ପ୍ରଥମଥର ଦେଖନ୍ତୁ ଓଲିଉଡ ସେଲିବ୍ରେଟି ଆନିଶା ଓ ଶୁଭାଶିସଙ୍କ ଝିଅ ଦେଖିବାକୁ କେମିତି ?

ଓଲିଉଡ ଜଗତର କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳାକାର ମାନେ ନିଜର ଅଭିନୟ ବ୍ଯତୀତ ନିଜର ପର୍ସନାଲିଟି, ଷ୍ଟାଇଲ ଓ ଲୁକ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ ଅନେକ କଳାକାର ମାନେ ନିଜର କୋ-ଆକ୍ଟର ଙ୍କ ସହ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

କିଛି କଳାକାର ମାନଙ୍କର ବୈବାହିକ ଜୀବନ ସୁଖମୟ ରହିଛି ତ ଆଉ କିଛି କଳକାର ମାନଙ୍କର ବୈବାହିକ ଜୀବନରେ ସେମାନେ ଅଲଗା ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଅନିଶାଙ୍କ ଝିଅ ଦେଖିବାକୁ କେମିତି ଲାଗୁଛି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟେଲିଭିଜନ ଜଗତର ସବୁଠାରୁ ବେଷ୍ଟ ଯୋଡି ଅନିଶା ଓ ଶୁଭାଶିସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ଗତ କିଛି ଦିନ ହେବ ଦୁହିଙ୍କର ଗୋଟେ କୁନି ଝିଅ ସନ୍ତାନ ହୋଇଛି ଯାହାକୁ ନେଇ ଶୁଭାଇସ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ । ଦୁହେଁ ଟିଭି ଜଗତରେ ଅନେକ ସିରିଏଲ ଓ ଫିଲ୍ମରେ ଏକାଠି ନଜର ଆସିଛନ୍ତି । ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଶୁଭାଶିସ ଓ ଆନିଶା ନିଜର କନ୍ୟା ସନ୍ତାନଙ୍କ ନାଁ ବିହନା ଶର୍ମା ରଖିଛନ୍ତି । ତାଙ୍କ ଝିଅ ବିହନା ବଡ ହେବା ପରେ ଭଲ ଆଟିଷ୍ଟ ହେବେ ବୋଲି ଆନିଶା ଏକ ଇଣ୍ଟରବିୟୁ ରେ କହିଛନ୍ତି ।

ଏହି ଭିଡିଓ ରେ ଯେଉଁ କୁନି ଝିଅର ଫୋଟୋ ଦେଖା ଯାଉଛି ସେ ହେଉଛନ୍ତି ଆନିଶା ଓ ସୁଭାଷୀଙ୍କ କୁନି ଝିଅ । ଯାହାକୁ ନେଇ ଦୁହେଁ ବହୁତ ଖୁସିରେ ଅଛନ୍ତି । ଆନିଶା ଓ ତାଙ୍କ ଝିଅ ବିହନା ବହୁତ ଭଲ କଣ୍ଡିସନରେ ଅଛନ୍ତି ବୋଲି ଜଣା ପଡିଛି । ଅଭିନେତ୍ରୀ ଆନିଶା ପ୍ରେଗନେଣ୍ଟ ଥିବାରୁ ଓଲିଉଡ ଇଣ୍ଡଷ୍ଟ୍ରି ରୁ ବର୍ତ୍ତମାନ ଦୂରେଇ ଅଛନ୍ତି । କିନ୍ତୁ ସୁଭାଷୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା କାମେଡି ସିରିଏଲ “ହେ ପ୍ରଭୁ”ରେ ମୁଖ୍ୟ ନାୟକ ଭାବେ ଅଭିନୟ ଜାରି ରଖିଛନ୍ତି ।

 

ଏହି ସିରିଏଲରେ ସୁଭାଷୀ ଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଦୁହେଁ ନିଜ କୁନି ଝିଅ ସହ ଟାଇମ ସ୍ପେନ୍ଡ କରିବାର ନଜର ଆସୁଛନ୍ତି । ଦୁହେଁ ନିଜର ଝିଅର ଭବିଷ୍ୟତକୁ ଅନେକ ନୂଆ ନୂଆ ପ୍ଳାନ କରିବାର ମଧ୍ୟ ଆନିଶା କହିଛନ୍ତି । ଆଶା କରୁଛୁ ଆନିସ ଓ ଶୁଭାଶିସ ଙ୍କ ଝିଅ ବିହନା ଖୁସିରେ ଥାଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଆନିଶା ଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *