ମଜେଦାର ଚୁଟ୍କୁଲେ- ବିବାହ ପ୍ରଥମ ରାତିରେ, ସ୍ବାମୀ- ନିଜ ସ୍ତ୍ରୀର ଜିନିଷରେ ଆଙ୍ଗୁଠି ପୁରଉଥିଲା….

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

୧. ଝିଅ ସନ୍ତାକୁ – ବାପା କାଲୀ ଆପଣଙ୍କ ଘରୁ ଗୋଟେ ସଦସ୍ୟ କମିଯିବ ।

Image Courtesy: Google

ଓ ଆର ଦିନ ଝିଅ ଘର ଛାଡି ପଳେଇଲା ।

ସନ୍ତା : ଝିଅ କାମ ସିନା ଭୁଲ କଲା… କିନ୍ତୁ ସେ ଜ୍ୟୋତିଷ ଥିଲା ।

୨. ଜ୍ଵାଇଁ ଓ ଶାଶୁ କଥା ହଉଥିଲେ ।

ଜ୍ଵାଇଁ କହିଲା : ଆପଣଙ୍କ ଝିଅର ବହୁତ ଗୁଣ ଖରାପ ।

ଶାଶୁ – ହଁ ସେଥିପାଇଁ ତାକୁ ଭଲ ପୁଅ ମିଳିଲା ନାହିଁ ।

Image Courtesy: Google

୩. ୨୩ ବର୍ଷ ଆଗରୁ ପୂଜା ଭଟର ଫିଲ୍ମ ଆସିଥିଲା ସଡକ ଓ ଏବେ ତା ଭଉଣୀ ଆଲିଆ ଭଟ ଫିଲ୍ମ କରିଛି ହାଇୱେ କିଏ କହୁଛି ଦେଶ ବିକାଶ କରି ନାହିଁ ?

୪. ସ୍ଵାମୀ ମଦ ପି ରାତିରେ ଡେରିରେ ଘରକୁ ଆସିଲା ।

ସ୍ତ୍ରୀ ଝାଡୁ ନେଇ ସାମ୍ନାରେ ଠିଆ ଥିଲା ।

ସ୍ଵାମୀ – କେତେ କାମ କରିବ ତମେ ? ରାତି ୨ଟା ହଉଛି ସୋଇବନି କି ତମେ ???

୫. ମୁଁ ଆମିର ଖାନ ସରଙ୍କୁ ଗୋଟେ ଅନୁରୋଧ କରିବା ପାଇଁ ଚାହେଁ –

ସେ ସତ୍ୟ ମେବ ଜୟତେର ଗୋଟେ ଏପିସୋଡ,

ସେହି ଲୋକଙ୍କ ଉପରେ ନିଶ୍ଚିନ୍ତ କରନ୍ତୁ ଯିଏ ମଦ ପିଅନ୍ତି ନାହିଁ କିନ୍ତୁ ଚାଖେଣା ସବୁ ସାରି ଦିଅନ୍ତି ।

Image Courtesy: Google

୬. ଗୋଟେ ସ୍ଵାମୀ ବାବାଙ୍କୁ ଲୁଜ ମୋଶନ ହୋଇଗଲା ।

ବାବା ଡକ୍ଟର ପାଖକୁ ଗଲେ ଓ ଡକ୍ଟର ଔଷଧ ଲେଖି ଦେଲେ ।

ସ୍ଵାମୀ ପଚାରିଲେ – ଡକ୍ଟର ସର କିଛି ଧ୍ୟାନ ରଖିବାକୁ ହବ ?

ଡକ୍ଟର କହିଲେ – ହଁ କେବଳ ଦୁଇ ଦିନ ପର୍ଯ୍ୟନ୍ତ ଶଙ୍ଖ ଫୁଙ୍କିବ ନାହିଁ ।

୭. ପତ୍ରକାର :ଆପଣଙ୍କୁ କେମିତିକା ରୋଲ ପସନ୍ଦ ଆସେ ?

ଆଲିଆ – ମତେ ଏଗ ରୋଲ ବହୁତ ପସନ୍ଦ କିନ୍ତୁ ବେଳେ ବେଳେ ଭେଜ ରୋଲ ଭି ଖାଇ ଦିଏ ।

ପତ୍ରକାର ବେହୋସ ।

୮. ସ୍ଵାମୀ ବିବାହ ପ୍ରଥମ ରାତିରେ ନିଜ ସ୍ତ୍ରୀର ଜିନିଷରେ ଆଙ୍ଗୁଠି ପୁରଉଥିଲା

ସ୍ତ୍ରୀ (ଲାଜେଇ ଯାଇ)- ଆଉ ଗୋଟେ ଆଙ୍ଗୁଠି ବି ପୁରାଅ ନା !

ସ୍ଵାମୀ – କାହିଁ ତତେ କଣ ସିଟି ମାରିବାର ଅଛି କି ?

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *