Interesting GK Questions – କେଉଁ ଫଳ ପାଚିଗଲେ ତାର ନାମ ବଦଳି ଯାଏ ? ଏହା ସହ ଆହୁରି 14 GK Quiz

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ଇଣ୍ଟରଭିୟୁ ରେ କ୍ୟାଣ୍ଡେଟ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହାର ଉତ୍ତର ସେମାନେ ଜାଣି ନ ଥାନ୍ତି ।

ଏମିତି କିଛି ଅଜବ ପ୍ରଶ୍ନ ଶୁଣିବା ପରେ କ୍ୟାଣ୍ଡେଟ ମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ଭାରତୀୟ ସମ୍ବିଧାନ କୁ କେତେ ଗୋଟି ଭାଗରେ ବିଭକ୍ତ କରା ଯାଇଛି ?

ଉତ୍ତର- ୨୫ଟି

୨- ଯଦି ଏକ ପ୍ରତିରୋଧକ ତାର କୁ ଲମ୍ବା କରାଯାଏ ତେବେ ତାହାର ପ୍ରତିରୋଧ କଣ ହୋଇଥାଏ ?

ଉତ୍ତର- ବଢିଥାଏ

୩- ଫ୍ରାନ୍ସ ର ରାଜଧାନୀ ପ୍ୟାରିସ କେଉଁ ନଦୀ କୂଳରେ ଅବସ୍ଥିତ ଅଟେ ?

ଉତ୍ତର- ସିନ

୪- କେଉଁ ମସିହାରେ ଦିତୀୟ ବିଶ୍ଵ ଯୁଦ୍ଧ ଆରମ୍ଭ ହୋଇଥିଲା ?

ଉତ୍ତର- ୧୯୩୯

୫- ହିରୋସିମା ଉପରେ ପ୍ରଥମ ପରମାଣୁ ବୋମା କେବେ ପଡିଥିଲା ?

ଉତ୍ତର- ୬ ଅଗଷ୍ଟ ୧୯୪୫

୬- ଶଙ୍କରାଚାର୍ଜ୍ୟ କେଉଁ ସିଦ୍ଧାନ୍ତ ପ୍ରତିପାଦିତ କରିଥିଲେ ?

ଉତ୍ତର- ଅଦ୍ଵେତ ବେଦାନ୍ତ

୭- ପ୍ରସିଦ୍ଧ ଟେନିସ ଖେଳାଳି ରୋଜର ଫେଡାରର ଙ୍କ ସମ୍ଭଧ କେଉଁ ଦେଶ ସହିତ ରହିଅଛି ?

ଉତ୍ତର- ସ୍ଵିଜରଲ୍ୟାଣ୍ଡ

୮- ରାଉରକେଲା ର ଷ୍ଟିଲ ପ୍ଳାଣ୍ଟ କେଉଁ ଦେଶର ସହାୟତାରେ ସ୍ଥାପିତ ହୋଇଥିଲା ?

ଉତ୍ତର- ଜର୍ମାନ

୯- ଝାଡଖଣ୍ଡର ବୋକାରୋ ଷ୍ଟିଲ ପ୍ଳାଣ୍ଟ କେଉଁ ଦେଶ ସହାୟତାରେ ସ୍ଥାପିତ ହୋଇଥିଲା ?

ଉତ୍ତର- ରୁଷ

୧୦- ଇନ୍ଦ୍ରାବତୀ ଜଳ ବିଦୂତ ପରିଯୋଜନା କେଉଁ ରାଜ୍ୟର ପ୍ରମୁଖ ବହୁ ଉଦେଶୀ ପରିଯୋଜନା ଅଟେ ?

ଉତ୍ତର- ଓଡିଶା

୧୧- ଭକ୍ତ ତୁଳାରାମ କେଉଁ ମୁଗଲ ସମ୍ରାଟ ଙ୍କ ସମକାଳୀନ ଥିଲେ ?

ଉତ୍ତର- ଯାହାଙ୍ଗିର

୧୨- କେଉଁ ଭକ୍ତି ସନ୍ଥ ସର୍ବ ପ୍ରଥମେ ହିନ୍ଦୀ ଭାଷାରେ ନିଜର ସନ୍ଦେଶ ପ୍ରଚାର କରିଥିଲେ ?

ଉତ୍ତର- ରାମାନନ୍ଦ

୧୩- ରବୀନ୍ଦ୍ର ନାଥ ଠାକୁର କେଉଁ ଶାସ୍ତ୍ରୀୟ ନୃତ୍ଯୁକୁ ପୁନ ଜୀବିତ କରି ତାକୁ କେରଳ ଓ ପଶ୍ଚିମବଙ୍ଗ ରେ ଲୋକପ୍ରିୟ କରିଥିଲେ ?

ଉତ୍ତର- କଥକଲି

୧୪- କେଉଁ ନମ୍ବର ଡାଏଲ କରି କୃଷକ କଲ ସେଣ୍ଟର ସହ ଯୋଗାଯୋଗ କରି ପାରିବା ?

ଉତ୍ତର- ୧୮୦୦-୧୮୦-୧୫୫୧

୧୫- କେଉଁ ଫଳ ପାଚିଗଲେ ତାର ନାମ ବଦଳି ଯାଇଥାଏ ?

ଉତ୍ତର- ପଇଡ ଓ ନଡିଆ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *