ମହିଳାମାନେ ଋତୁସ୍ରାବର ୪ ଦିନରେ ଏହାର ସେବନ କରିଲେ ତୁରନ୍ତ ହୋଇଥାଏ ଗର୍ଭଧାରଣ-Pregnancy Tips

କିଛି ମହିଳା ମାନଙ୍କ ଠାରେ ଗ-ର୍ଭ-ପା-ତ ପ୍ରେଗନେଣ୍ଟ ହେବାର ଗୋଟେ ମାସ ମଧ୍ୟ ରେ ହୋଇଥାଏ । ଏହା ଛଡା ବ୍ରୀ-ଡି-ଙ୍ଗ ମଧ୍ୟ ହେବାରେ ଲାଗିଥାଏ । ଏହା ଏକ ଅନଏକ୍ସପ୍ଳେନ ଇନଫର୍ଟିଲିଟି ଲକ୍ଷଣ ଅଟେ । ଗୋଟେ ପରିବାର ରେ ସମସ୍ତଙ୍କର ଇମ୍ୟୁନିଟି ଗୋଟେ ପ୍ରକାର ର ହୋଇ ନ ଥାଏ । ଏଥି ପାଇଁ ଆମ କୁ ଇମ୍ୟୁନିଟି ବୁଷ୍ଟର ନେବାକୁ ପଡିଥାଏ ।

ଇମ୍ୟୁନିଟି ବୁଷ୍ଟର ଏକ ପ୍ରାକୃତିକ ଉପାୟ ଅଟେ ଯେମିତି କି ତୁଳସୀ ପାତ୍ର ବା କ୍ଷୀର ବା ଗିଲୋଇ ଇତ୍ୟାଦି । ଏହି ସବୁ ଜିନିଷ ର ପ୍ରୟୋଗ କରିଲେ ଇମ୍ୟୁନିଟି ବୁଷ୍ଟର ବୃଦ୍ଧି ପାଇଥାଏ । ଯଦି ମହିଳା ଙ୍କ ଠାରେ ଇମ୍ୟୁନିଟି ବୁଷ୍ଟର କମ ଥାଏ ତେବେ ସେମାନଙ୍କର ୟୁଟ୍ରସ ର ଲାଇନ ଭଲ ଭାବେ ତିଆରି ହୋଇପାରେ ନାହି । ଯଦି ୟୁଟ୍ରସ ର ଲାଇନ ଠିକ ଭାବେ ନ ରୁହେ ତେବେ ବାରମ୍ବାର ଗ-ର୍ଭ-ପା-ତ ହୋଇଥାଏ । ଏଥି ପାଇଁ ପ୍ଳେଟଲେଟ ରେଟ୍ସ କାଉଣ୍ଟ ନିହାତି ଜରୁରୀ ଅଟେ ।

ଏହା ପାଇଁ କଣ ଖାଇବା ଉଚିତ ବା କେଉଁ କାମ କରିବା ଉଚିତ ଆସନ୍ତୁ ଜାଣିବା । ଏହା ପାଇଁ ଅଧିକ ଜଣକ ଫୁଡ ବା ହେଲଥି ଫୁଡ ଖାଇବା ଉଚିତ ନୁହେ । ଏହା ଛଡା ଅଧିକ ମଇଦା ଜାତୀୟ ଖାଦ୍ଯ ନ ଖାଇବା ଓ ଥଣ୍ଡା ଆଦିର ସେବନ କରିବା ଉଚିତ ନୁହେ । ଆମ ଶରୀରର ରେ ଇମ୍ୟୁନିଟି ବୁଷ୍ଟର କରିବା ପାଇଁ ପ୍ରକୃତିକ ଜିନିଷ ର ବ୍ୟବହାର କରିବା ଉଚିତ । ଏଥି ପାଇଁ ଏନବେଦା ବୁଷ୍ଟ ଏମିତି ଏକ ଔଷଧ ଯାହାର ସେବନ ଦ୍ଵାରା ଆମ ଶରୀର ରେ ଇମ୍ୟୁନିଟି ବୁଷ୍ଟ ହୋଇଥାଏ ।

ଏଥିରେ ଅମୃତଭଣ୍ଡାର ମିଶ୍ରଣ, ତୁଳସୀ ପତ୍ର ର ମିଶ୍ରଣ ଯାହା ଇଂଫେକସନ ରୁ ରକ୍ଷା କରିଥାଏ । ଏହା ଛଡା ଏଥିରେ ଗିଲୋଇ, ମେଥି, ଅନାର ଆଦି ରହିଛି । ଏହି ମେଡ଼ିସିନ କୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ସେବନ ଅକ୍ରିୟ ପାରିବେ । କିନ୍ତୁ ପ୍ରେଗନେଣ୍ଟ ମହିଳା ବା ଛୋଟ ପିଲା ବା ଯେଉଁ ମାନଙ୍କର ପିଲା କ୍ଷୀର ଖାଉଥିବେ ସେମାନେ ଡାକ୍ତର ଙ୍କ ପରିମାର ରେ ଏହି ମେଡ଼ିସିନ ନେଇ ପାରିବେ । ଏଥିରେ ଥିବା କ୍ୟାପସୁଲ କୁ ଦିନକୁ ଦୁଇ ଥର ଖାଇବା ଉଚିତ ।

ସକାଳେ ଖାଇବା ପରେ ଓ ରାତିରେ ଦିନର କରିବା ପରେ । ଏହି ମେଡ଼ିସିନ କୁ ମହିଳା ମାନେ ଋ-ତୁ-ସ୍ରା-ବ ର ୪ ଦିନ ପରେ ଲଗାତର ନେବା ଉଚିତ । ଏହାକୁ ବ୍ୟବହାର କରିବା ଦ୍ଵାରା କୌଣସି ଇନଫେକସନ ହେବ ନାହି କି ଇମ୍ୟୁନିଟି ବୁଷ୍ଟ କମ ହେବ ନାହି ବରଂ ବୃଦ୍ଧି ପାଇବ । ଯେଉଁ ମହିଳାଙ୍କର ବାରମ୍ବାର ଗ-ର୍ଭ-ପା-ତ ହେଉଥିବ ସେମାନେ ଏହି ମେଡ଼ିସିନ ର ବ୍ୟବହାର କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *