ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଭଗବାନ ଆମକୁ ଭଉତ କିଛି ଭଲ ଗୁଣ ଦେଇଛନ୍ତି ଯେମିତିକି ଶାନ୍ତି, ଇମାନ୍ଦାରୀ, ସୁଖ, ଦୟା ଏମିତି ବହୁତ କିଛି ଓ ଏହା ସହ ସାହସ ବା ବିରତା ଯାହାକୁ କୁହା ଯାଏ ତାହା ମଧ୍ୟ ଭଗବାନ ମଣିଷକୁ ଦେଇଛନ୍ତି ।
ଆପଣ ମାନେ ହିରୋଗିରି ଚଳଚିତ୍ର ଦୁନିଆରେ ବହୁତ ଦେଖିବାକୁ ପାଇଥିବେ କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏ ଅସଲ ଜୀବନରେ କୌଣସି ହିରୋ ଠାରୁ କମ ନୁହନ୍ତି କାହିଁକିନା ତାଙ୍କ ଦ୍ଵାରା କାହାକୁ ଜୀବନରେ ସାହାଜ୍ଯ ମିଳିଛି ତେବେ ଆସନ୍ତୁ ଏମିତି କିଛି ଘଟନା ବିଷୟରେ ଜାଣିବା ଯାହା ସାମାନ୍ଯ ଲୋକଙ୍କୁ ହିରୋ ବନାଇଛି ।

୧. ଥରେ କେରଳରେ ଗୋଟେ ଗଢାରେ ଗୋଟେ ଛୋଟ ଛୁଆ ହାତୀ ପଡି ଗଲା ଯାହା ପରେ ଆଖ ପାଖ ଲୋକ ଦେଖିବାକୁ ପହଞ୍ଚିଲେ ଓ ଫରେଷ୍ଟ ଡିପାର୍ଟମେଣ୍ଟ ଲୋକ ମଧ୍ୟ ପହଞ୍ଚିଲେ ଏହା ପରେ କ୍ରେନ ଦ୍ଵାରା ହାତୀ ଆଖ ପାଖ ମାଟି ଖସା ଗଲା ଯାହା ଦ୍ଵାରା ମାଟି ଉପରେ ଚଢି ହାତୀ ଛୁଆ ଉପରୁକୁ ଆସିବ ତେବେ କ୍ରେନକୁ ଛୁଆ ଖେଳନା ଭାବି ଖେଳିବାକୁ ଲାଗିଲା କିନ୍ତୁ କ୍ରେନ ମାଷ୍ଟର ଛୁଆ ଠାରୁ ବଞ୍ଚାଇ ନିଜ କାମ କରି ଚାଲିଲେ ଓ ଅନ୍ତିମରେ ଛୁଆ ମାଟି ଉପରେ ଚଢି ସେହି ଗାତରୁ ବାହାରି ଆସିଲା ଛୁଆ ବାହାରି ସିଧା ନିଜ ମା ହାତୀ ପାଖକୁ ଗଲା ଓ ହାତୀ ମଣିଷକୁ ଧନ୍ୟବାଦ କରିବା ପାଇଁ ନିଜ ଶୁଣ୍ଡ ଉଠେଇ ୩ ଥର ଆବାଜ କଲା ଓ ଲୋକଙ୍କ ସିଟି ଓ ତାଳି ଶୁଣିବା ପରେ ନିଜ ଛୁଆ ସହ ଜଙ୍ଗଲ ପଳେଇଲା ।

୨. ପେଶିଫିକ ସମୁଦ୍ରରେ ଦୁଇ ଡାଇଭର ମାନଙ୍କ ପାଖକୁ ଗୋଟେ ଶାର୍କ ଆସିଲା ତେବେ ଶାର୍କ ଦେଖି କେହି ବି ଡଋ ଯିବ କିନ୍ତୁ ଡାଇଭର ମାନଙ୍କୁ ଶାର୍କ ବିହେବୀଅର କିଛି ଅଲଗା ଲାଗିଲା ଯାହା ପରେ ସେ ଶାର୍କ ଶରୀରକୁ ପାଖରୁ ଦେଖିବା ଆରମ୍ଭ କଲେ ଯାହା ପରେ ସେ ଏହା ଦେଖିବାକୁ ପାଇଲେ ଯେ ଶାର୍କ ପେଟରେ ଗୋଟେ ବହୁତ ପୁରୁଣା ଜଙ୍ଗ ଲାଗିଥିବା ହୁକ ଅଟକି ରହିଛି, ଏହାକୁ ଦେଖି ଡାଇଭର ତାକୁ ବାହାର କରିବା ପାଇଁ ଚେତା କଲେ ଓ ହୁକ ବାହାରି ଗଲା ହୁକ ବହୁତ ବଡ ଥିଲା ଓ ହୁକ ବାହାରିବା ପରେ ଶାର୍କ ପଳେଇଲା କିନ୍ତୁ ଫୁଣୀ ଫେରି ଆସି ଡାଇଭରକୁ ଯେମିତି ଧନ୍ୟବାଦ କହୁଛି ସେମିତି ଲାଗିଲା ।

୩. ଏମିତି ଗୋଟେ ସମୁଦ୍ର ଘଟଣା ଆଉ ହେଇଥିଲା ଗୋଟେ ୱ୍ହେଲ ମାଛ ଗୋଟେ ନେଟରେ ଫଶୀ ଗଲା ଯାହା ପରେ ସେ ବାହାରି ପାରୁ ନଥିଲା ସେହି ବୋଟ ଡାଇଭର ପାଣିରେ ପଶି ନେଟ କାଟିବାରେ ଲାଗିଲା ତାକୁ ମଧ୍ୟ ଡର ଲାଗୁଥିଲା ଯେ ୱ୍ହେଲ ଡରିଲେ ତାକୁ ମାରି ପାରେ କିନ୍ତୁ ୱ୍ହେଲ ମଧ୍ୟ ବୁଝି ପ୍ପାରିଲା ଯେ ଏହି ଲୋକ ତା ସାହାଯ୍ୟ ପାଇଁ ଆସିଛି ଓ ୱ୍ହେଲ ତାକୁ କିଛି ହାନି କଲା ନାହିଁ ଓ ବୋଟ ଅନ୍ୟ ଲୋକ ସମୁଦ୍ର ବିଭାଗରେ ଏହି ସୂଚନା ଦେଇଥିଲେ କିନ୍ତୁ ଅଧ ଘଣ୍ଟା ବହୁତ ପରିଶ୍ରମ କରିବା ପରେ ୱ୍ହେଲ ଆଜାଡ ହୋଇ ଗଲା ଓ ବୋଟ ପାଖରେ ପାଣିରେ ଡେଇଁ ଡେଇଁ ଧନ୍ୟବାଦ ଜ୍ଞାପନ କଲା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।