କୌଣସି ବ୍ୟକ୍ତି ଚଏସ ତାଙ୍କ ବିଚାର ଓ ସ୍ଵଭାବ ଆଇନା ହୋଇଥାଏ, ତାଙ୍କୁ କଣ ପସନ୍ଦ ଓ କଣ ନୁହ ତାହା ତାଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ, ତେବେ ମଣିଷ ପସନ୍ଦ ଓ ନାପସନ୍ଦ ଦ୍ଵାରା ତାଙ୍କ ବିଚାର ଓ ସ୍ଵଭାବ ଜଣା ପଡିଥାଏ, ଆଜି ଆମେ ଆପଣଙ୍କୁ ୩ଟି ଅଲଗା ଅଲଗା ପ୍ରକାର ମୁଦି ଦେଖେଇବାକୁ ଯାଉଛୁ ଯାହା ଭିତରୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଯାହା ପାଇଁ ଆପଣଙ୍କୁ ୫ ସେକେଣ୍ଡ ସମୟ ମଧ୍ୟ ଦିଆ ଜୀବ ତେବେ ଏହା ପରେ ଆମେ ଆପଣଙ୍କୁ ପ୍ରତେକ ମୁଦି ର ଅର୍ଥ କହିବୁ, ତେବେ ଆସନ୍ତୁ ଆରମ୍ଭ କରିବା ।

୧. ପ୍ରଥମ ମୁଦି :
ଏହି ମୁଦି ପସନ୍ଦ କରିଥିବା ଲୋକ ବହୁତ ଭଲ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ନିଜେ ଖୁସି ରହିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ରେ ରଖିଥାନ୍ତି ଏହି ଭଳି ଲୋକ କେବେ ବି ଅନ୍ୟ ଲୋକଙ୍କୁ ବୋର କରନ୍ତି ନାହିଁ ଏହି ଭଳି ଲୋକ ଯାହାକୁ ପସନ୍ଦ କରନ୍ତି ତା ପାଖେ ପାଖେ ରୁହନ୍ତି, ଓ ତାଙ୍କ ସବୁ କାମରେ ସାହାଜ୍ଯ କରନ୍ତି । ଏହି ଭଳି ଲୋକଙ୍କୁ ଅନ୍ୟ ଲୋକଙ୍କ କଥା ଅଧିକ ପ୍ରଭାବିତ କରିନଥାଏ, ଏହି ଭଳି ଲୋକଙ୍କ ନେଚର ବହୁତ ଭାଉକ ହୋଇଥାଏ, ଏହା ଛଡା ଏହି ଭଳି ଲୋକଙ୍କ ପାର୍ଟନର ତାଙ୍କୁ ବହୁତ ଭଲ ପାନ୍ତି ଓ ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ ।

୨. ଦ୍ଵିତୀୟ ମୁଦି :
ଯଦି ଆପଣ ମାନେ ଦୁତୀୟ ମୁଦି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ସ୍ଵଭାବ ବହୁତ ଲଭିଙ୍ଗ ଓ ଫ୍ରେଣ୍ଡଲି ଅଟେ, ଥରେ ଆପଣ କାହାକୁ ପସନ୍ଦ କଲା ପରେ ସେହି ସମ୍ପର୍କରେ ଇମାନ୍ଦାରୀ ସହ ବାନ୍ଧି ହୋଇଥାନ୍ତି ଓ ଜୀବନ ସାରା ଏକାଠି ରହିବାର ବଚନ ମଧ୍ୟ କରନ୍ତି । ଆପଣ ସମ୍ପର୍କ ଓ ଭାବନାରେ ବହୁତ ବିଶ୍ଵାସ କରନ୍ତି, ଏହି ଭଳି ଲୋକଙ୍କୁ କେବେ ଅବିଶ୍ଵାସ କରନ୍ତୁ ନାହିଁ କାହିଁକିନା ତାଙ୍କୁ ବହୁତ କଷ୍ଟ ହୋଇଥାଏ ଏହା ଜାଣି, ଏହି ଭଳି ଲୋକ ନିଜେ ସୁଖରେ ରହିବା ସହ ଅନ୍ୟ ଲୋକକୁ ମଧ୍ୟ ଖୁସି ଡବାରେ ଲାଗି ରୁହନ୍ତି ।

୩. ତୃତୀୟ ମୁଦି :
ଯଦି ଆପଣ ମାନେ ତୃତୀୟ ମୁଦି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ସ୍ଵଭାବ ବହୁତ ଖୋଲା ବିଚାରର ଅଟେ ଆପଣ ଅନ୍ୟ ଲୋକଙ୍କୁ ଖୁସି କରିବା ସହ ନିଜେ ବି ବହୁତ ଖୁସି ରେ ରୁହନ୍ତି । ଆପଣ ମାନେ କାହା କଥା ଧରନ୍ତି ନାହିଁ କିନ୍ତୁ ଭଲ ପାଇବାରେ ଆପଣଙ୍କୁ ଛୋଟ କଥା ମଧ୍ୟ ଖରାପ ଲାଗିଥାଏ ।