କଣ ଆପଣ ଜାଣିଛନ୍ତି ଚପଲ ସହ ଜଡିତ ଏହି ସବୁ ଉପାୟ ଓ ଆଶ୍ଚର୍ଯ୍ୟକର କଥା ବିଷୟରେ

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଘରେ ଚପଲ ରଖିବା ସ୍ଥାନ ଅଲଗା ହୋଇଥାଏ । ଘର ଭିତରେ ଚପଲ ରଖିବା ବହୁତ ଅଶୁଭ ହୋଇଥାଏ ସେଥିପାଇଁ ଘରେ ଚପଲ ରକ୍ଷା ଯାଏ ନାହିଁ, ତେବେ ମା ମାନେ ମଧ୍ୟ ଚପଲ ଏପଟ ସେପଟ ରଖିଲେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ, ଆମେ ଆଜି ଆପଣଙ୍କୁ ଚପଲ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ ଅଟେ । ଚପଲ ଏମିତି ଗୋଟେ ଜିନିଷ ଯାହା ଭଲ ଜାଗାରେ ରଖିଲେ ଆପଣଙ୍କୁ ନକାରାତମ୍କ ଊର୍ଜା ଦେଇ ପାରେ ସେଥିପାଇଁ କେବେ ବି ଚପଲ ଭୁଲ ଜାଗାରେ ରଖନ୍ତୁ ନାହିଁ ।

Image Courtesy: Google

୧. କେବେ ବି ଚପଲ ଓଲଟା ହେଲେ ମା ମାନେ ରାଗିଥାନ୍ତି ଓ ଚପଲ ସିଧା କରିବା ପାଇଁ କହିଥାନ୍ତି, ଚପଲ ଓଲଟା ହବା ଦ୍ଵାରା ଆପଣଙ୍କ ଘରେ କଳି ଝଗଡା ହୋଇଥାଏ ସେଥିପାଇଁ ମା ମାନେ ଓଲଟା ଚପଲ ଦେଖିଲେ ରାଗି ଥାନ୍ତି ।

୨. କେବେ ବି ଚପଲ ଛିଣ୍ଡିଲେ ଆପଣ ଏହାକୁ ଘରେ ରଖନ୍ତୁ ନାହିଁ, ଆମେ ଚପଲ ଛିଣ୍ଡିଲେ ପରେ ସଜାଡି ଦବୁ ବୋଲି କହି ସାଇଡ କରିଥାଉ କିନ୍ତୁ ଏହା କରିବା ଉଚିତ ନୁହ ଏମିତି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ ।

Image Courtesy: Google

୩. ଯେଉଁ ଲୋକ କବାଟ ସାମ୍ନାରେ ଜୋତା ଚପଲ ରଖିଥାଏ, ସେହି ଘରେ ନକାରାତ୍ମକ ଊର୍ଜା ପ୍ରାପ୍ତ କରିଥାଏ ତେବେ ଭୁଲରେ ବି ଆପଣ କବାଟ ସାମ୍ନାରେ ଜୋତା ରଖା ହୋଇଥାଏ ।

୪. ଜୋତା କେବେ ବି କାହାକୁ ଉପହାର ଦବା ଉଚିତ ନୁହ, ତେବେ ଉପହାରରେ ପାଇଥିବା ଜୋତା ପିନ୍ଧିବା ଉଚିତ ନୁହ ଏହା ପିନ୍ଧିଲେ ଆପଣଙ୍କ ଆର୍ଥିକ ସମସ୍ଯା ହୋଇଥାଏ ସେଥିପାଇଁ ଭୁଲରେ ବି ଏମିତିକା କାମ କରିବା ଉଚିତ ନୁହ ।

Image Courtesy: Google

୫. ଜୋତା ଚପଲ କେବେ ଭୁଲରେ ବି ସିଢି ଘରେ ରଖିବା ଉଚିତ ନୁହ, ଜୋତା ଚପଲ ସିଢି ଘରେ ରଖିଲେ ବା କୌଣସି ଅସନା କଲେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ଆସିଥାଏ । ସେଥିପାଇଁ କେବେ ହେଲେ ସିଢି ଘରେ ଜିନିଷ ରଖନ୍ତୁ ନାହିଁ ଓ ଠାକୁର ଘର କରିବା ଉଚିତ ନୁହ ଭୁଲରେ ସିଢି ଘରେ ଠାକୁର ଘର କରନ୍ତୁ ନାହିଁ ।

୬. ବାସ୍ତୁ ଶାସ୍ତ୍ର ଅନୁଯାଇ ଫଟା ଚପଲ ବା ଜୋତା ପିନ୍ଧିବା ଦ୍ଵାରା ସଫଳତା ଅସଫଳତା ରେ ପରିଣତ ହୋଇଥାଏ, ତେବେ ଭୁଲରେ ବି ଛିଣ୍ଡା ଜୋତା ଚପଲ ପିନ୍ଧିବା ଉଚିତ ନୁହ, ଆପଣଙ୍କ ସବୁ ଭଲ କାମ ଅଟକିଯାଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *