ବିବାହର ମାତ୍ର ଦୁଇ ମାସ ପରେ Bollywoodର ଏହି ଅଭିନେତ୍ରୀ ଫ୍ଲଣ୍ଟ କଲେ ବେବି ବମ୍ପ

ଫିଲ୍ମ ୟାରିଆ ଓ ୟେ ଜବାନି ୟେ ଦିବାନିର ଅଭିନେତ୍ରୀ ଏବଲିନ ଶର୍ମା ଅଷ୍ଟ୍ରେଲିଆର ଡେନ୍ଟାଲ ସର୍ଜନ ଡାକ୍ତର ତୁଷରା ବେଣ୍ଡିଙ୍କ ସହିତ ବିବାହ କରିଥିଲେ । ଦୁଇଜଣ ବହୁତ ଲମ୍ବା ସମୟରୁ ଦୁଇଜଣ ଦୁଇଜଣକୁ ଡେଟ କରୁଥିଲେ ।

ଆଉ ୧୫ ମେ ୨୦୨୧ରେ ଗୋଟିଏ ଇଣ୍ଟିମେଣ୍ଟ ସେରିମନୀରେ ଲୁଚିକି ବିବାହ କରିଥିଲେ । ସେ ଏହି କଥାର ସୂଚନା କିଛି ଦିନ ପରେ ନିଜ ଫ୍ୟାନଙ୍କ ସହିତ ସେୟାର କରିଥିଲେ । ସେ ମଧ୍ୟ ତାଙ୍କ ପ୍ରେଗନ୍ଯାନ୍ସି ର ନ୍ଯୁଜ ମଧ୍ୟ ସେୟାର କରିଛନ୍ତି ।


ଏହି ଗୂଡ ନ୍ଯୁଜ ବିବାହର ୨ ମାସ ପରେ ସେୟାର କରିଥିଲେ । ଆଉ ବେବୀ ବମ୍ପ ଫ୍ଲଣ୍ଟ କରିକି ନିଜର କିଛି ସୁନ୍ଦର ଫୋଟୋ ପୋଷ୍ଟ କରିଥିଲେ । ୧୧ ଜୁଲାଇକୁ ଏବଲୀନ ନିଜର ଜନ୍ମ ଦିନ ମନାଇ ଥିଲେ ଆଉ ଏହି ଖାସ ମଉକାରେ ବେବି ବମ୍ପ ଫ୍ଲଣ୍ଟ କରି ପୋଷ୍ଟ କରିଛନ୍ତି । ସେ ଏହି ଫୋଟୋରେ ବ୍ଲ୍ୟୁ କଲର ଆଉଟ ଫିଟରେ ବେବି ବମ୍ପ ଫ୍ଲଣ୍ଟ କରିକି ଦେଖା ଯାଉଛନ୍ତି । ଏହି ଫୋଟରେ ତାଙ୍କର ପ୍ରେଗନ୍ଯାନ୍ସି ଗ୍ଲୋ ମଧ୍ୟ କରୁଛନ୍ତି ।


ସେ ଏହାକୁ ସେୟାର କରି ଲେଖିଛନ୍ତି ପ୍ରଥମ ଥର ଲୋକ ମୋ ବଡ ପେଟର ପ୍ରଶଂସା କରୁଛନ୍ତି । ତାଙ୍କର ଏହି ଫୋଟରେ ଲୋକ ବହୁତ କମେଣ୍ଟ ମାଧ୍ୟମରେ ବହୁତ ଅଭିନନ୍ଦନ ମଧ୍ୟ ଜଣାଇ ଛନ୍ତି । ସେ ନିଜ ପ୍ରେଗ ନ୍ଯାନ୍ସି ଉପରେ କଥା କହିଛନ୍ତି ଆମେ ଏବେ ଚନ୍ଦରେ ଅଛୁ, ଏହା ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ଉପହାର ଅଟେ । ଯାହା ମୁଁ ମୋ ଜନ୍ମ ଦିନରେ ଚାହୁଁଛି, ଆମେ ଭବିଷ୍ୟର ସବୁ ମୁହୂର୍ତକୁ ଆଗକୁ ଦେଖୁଚୁ । ଆମେ ଆଶା କରୁଛୁକି ବର୍ଡର ଖୋଲିଯିବ ତେବେ ଆମେ ଆମ ପିଲା ସହିତ ଆମ ପରିବାର ଓ ସାଙ୍ଗ ସାଥିଙ୍କ ସହିତ ମିଳି ପାରିବୁ ।


ଏବଲିନ ପ୍ରେଗନ୍ଯାନ୍ସି ସେୟାର କରି ବେବି ବମ୍ପ ଫ୍ଲଣ୍ଟ କରି ଫୋଟୋ ପୋଷ୍ଟ କରିଥିଲେ । ଆଉ ଏହି ଫୋଟରେ ଏବଲିନ ସନ ବାଥ ନେଇ ନିଜ ସେଲଫି କ୍ଲିକ କରିଥିଲେ । ଆଉ ସେ ଏହି ଫୋଟୋ ପୋଷ୍ଟ କରି ଲେଖି ଥିଲେ ଆଉ ମୁଁ ତୁଆକୁ ନିଜ କୋଳରେ ଧରିବାର ଅପେକ୍ଷା କରି ପାରୁନି, ଏବଲିନ ନିଜ ପ୍ରଥମ ବେବିର ସ୍ଵାଗତ କରିବା ପାଇଁ ବହୁତ ଖୁସି ଅଛନ୍ତି । ସେ ଏହି ଉପରେ କଥା ହୋଇ ବମ୍ବେ ଟାଇମ ଇନ୍ଟରଭିଉରେ କହିଥିଲେ ମୋତେ ଲାଗୁଛିକି ତୁମକୁ ତାହା କରିବା ଦରକାର ଯାହା ଆପଣଙ୍କୁ ପସନ୍ଦ ରହିଛି ।

ଖୁସି ମନର ଗୋଟିଏ ଅବସ୍ଥା ଅଟେ । ଏହା ଗୋଟିଏ ନିର୍ନୟ ଅଟେ ଯାହା ଆପଣ ପ୍ରତିଦିନ କରୁଛନ୍ତି । ହୋଇପାରେ ପରିସ୍ଥିତି ଯାହାବି ହେଉ , ସବୁ ମୁହୂର୍ତ ଅମୂଲ୍ୟ ଅଟେ । ଶେଠୀ ପାଇଁ ଏହି ଅମୂଲ୍ୟ ଦିନକୁ ବେକାର କରନ୍ତୁ ନହିଁ । ସେ ତାଙ୍କର ସ୍ଵାମୀଙ୍କ ସହିତ ବହୁତ ସୁନ୍ଦର ଜର୍ନୀ କରିକି କହିଛନ୍ତି ଆମେ ପ୍ରକୃତି ପାଇଁ ଏକାଭଳି ପ୍ରେମ ଓ ଠିକ ଜୀବନ ଶୈଳୀ ପାଇଁ କାମନା କରୁଛୁ । ଆମେ ଏକ ସହିତ ବହୁତ ଭଲରେ ଅଛୁ ।

Leave a Reply

Your email address will not be published. Required fields are marked *