କଳ୍ପନା ଚାୱଲାଙ୍କର Spaceରୁ ଅନ୍ତିମ Video, ଆଗରୁ କେବେ ଦେଖି ନଥିବେ… ଦେଖନ୍ତୁ କଣ କହୁଛନ୍ତି

ବନ୍ଧୁଗଣ ଆପଣ ମାନେ କଳ୍ପନା ଚାୱଲା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ୧୯୯୭ ନଭେମ୍ବର ୧୯ ରେ ଆମେରିକା ସହିତ ଭାରତ ପାଇଁ ଏକ ଗୌରବଶାଳୀ ଦିନ ଥିଲା । କାରଣ ସେହି ଦିନ ଭାରତର ଝିଅ ଭାରତ ଅନ୍ତରିକ୍ଷ ପାଇଁ ପ୍ରସ୍ତୁତ ହେଉଥିଲେ ।

ସେହି ଝିଅ ଆଉ କେହି ନୁହେଁ ସେ ହେଉଛନ୍ତି କଳ୍ପନା ଚାୱଲା ଯିଏ ଅନ୍ତରିକ୍ଷ ପାଇଁ ନିଜର ପ୍ରଥମ ଉଡାଣ ନାସାର ସ୍ପେସ ସେଟଲ ପ୍ରୋଗ୍ରାମ ୨୮ ନମ୍ବର ଫ୍ଲାଇଟ ଏସସିଟି ସତ୍ୟାଶୀ ଦ୍ଵାରା ଆରମ୍ଭ କରିଥିଲେ । ଏହା ପରେ କଳ୍ପନା ଚାୱଲା ଦିତୀୟ ଥର ପାଇଁ ୨୦୦୩ ଜାନୁଆରୀ ୧୬ରେ ସ୍ପେସ ଉଡାଣ ପାଇଁ ଯାଇଥିଲେ । କିନ୍ତୁ ଫେବୃଆରି ୧ରେ ସେ ଫେରିବା ସମୟରେ ତାଙ୍କର ଦୁ-ର୍ଘ-ଟ-ଣା ହେତୁ ମୃ-ତ୍ୟୁ ହୋଇଥିଲା ।

ସେ ତାଙ୍କର ପ୍ରଥମ ଅନ୍ତରିକ୍ଷ ଯାତ୍ରା ସମୟରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦ୍ରଗୁପ୍ତ ଗୁଜୁରାଲଙ୍କ ସହ ସ୍ପେସରୁ କଥାବାର୍ତ୍ତା ହୋଇଥିଲେ । ଯାହା ତାଙ୍କର ସ୍ପେସରୁ ଲାଇଭ ଅ-ନ୍ତି-ମ ଭିଡିଓ ଥିଲା । ଆଜି ଆମେ ଆପଣ ମାନଙ୍କୁ ସେହି କିଛି ଖାସ ସମୟର କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ କଳ୍ପନା ଚାୱଲା ସ୍ପେସରେ ଥିବା ସମୟରେ କହିଥିଲେ ।

କଳ୍ପନା ଚାୱଲା ସ୍ପେପ୍ସ ରେ ଥିବା ସମୟରେ ଭାରତର ପ୍ରଧାନ ମନ୍ତ୍ରୀ ଇନ୍ଦ୍ରଗୁପ୍ତ ଗୁଜୁରାଲ କଳ୍ପନା ଙ୍କୁ କହିଥିଲେ ଯେ ଭାରତର ସବୁ ସଦସ୍ୟ ତାଙ୍କର ଏହି ମହାନ କାମ ପାଇଁ ତାଙ୍କ ପ୍ରତି ଗର୍ବ ଅନୁଭବ କରୁଛନ୍ତି । ସେ ଯେଉଁ ସ୍ପେସରେ ଯାତ୍ରା କରିଛନ୍ତି ତାହା ସଫଳ ହେଉ ବୋଲି ପ୍ରଧାନ ମନ୍ତ୍ରୀ କଳ୍ପନା ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଛଡା କଳ୍ପନା ବହୁତ ଜଲ୍ଦି ଭାରତ ଫେରି ଆସନ୍ତୁ ଏହା ସମସ୍ତଙ୍କର ଇଚ୍ଛା ବୋଲି ପ୍ରଧାନ ମନ୍ତ୍ରୀ ଇନ୍ଦ୍ରଗୁପ୍ତ ଗୁଜୁରାଲ କହିଛନ୍ତି ।

ଅନେକ ସମୟ ଧରି କଳ୍ପନା ଓ ପ୍ରଧାନ ମନ୍ତ୍ରୀ ଙ୍କ ମଧ୍ୟ ରେ ସ୍ପେସ ର କିଛି ଜରୁରୀ ତଥ୍ୟ ବିଷୟରେ ଆଲୋଚନା ହୋଇଥିଲା ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଏହା ଛଡା ଏହି ଭିଡିଓ ରେ କଳ୍ପନା ନିଜର ଅନ୍ତରିକ୍ଷ ଯାତ୍ରା ପାଇଁ ବହୁତ ଖୁସି ଥିବାର ଜଣା ପଡ଼ୁଛନ୍ତି । ସେ ବହୁତ ଜଲ୍ଦି ନିଜର ଯାତ୍ରା ଶେଷ କରି ଫେରିବେ ବୋଲି କହୁଛନ୍ତି । ଏହା ଛଡା ସ୍ପେସ ରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହା ଥିଲା ପ୍ରଧାନ ମନ୍ତ୍ରୀ ଓ କଳନା ଚାୱଲା ଙ୍କ ମଧ୍ୟ ରେ ବାର୍ତ୍ତାଳାପ ଯାହା ସେ ସ୍ପେସ ରେ ଥିବା ସମୟରେ ହୋଇଥିଲା । କିନ୍ତୁ କିଏ ଜାଣିଥିଲା ତାହା କଳ୍ପନା ଙ୍କର ଅ-ନ୍ତି-ମ ଯାତ୍ରା ହେବ ବୋଲି । ଶେଷରେ ଏତିକି କୁହା ଯାଇପାରେ ଯେ କଳ୍ପନା ଭାରତ ପାଇଁ ଏକ ମହାନ କାମ କରି ଯାଇଛନ୍ତି ଯାହାକୁ ଆଜି ବି ଲୋକ ମାନେ ମନେ ରଖିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *