ଝିଅ ଆମର ନୂଆ ବୋହୁ ଅଭିନେତ୍ରୀ Pujaଙ୍କ ପରିବାର ଓ ଲାଇଫ ଷ୍ଟାଇଲ

ତରଙ୍ଗ ଟିଭିରେ ବିଭିନ୍ନ ସିରିଏଲ ପ୍ରସାରିତ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ଝିଅ ଆମର ନୂଆ ବୋହୁ । ଯାହାକି ଓଡିଶାର ଦର୍ଶକମାନଙ୍କୁ ମନୋରଞ୍ଜନ କରିବାରେ ସଫଳ ମଧ୍ୟ ହୋଇଛି । ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ବ୍ୟକ୍ତିଙ୍କର ଏହା ଫେବରେଟ ସିରିଏଲ ମଧ୍ୟ ହୋଇଯାଇଥିବ ।

କହିବାକୁ ଗଲେ ଏହି ସିରିଏଲ ଓଡିଶାରେ ବହୁତ ପ୍ରସିଦ୍ଧ ହୋଇସାରିଛି । ପ୍ରାୟତଃ ସମସ୍ତେ ଏହି ସିରିଏଲର ଦିବାନା ହୋଇ ଯାଇଛନ୍ତି । ଏତିକି ନୁହେଁ ଏହି ସିରିଏଲରେ ନଜର ଆସୁଥିବା କଳାକାରମାନଙ୍କୁ ବି ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଲୋକମାନେ ନିଜର ଫେବରେଟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛୁକ ଥାନ୍ତି ।

ଏହି କ୍ରମରେ ଆଜି ଆମେ ଆପଣଙ୍କ ପାଇଁ ଝିଅ ଆମର ନୂଆ ବୋହୁର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ କହିବୁ । ଯେମିତି କି ତାଙ୍କ ପରିବାରରେ କିଏ କିଏ ରୁହନ୍ତି ସେ କଣ ପିନ୍ଧିବାକୁ, ଖାଇବାକୁ ଓ କରିବାକୁ ପସନ୍ଦ କରନ୍ତି ଇତ୍ୟାଦି । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ । ତରଙ୍ଗ ଚ୍ୟାନେଲର ନୂଆ ଧାରାବାହିକ ଝିଅ ଆମର ନୂଆ ବୋହୁ ଅଳ୍ପ କିଛି ମଧ୍ୟରେ ବହୁତ ଲୋକପ୍ରିୟ ହୋଇ ଯାଇଛି । ଏହା ପଛରେ କଳାକାରମାନଙ୍କର ପରିଶ୍ରମ ଲୁଚି ଅଛି ।

ଯଦି ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ପୂଜାଙ୍କ ବିଷୟରେ କହିବା ତେବେ ତାଙ୍କର ପ୍ରକୃତ ନାଁ ହେଉଛି ଲବରୀନ । ପୂଜା ଜଣେ ମୁସ୍ଲିମ ଝିଅ ଅଟନ୍ତି । ସେ ଅଭିନୟ, ମଡେଲିଙ୍ଗରେ ବହୁତ ରୁଚି ରଖନ୍ତି । ପୂଜାଙ୍କ ଫେବରେଟ ରଙ୍ଗ ହେଉଛି କଳା, ଧଳା ଓ ନାଲି । ଏହା ସହ ତାଙ୍କର ଚକଲେଟ ବହୁତ ପ୍ରିୟ ଅଟେ ବୋଲି ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କହିଛନ୍ତି । ସିରିଏଲରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ବହୁତ ଭଲ ଲାଗେ ।

ସେ ମଡେଲିଙ୍ଗରେ ବି ବହୁତ ସକ୍ରିୟ ଅଛନ୍ତି । ପ୍ରଥମେ ସେ ବହୁତ ସଫ୍ଟୱେର କମ୍ପାନୀ ଗୁଡିକରେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ସେହି ଦୁନିଆକୁ ଛାଡି ଅଭିନୟ ଦୁନିଆରେ ପ୍ରବେଶ କରିଛନ୍ତି । ସେ ପ୍ରଥମେ ସିରିଏଲ ‘ଏତେ ଭଲ ପାଏ ତୋତେ’ରେ ରେ ଦ୍ଵିତୀୟ ସହ ଅଭିନେତ୍ରୀ ରୂପରେ ଅଭିନୟ କରିଥିଲେ । ସେ ଅନ୍ୟ କେତେକ ସିରିଏଲ ଓ ଫିଲ୍ମ ପାଇଁ ଅଡିସନ ବି ଦେଇଥିଲେ । ଏହା ପରେ ସେ ନୂଆ ବୋହୁ ଫିଲ୍ମରେ ତାଙ୍କୁ ଚାନ୍ସ ମିଳିଥିଲା ।

ବର୍ତ୍ତମାନ ଝିଅ ଆମର ନୂଆ ବୋହୁ ସିରିଏଲରେ ସେ ବର୍ତ୍ତମାନ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସୁଛନ୍ତି । କହିଦେଉଛୁ କି ପୂଜା ଅର୍ଥାତ ଲବରୀନଙ୍କ ଘର ବାଲେଶ୍ଵର । କିନ୍ତୁ ଶୁ-ଟି-ଙ୍ଗ କାରଣରୁ ସେ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି । ପୂଜା ବହୁତ ମ୍ୟୁଜିକ ଭିଡିଓରେ ବି ନଜର ଆସିଛନ୍ତି । ଲବରୀନ ଯେତିକି ସୁନ୍ଦର ଦେଖା ଯାଆନ୍ତି ସେତିକି ହିଁ ତାଙ୍କର ଅଭିନୟ ସୁନ୍ଦର ଅଟେ । କହିଦେଉଛୁ କି ଝିଅ ଆମର ନୂଆ ବୋହୁ ସିରିଏଲର ମାତ୍ର ଗୋଟିଏ ଏପିଶୋଡ ରିଲିଜ ହୋଇଛି । କିନ୍ତୁ ଏହା ମଧ୍ୟରେ ତାଙ୍କର ଫ୍ୟାନ ଫୋଲିଙ୍ଗ ବଢି ଗଲାଣି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *