ଏହି ଗରିବ ଝିଅଟିକୁ କଲେ ଏମିତି ସାହାଯ୍ୟ କି, ଏବେ ସାରା ଭାରତରେ ହେଉଛନ୍ତି ସବ୍ୟସାଚୀଙ୍କ ଚର୍ଚ୍ଚା

ସବ୍ୟସାଚୀ ମିଶ୍ର ଦେବଦୂତଙ୍କ ଭଳି ସମସ୍ତଙ୍କୁ ସାହାର୍ଯ୍ୟ କରୁଛନ୍ତି । କୁନିକୁ ସାହାର୍ଯ୍ୟ କରିବାର ହାତ ବଢାଇଥିଲେ, କହିଲେକି ଆମେ ତୁମ ସହିତ ଅଛୁ । କରୋନାରେ ଲକଡାଉନ ଓ ଶଟ ଡାଉନ ଚାଲିଥିବା ସମୟରେ ଓଡିଆ ପ୍ରବାସୀ ମାନଙ୍କର ଭଗବାନ ସାଜିଛନ୍ତି ସବ୍ୟସାଚୀ ।

ସେ ଗୋଟିଏ ପରେ ଗୋଟିଏ ଭଲ କାମ କରିଚାଲିଛନ୍ତି । କେବଳ ଓଡିଶା ନୁହେଁ ବାହାର ପ୍ରବାସୀଙ୍କୁ ମଧ୍ୟ ତାଙ୍କ ଘରକୁ ଫେରିବାରେ ସାହାର୍ଯ୍ୟ କରୁଛନ୍ତି । ବର୍ତମାନଙ୍କ ପାଇଁ ରିଏଲ ସୁପର ଷ୍ଟାର ସାଜିଛନ୍ତି ସବ୍ୟସାଚୀ ମିଶ୍ର ଏହି କଥା ଗୁଡିକ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପୋଷ୍ଟ ଗୁଡିକ କହୁଛି ।

Image Courtesy: Google

କିଛି ଦିନ ହେବା ସୋସିଆଲ ମିଡିଆରେ ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ଝିଅ କାନ୍ଦି କାନ୍ଦି କହୁଛନ୍ତି ମୋ ପାଖରେ ଟଙ୍କା ନହିଁ ମୋହାତରେ ଟ୍ୟୁମର ହୋଇଛି ସେଥିପାଇଁ ଦେଢ ଲକ୍ଷ ଟଙ୍କା ଦରକାର । ମୋତେ ସାହାର୍ଯ୍ୟ କରନ୍ତୁ । ଏହି ଝିଅ ଜଣକ ହେଉଛନ୍ତି କୁନି ପଣ୍ଡା, ଏମିତି କାନ୍ଦି କାନ୍ଦି ଗୁହାରି କରିଥିଲେ । ତାଙ୍କର ବୟସ ହେଉଛି ୨୭ ବର୍ଷ । ପିଢ଼ି ଜିଲର ସଦର ବ୍ଲକର ବାଲିପଡା ଗ୍ରାମରେ ତାଙ୍କ ଘର । କେବେଳ ସେ ସାହାର୍ଯ୍ୟ କରି ନାହାନ୍ତି ତାକୁ ଏମ୍ସ ହସ୍ପିଟାଲ ଆଣି ଚିକିତ୍ସା ମଧ୍ୟ ଆରମ୍ଭ କରାଇଛନ୍ତି ।

Image Courtesy: Google

କୁନିର ପରିବାରରେ ୩ ଜଣ ସଦସ୍ୟ ଅଛନ୍ତି ସେ ନିଜେ, ତାର ଭାଇ ଓ ତାର ବିଧବା ମା । ତାଙ୍କ ପାଖରେ ପଇସା ଅଭାବରୁ ସେ ଚିକିତ୍ସା କରିପାରିନଥିଲେ । କିନ୍ତୁ ସବ୍ୟସାଚୀ ଘର ପୁଅ ହୋଇ ଗୋଟେ ଭାଇ ଭଳି  କୁନିକୁ ସାହାର୍ଯ୍ୟ କରିଛନ୍ତି । ଏକାଉଣ୍ଟରେ କୁନି ଭିଡିଓ ସେୟାର କରି କହିଛନ୍ତି ତୁମର ଚିକିତ୍ସା ହେବ କୁନି ତମେ ବ୍ୟସ୍ତ ହୁଅ ନହିଁ, ଆମେ ତୁମ ସହିତ ଅଛୁ ।

Image Courtesy: Google

ଏହା ସହିତ ସେ କହିଛନ୍ତି ସମସ୍ତ ଯତ୍ନ ସହ ତାଙ୍କ ସହ ଉପସ୍ଥିତ ସବୁ ଡାକ୍ତରକୁ ଧନ୍ୟବାଦ । ତାଙ୍କର ପରବର୍ତୀ ଚିକିତ୍ସା ସୋମବାର ହେବ । ସବ୍ୟଙ୍କର ଏହିଭଳି ମହତ କାମ ପାଇଁ ତାଙ୍କୁ ଚାରି ଆଡୁ ବହୁତ ପ୍ରଶଂସା ମିଳୁଛି । ଆସନ୍ତୁ ତାଙ୍କର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରିବା । ଯଦି ଏହି କଥାଟି ଆପଣଙ୍କୁ ଭଲ ଲାଗିଥିବା ଏହାକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଓ ଆପଣଙ୍କର ମତା ମତ ଦେଇପାରିବେ । ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *