14 ମାସର ଛୁଆ ସହ ଘରୁ ମିଳିଛି ବାପା ମା ଙ୍କ ମରୁତ ଦେହ । ମନୁଷ୍ୟ ଚିନ୍ତା ସଂଗଠନ ଚିନ୍ତାମଣିସ୍ଵର ଅଞ୍ଚଳରେ ଘଟିଛି ଏହି ଭଳି ଘଟଣା ପରିବାର ଲୋକମାନେ ମହାରାଷ୍ଟ୍ର ରେ ଲୋକ ଅଟନ୍ତି ସମ୍ପତ୍ତି କଥା କୁ ନେଇକି ଏହି ଭଳି ଘଟଣା ହୋଇଛି । ପାଖା ପାଖି ଲୋକଙ୍କୁ ପଚାରିଲେ । ଜଣେ ବ୍ୟକ୍ତି କହି ଥିଲେ କି ସେ ତାଙ୍କ ସ୍ଵାମୀ ସ୍ତ୍ରୀ ଙ୍କ ଝଗଡା କୁ ନେଇ ଚିନ୍ତାରେ ଥିଲେ ।

ତାଙ୍କଉ ତାଙ୍କ ସ୍ଵାମୀ ଏହି ସବୁ ଘଟଣା କହିବା ପରେ ସେ ଆଉ ଏକ ରୁମ କୁ ନେଇକି ତାଙ୍କୁ ପଚରା ଉଛାର କରିକି ବୁଝାଇକି ଛାଡି ଥିଲେ ମାତ୍ର କିଛି ଦିନ ପରେ 5 ଦିନ ପରେ ଏହି ଘଟଣା ଘଟିଛି । ତାଙ୍କ ସ୍ତ୍ରୀ ମଝିରେ ଦେଖା ଯାଇ ଥିଲେ ତାଙ୍କଉ ମଧ୍ୟ ବ୍ୟକ୍ତି ପଚାରି ଥିଲେ କି ଘରେ ସବୁ ଠିକ ଅଛି ସେ କହିଥିଲେ କି ହଁ ଆଉ କିଛି ଦିନ ସମୟ ଲାଗିବ ।
ମୋ ସ୍ଵାମୀ ଏବେ ମଦ ପିଲେ ଭି କିଛି କରୁ ନାହାଁନ୍ତି । ଏହା ପରେ ଆଉ ଏକ ମହିଳା କହିଛନ୍ତି କି ସେ 5.30 ରେ ଆସିକି ଚା ପିକି ଚଳାଇ ଯାଇ ଥିଲେ । ମାତ୍ର କିଛି ସମୟ ପରେ ତାଙ୍କୁ ପଚରା ଯାଇ ଥିଲା କି ଆଉ କିଛି କୁହାଯାଇ ଥିଲା କି ତାଙ୍କୁ କାହା ଦ୍ଵାରା ।

ସେ କହିଥିଲେ କି ନାଇ ଜମି ବାଡି କୁ ନେଇକି କିଛି ଝଗଡା ଆରମ୍ଭ ହୋଇ ଥିଲା । ମାତ୍ର ଅଳ୍ପ ସମୟ ପାଇଁ । ସେମାନେ ଦିଲ୍ଲୀରେ ରହୁ ଥିଲେ ଏହା ଆଗରୁ ତାଙ୍କ ନିଜ ଘର ମହାରାଷ୍ଟ୍ର ରେ ଅଟେ । ସେ ଏବେ କିଛି ଦିନ ହେଲା ଭୁବନେଶ୍ବର କୁ ଆସିଥିଲେ ।
ଉଭୟଙ୍କ ପ୍ରେମ ବିବାହ ମଧ୍ୟ ହୋଇଥିଲା । ଆତ୍ମହତ୍ୟା କରିଥିବା ଆଲୋକଙ୍କ ନାମ ହେଉଛି ତୁଷାର ରାଜନାଥ ଗଜପଥ ଓ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ନୀଳା ତୁଷାର ଗଜପତ । ଓ ତାଙ୍କ ଝିଅ ନା ହେଉଛି ଶିବନ୍ୟା ।

ପୁରା ପରିବାର ମୃତ୍ୟୁ ର କାରଣ ହେଉଛି ସମ୍ପତ୍ତି ପାଇଁ ମରି ଯାଇଛନ୍ତି । ପୋଲିସ କହିବା ଅନୁସାରେ ତୁଷାର ଙ୍କ ବାପା ଦ୍ଵିତୀୟ ବିବାହ କରିଥିଲେ ଏହା ପରେ ନିଜ ପୁଅ ଙ୍କୁ ପଚାରି ନଥିଲେ ଏହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇ ଥିଲା ।
ଛୋଟ ପିଲା କୁ ତଣ୍ଟି ଚିପି ମାରିବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ମରି ଯାଇଥିଲା । ଏହି ଝଗଡା ତାଙ୍କ ମଧ୍ୟରେ 1 ମାସ ଆଗରୁ ଚାଲିଛି ମାତ୍ର ଏବେ କାହିଁ କି ସେ ମରିଲେ ତାଙ୍କୁ କଣ ପାଇଁ ମରିବା ପାଇଁ କହି ଥିଲା କି ଏହାର ତଦାନ୍ତ କରୁଛନ୍ତି ପୋଲିସ । ପରିବାର ଲୋକଙ୍କ ସହ କଥା ହେବ ଏବେ ପୋଲିସ ।
