ଶାସ୍ତ୍ର ଏବଂ ବିଜ୍ଞାନ ଅନୁଯାଇ ଏହାର ସପାସ୍ତି କାରଣ ହୋଇନାହିଁ ଯେ ଆପଣଙ୍କୁ କିଏ କେମିତି ମନେ କରିଥାଏ କିନ୍ତୁ କିଛି କଥା ଅନୁଯାଇ ଏହା ସ୍ପଷ୍ଟ ହୋଇଛି ଯେ କେହି ଆପଣଙ୍କୁ ମନେ ପକାଇଲେ ଆପଣଙ୍କୁ ମଧ୍ୟ ତାଙ୍କ ମନେ ପଡିଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ଏହା ଜଣା ପଡିଥାଏ ଯେ ଆପଣଙ୍କୁ କେହି ମନେ ପକଉଛନ୍ତି । ତେବେ ଏହା ଜ୍ଯୋତିଷ ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି ଏବଂ ବିଜ୍ଞାନ ମଧ୍ୟ ଏହି କଥା ଗୁଡିକ ମାନିଥାଏ ।

୧. ଯେମିତି ସବୁ ଏକ୍ସନ ର ଋଏକ୍ସନ ହୋଇଥାଏ ସଠିକ ସେମିତି କେହି ଆପଣଙ୍କୁ ମନେ କଲେ ଆପଣଙ୍କୁ ମଧ୍ୟ ତାଙ୍କ କଥା ମନେ ପଡିଥାଏ । ସମସ୍ତଙ୍କୁ ଏହା ଜଣା ନଥାଏ ତଥାପି ତାଙ୍କୁ ଏହା ଅନୁଭବ ହୋଇଥାଏ ଯେ ଆପଣଙ୍କୁ କେହି ବହୁତ ମନେ ପକାଉଛି ଏହି ଭାବନା ବହୁତ ଅଲଗା ପ୍ରକାର ର ହୋଇଥାଏ ।

୨. କୌଣସି ଲୋକ କୌଣସି କ୍ୟୁଟ ସ୍ଵଭାବ ଅନ୍ୟ କିଏ କରିଥାଏ ସେହା ଦେଖି ଆପଣଙ୍କୁ ନିଜ ଲୋକଙ୍କ ମନେ ପଡିଥାଏ । ଯେମିତିକି ଆପଣଙ୍କ ପ୍ରେମିକା ବା ସ୍ତ୍ରୀ ର ନଖ ଚୋବେଇ ବାର ଅଭ୍ଯାସ ଅଛି ଓ ଅଫିସ ବା ଅନ୍ୟ ଜାଗାରେ କେହି ନଖ ଚୋବେଇବାର ଦେଖା ଯାଏ ତେବେ ଆପଣଙ୍କୁ ସେହି ଜାଗାରେ ନିଜ ସ୍ତ୍ରୀ ବା ପ୍ରେମିକା କଥା ମନେ ପଡିଥାଏ । ତେବେ ବିଜ୍ଞାନ ମଧ୍ୟ ଏହି କଥାକୁ ମାନିଠାଏ ଯେ ଆପଣ କାହାକୁ ମନେ ପକାଇଲେ ତା ମନରେ ମଧ୍ୟ କିଛି ହୋଇଥାଏ ଓ ସେ ମଧ୍ୟ ଆପଣଙ୍କୁ ମନେ ପକାଇଥାଏ । ଯେଉଁ ମଣିଷକୁ ଆପଣ ମନେ ପକେଇଥାନ୍ତି ଦେଖିବେ ତାଙ୍କୁ ମଧ୍ୟ ଆପଣଙ୍କ କଥା ମନେ ପଡିଥାଏ ।

୩. ତେବେ ବହୁତ ଲୋକ ପରାସ ପର ବିଷୟରେ ବହୁତ ଭାବନ୍ତି ବା ନଭାବିଲେ ମଧ୍ୟ ତାଙ୍କ କଥା ଆପେ ଆପେ ମନେ ପଡିଥାଏ ବହୁତ ଲୋକ ଅନ୍ୟ ଲୋକଙ୍କ ବିଷୟରେ ସପନ ଦେଖି ଥାନ୍ତି ତେବେ ଯଦି ଆପଣ କାହାକୁ ମନେ କରୁଛନ୍ତି ତେବେ ଆପାନ ତାଙ୍କ ସପନରେ ନିଶ୍ଚିନ୍ତ ଯାଇଥିବେ ବା ସେ ସପନରେ ଆପଣଙ୍କୁ ଦେଖିଥାଏ । ତେବେ ସପନ ମଧ୍ୟ ଗୋଟେ ଏମିତିକା ମାଧ୍ୟମ ଯାହା ଦ୍ଵାରା ଆପଣଙ୍କୁ ନିଜ ସମ୍ପର୍କୀୟ ଲୋକଙ୍କ ମନେ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।