ଯାହା ସମସ୍ତଙ୍କ ଘରେ ଭଜନ ହେଉ ବ ଶ୍ଳୋକ ସକାଳ ସମୟରେ ନିଶ୍ଚିନ୍ତ ବାଜିଥାଏ । ନମୀତା ଅଗ୍ରୱାଲଙ୍କୁ ସମସ୍ତେ ନିବେଦିତା ନାମରେ ଜାଣିଛନ୍ତି, ବର୍ତମାନ ନମୀତା ନିଜ ଜି ସାର୍ଥକ ଚେନେଲକୁ ବିକ୍ରି କରିବା ପରେ ସେ ନିଜ ଜି ମ୍ୟୁଜିକ କମ୍ପାନୀ ଦ୍ଵାରା ବହୁତ ସାରା ଗୀତ ଦର୍ଶକ ମାନଙ୍କୁ ପ୍ରଦାନ କରୁଛନ୍ତି ଓ ବହୁତ ଗୁଡେ ଭିଡିଓ ମଧ୍ୟ ଛାଡୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।