ଆଜିକାଲି ଦୁନିଆରେ ସିସିଟିଭି କ୍ୟାମେରା ଜରିଆରେ ସବୁ ଘଟଣା ବିଷୟରେ ଜାଣି ହେଉଛି । ଦୁନିଆରେ ଏମିତି କିଛି ଘଟାଣା ପ୍ରତି ଦିନ ଘଟୁଛି ଯାହାକୁ ଆମେ ଘରେ ବସି କ୍ୟାମେରା ମାଧ୍ୟମରେ ଦେଖୁ ପାରୁଛୁ । ବ୍ୟକ୍ତି ସବୁ ଜାଗାରେ ରହିବ ତାହାର କୌଣସି ଗ୍ୟାରେଣ୍ଟି ନାହି । ଏଥିପାଇଁ ସିସିଟିଭି ମ୍ୟାମେରା ଓ ମୋବାଇଲ ଜରିଆରେ ଏମିତି କିଛି ଦୃଶ୍ୟ କ୍ୟାପଚାର କରାଯାଏ ଯାହାର କଳ୍ପନା କେହି କରି ନ ଥିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟ ବସ୍ତୁ ନେଇ ଆସିଛୁ । ଆମ ଦେଶରେ ନାଳ ବା ଗାଡିଆରେ ଗୋଡ ଫସିଯିବା ଏକ ସାଧାରଣ କଥା ଅଟେ ।
କିନ୍ତୁ ବିଦେଶରେ ଏମିତି ଘଟଣା ଘଟିବା ଦେଖି ସେଠିକାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଥାନ୍ତି । ଏହି ଭିଡିଓ ରେ ଜଣେ ୧୬ ବର୍ଷ ଯୁବତୀ ରାସ୍ତା ରେ ଯାଉଥିବା ବେଳେ ଜାଲ ଭିତରେ ତାର ଗୋଡ ଫଶୀ ଯାଇଛି । ଯୁବତୀ ଙ୍କର ଗୋଡ ବାହାର କରିବା ପାଇଁ ସେ ଅନେକ ଉଦ୍ୟମ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଶେଷରେ ଅଗ୍ନିସମ ବିଭାଗ କୁ ଏହି ଘଟାଣ ପାଇଁ ଡକା ଯାଇଥିଲା । ଅଗ୍ନିସମ ବିଭାଗ ଯୁବତୀଙ୍କର ଗୋଡକୁ ଓଦା କପଡାରେ ଢାଙ୍କି ଦେଇ ଜାଲିକୁ କାଟି ଗୋଡକୁ ବାହାର କରିବାରେ ସଫଳ ହୋଇଛନ୍ତି ।
ତେବେ ପ୍ରକୃତରେ ଦେଖିବାକୁ ଗଲେ ଯୁବତୀ ଜଣକ ବହୁତ ସାହସର ସହ ଅନେକ ସମୟ ଧରି ନିଜ ଗୋଡକୁ ଜାଲି ଭିତରେ ରଖିଥିଲେ । ଅନ୍ୟ ଏକ ଭିଡିଓ ରେ ଜଣେ ବ୍ୟକ୍ତି ପାର୍କ ଯାଇଥିଲେ ବୁଲିବାକୁ । କିନ୍ତୁ ପାର୍କ ରେ ସେ ଦେଖିବାକୁ ପାଇଲେ ଯେ ସେଠାରେ ଗୋଟିଏ ବଡ ଦୋଳି ଆପେ ଆପେ ଝୁଲିବାରେ ଲାଗିଛି । କିନ୍ତୁ ସେଠାରେ କୌଣସି ବ୍ୟକ୍ତି ନ ଥିଲେ । ସେହି ବ୍ୟକ୍ତି ଜଣକ ଭାବିଲେ ଯେ ହୁଏ ତ ପବନରେ ଦୋଳି ଟି ଆପେ ଆପେ ଝୁଲୁଚି । କିନ୍ତୁ ସତ କଥା ହେଉଛି ସେହି ଗୋଟିଏ ବଡ ଦୋଳି ଝୁଲୁଥିଲା କିନ୍ତୁ ଅନ୍ୟ ଦୋଳି ଗୁଡିକ ଝୁଲୁ ନ ଥିଲା । ଗୋଟିଏ ଜାଗାରେ ଅନ୍ୟ ଦୋଳି ଗୁଡିକ ସେମିତି ରହିଥିଲା ।
ଯାହାକୁ ଦେଖିବା ପରେ ସେହି ବ୍ୟକ୍ତି ଜଣକ ଭୟଭୀତ ହୋଇ ପଡିଥିଲେ । ସେହି ପାର୍କରେ ନା ପବନ ହେଉଥିଲା ନାଁ କୌଣସି ବ୍ୟକ୍ତି ଥିଲା । ତେବେ ସେହି ବ୍ୟକ୍ତିଙ୍କ ପିଲା ମାନେ ମଧ୍ୟ ଏହି ଘଟଣା ଦେଖି ବହୁତ ଡରିଗଲେ । ଏହା ପରେ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଦୃଶ୍ୟ କୁ ସେହି ବ୍ୟକ୍ତି ଜଣକ ସେୟାର କରିଥିଲେ । ଆଜି ଯାଏଁ ୧ କୋଟିରୁ ଅଧିକ ଲୋକ ମାନେ ଏହି ଭିଡିଓ ଦେଖି ସାରିଛନ୍ତି । ତେବେ ଏହା ପଛରେ ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇ ନାହି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।