କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚିଥାଏ ?-ଏହା ସହ ଆହୁରି 16 GK Questions & Answers

ଆଜିକା ସମୟରେ ଲୋକଙ୍କ ମନରେ ବହୁତ କଥା ପାଇଁ ବହୁତ ପ୍ରକାର ପ୍ରଶ୍ନ ଅଛି, ତେବେ ବହୁତ ଲୋକ ମାନେ ଏହାର ଉତ୍ତର ଜାଣି ନାହାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳିଥାଏ । ଆଜିକା ସମୟରେ ଲୋକ ନିଜ ଓ ନିଜ କାମ ଛଡା ଅନ୍ୟ କିଛି ଜାଣି ନାହାନ୍ତି କିନ୍ତୁ ଏମିତି କିଛି ପ୍ରଶ୍ନ ଅଛି ଯାହା ଉତ୍ତର ସମସ୍ତଙ୍କୁ ଜାଣିବା ଉଚିତ ।

୧. କେଉଁ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରେ ?

Image Courtesy: Google

ଉତ୍ତର : ସାମୁଦ୍ରି ଘୋଡା

୨. କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ?

ଉତ୍ତର : ଚତୁରମୃଗ ପକ୍ଷୀ

୩. ବିଶ୍ଵର ସବୁଠାରୁ ଲମ୍ବା ଘାସର ନାମ କଣ ?

ଉତ୍ତର : ବାଉଁଶ

୪. ଏମିତି ଗୋଟେ ଫୁଲ ନାମ କୁହନ୍ତୁ ଯାହା ଓଜନ ପାଖା ପାଖି ୧୦ କିଲୋ ହୋଇଥାଏ ?

ଉତ୍ତର : ରଫ୍ଲେସିଆ

୫. କେଉଁ ପ୍ରାଣୀ ର ଧ୍ୱନି ବା ଶବ୍ଦ ନଥାଏ ?

ଉତ୍ତର : ଜିରାଫ

Image Courtesy: Google

୬. କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚିଥାଏ ?

ଉତ୍ତର : ଜେଲିଫିସ

୭. କେଉଁ ଫଳରେ ୨୫ ଶତକଡା ପବନ ଥାଏ ?

ଉତ୍ତର : ସେଓ

୮. କେଉଁ ପକ୍ଷୀ ଛୁଆ ଜନ୍ମ କରି ସେମାନଙ୍କୁ କ୍ଷୀର ପିଆଏ ?

ଉତ୍ତର : ଚେମଣୀ

୯. ଆମ ଭାରତ ଦେଶରେ ପାକିସ୍ତାନ କେଉଁଠି ଅବସ୍ଥିତ ଅଟେ ?

ଉତ୍ତର : ବିହାର ଗୋଟେ ଜାଗା ନାମ ପାକିସ୍ତାନ ଅଟେ ।

୧୦. କାହାକୁ ଟାଣିଲେ ତାହା ଛୋଟ ହୋଇଥାଏ ?

ଉତ୍ତର : ବିଡି କିମ୍ବା ସିଗାରେଟ

୧୧. ମୁଁ ସବୁଠାରେ କିନ୍ତୁ କେହି ମତେ ଧରି ପାରନ୍ତି ନାହିଁ ?

ଉତ୍ତର : ପବନ

Image Courtesy: Google

୧୨. ପଥର ହେଲେ ବି ସେ ପାଣି, ତାହା କଣ କହିଲ ଦେଖି ?

ଉତ୍ତର : ବରଫ ବା କୁଆପଥର

୧୩. ବାହାର ଦାନ୍ତ ଅଛି, କିନ୍ତୁ ସେ କାମୁଡି ପାରେନା ତାହା କଣ କହିଲେ ?

ଉତ୍ତର : ପାନିଆ

୧୪. କାହାର ଆଖି ଅଛି, କିନ୍ତୁ ସେ ଦେଖି ପାରେନା ?

ଉତ୍ତର : ନଡ଼ିଆ

୧୫. କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?

ଉତ୍ତର : ପତାକା

୧୬. ଚଲାଇଲେ ଚାଲିବ, କିନ୍ତୁ ଆଗକୁ ଯାଇ ପାରେନା ଏମିତି କଣ ଅଟେ ?

ଉତ୍ତର : ପଙ୍ଖା

୧୭. ଭଙ୍ଗା ହେଲେବି ସେ ଗୋଟିଏ ତାହା କଣ ହୋଇଥାଏ ?

ଉତ୍ତର : ଖିଲିପାନ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *