୫୦ ଫୁଟ ଗଭୀର କୂଅ ଭିତରକୁ ଖସିଲା ମହିଳା, ଭଗବାନ ହୋଇ ମୃତ୍ୟୁ ମୁଖରୁ ଏମିତି ଜୀବନ ବଞ୍ଚାଇଲା ଅଗ୍ନିଶମ କର୍ମଚାରୀ- ଦେଖନ୍ତୁ Video

ଆପଣମାନେ ପ୍ରାୟତଃ ଶୁଣିଥିବେ କି କୌଣସି ଛୋଟ ପିଲା, କିମ୍ବା ପୁରୁଷ ହେଉ କିମ୍ବା ମହିଳା, ଅଥବା ଗାଈ, କୁକୁର ଇତ୍ୟାଦି କୂଅରେ, ବଡ ବଡ କେନାଲରେ, ନାଳରେ ଇତ୍ୟାଦି ଖସି ପଡନ୍ତି । କେତେକ ଜୀବନ ବଞ୍ଚି ଯାଏ ତ କେତେକଙ୍କ ଜୀବନ ଚାଲି ଯାଏ ।

ସଠିକ ସମୟରେ ଯଦି ସେମାନଙ୍କୁ ବଞ୍ଚାଇ ଦିଆଯାଏ ତେବେ ସେମାନଙ୍କର ଜୀବନ ବଞ୍ଚିଯାଏ । ବେଳେ ବେଳେ କଣ ହୁଏ କି ନା ଲୋକମାନେ କିମ୍ବା ପଶୁ କୂଅ କିମ୍ବା କେନାଲ ଇତ୍ୟାଦିରେ ପଡି ଯାଆନ୍ତି ତ କେହି ଜାଣି ପାରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କର ମୃ-ତ୍ୟୁ ହୋଇଯାଏ । କିନ୍ତୁ ଅନ୍ୟ କେତେକ କ୍ଷେତ୍ରରେ ଏହା ବି ଦେଖା ଯାଇଛି କି ବହୁତ ସମୟ ପର୍ଯ୍ୟନ୍ତ ପଡିଥିବା ସତ୍ବେ ବି ସେମାନେ ସଂଘର୍ଷ କରି ଜୀବିତ ଥାନ୍ତି ।

ଏହା ପରେ ସ୍ଵୟଂ କିମ୍ବା ଅଗ୍ନିଶମ ବିଭାଗ କିମ୍ବା ସ୍ଥାନୀୟ ଲୋକମାନଙ୍କ ସାହାର୍ଯ୍ୟ ଦ୍ଵାରା ସେମାନେ ବଞ୍ଚି ଯାଆନ୍ତି । ଏହା ଏକ ପ୍ରକାରର ଭାଗ୍ୟର ଖେଳ । ଅର୍ଥାତ ଭଗବାନ ଚାହିଁଲେ ହିଁ ଆପଣ ବଡ ରୁ ବଡ ଦୁର୍ଘଟଣାରୁ ବଞ୍ଚି ଯିବେ ଓ ନଚେତ ଛୋଟ ଛୋଟ ଦୁର୍ଘଟଣାରେ ବି ଲୋକମାନଙ୍କ ଜୀବନ ଚାଲି ଯିବ । ବର୍ତ୍ତମାନ ଏକ ଭି-ଡି-ଓ ସାମ୍ନାକୁ ଆସୁଛି । ଯେଉଁଥିରେ ଦେଖା ଯାଉଛି କି ଗୋଟିଏ କୂଅ ଭିତରୁ ଜଣେ ମହିଳାଙ୍କୁ ଉଦ୍ଧାର କରା ଯାଉଛି ।

ମିଳିଥିବା ସୂଚନା ଅନୁସାରେ ଏହି କୂଅର ଗଭୀରତା ୫୦ ଫୁଟ ଅଟେ । ଅଚାନକ ଜଣେ ମହିଳା ଏହି କୂଅ ଭିତରକୁ ଖସି ଗଲେ । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ୫୦ ଫୁଟ କୂଅ ଭିତରେ ଥିବା ସତ୍ବେ ବି ମହିଳା ଜଣକ ଜୀବିତ ଥିଲେ ଓ ମୃ-ତ୍ୟୁ ସହ ସଂଘର୍ଷ କରୁଥିଲେ ।

ସ୍ଥାନୀୟ ଲୋକମାନେ ଯେତେବେଳେ ଏହି ଦୁର୍ଘଟଣା ବିଷୟରେ ଜାଣିଲେ ତେବେ ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ସୂଚିତ କରିଲେ ଓ ଅଗ୍ନିଶମ ବିଭାଗର ସଠିକ ସମୟରେ ଆସି ମହିଳା ଜଣଙ୍କୁ ଦୌଡି ଓ ଏକ ଜାଲ ସାହାର୍ଯ୍ୟରେ କୂଅ ଭିତରୁ ବାହାରକୁ ବାହାର କରିଲେ । ଆପଣ ଭି-ଡି-ଓରେ ଦେଖି ପାରିବେ କି ମହିଳା ଜଣକଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ । ସେ ସୁରକ୍ଷିତ ଅଛନ୍ତି ।

୫୦ ଫୁଟ କୂଅ କଥା ଶୁଣିଲେ ହିଁ ଲୋକମାନଙ୍କ ମନରେ ଭୟ ଚାଲି ଆସେ ଓ ସେହି ୫୦ ଫୁଟ ଗଭୀର କୂଅ ଭିତରେ ଏହି ମହିଳା ଜଣକ ଥିଲେ । ଯାହାକି ଗୋଟିଏ ଭୟଙ୍କର ଘଟଣା ଅଟେ । କିନ୍ତୁ ଏହି ଘଟଣାରେ ଅଗ୍ନିଶମ ବିଭାଗକୁ ଧନ୍ୟବାଦ କହିବାକୁ ପଡିବ । କାରଣ ସେମାନେ ସଠିକ ସମୟରେ ଆସି ମହିଳାର ଜୀବନ ବଞ୍ଚାଇଛନ୍ତି ।

Leave a Reply

Your email address will not be published. Required fields are marked *