୯ମ ମାସରେ ଏହି କାମ କରିଲେ ଆପଣଙ୍କ ୧୦୦% Normal delivery ହିଁ ହବ- Pregnancy Tips

ଗର୍ଭବତୀ ହବା ସବୁ ମହିଳାଙ୍କ ବଡ ସପନ ହୋଇଥାଏ, ମହିଳାମାନେ ନିଜ ଗର୍ଭ ପାଇଁ ବହୁତ କିଛି ଚିନ୍ତା କରନ୍ତି, ତେବେ ଗର୍ଭବତୀ ହବା ପରେ ମହିଳାଙ୍କୁ ଗର୍ଭ ବିଷୟରେ ବହୁତ କମ ଜଣା ଥାଏ ଓ କଣ କରିବା ଉଚିତ କେମିତି ରହିବା ଉଚିତ ଏହି ସବୁ ଚିନ୍ତା ପାଇଁ ତାଙ୍କର କମ୍ପଲିକେସନ ମଧ୍ୟ ହୋଇଥାଏ ।

ତେବେ କିଛି ମହିଳାଙ୍କ ନର୍ମଲ ପରିସ୍ଥିତି ରହିଲେ ମଧ୍ୟ ସିଜରିନ କରା ଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଅନ୍ତିମ ବା ନବମ ମାସରେ କରିବା ଦ୍ଵାରା ମହିଳାଙ୍କ ୧୦୦% ନର୍ମଲ ଡିଲିଭରି ହୋଇଥାଏ ।

Image Courtesy: Google

୧. ଆପଣଙ୍କୁ ନର୍ମଲ ଡିଲିଭରି ପାଇଁ ଏହି ଏକ୍ସର୍ଶାଇଜ କରିବା ଆବଶ୍ୟକ କିନ୍ତୁ ଏହା କରିବା ଆଗରୁ ନିଜ ଡକ୍ଟର ସହ କଥା ନିଶ୍ଚିନ୍ତ କରନ୍ତୁ କାହିଁକିନା ଆପଣଙ୍କ ଶରୀର ଓ ଛୁଆ ବିଷୟରେ ଡକ୍ଟର ବେସ ଭଲ ଭାବରେ ଜାଣିଛନ୍ତି । ଆପଣଙ୍କୁ ନିଜ ଦୁଇ ଗୋଡ ପବନରେ କେବଳ ୧୦ସେକେଣ୍ଡ ପାଇଁ ରଖିବାର ଅଛି ମନେ ରଖନ୍ତୁ ଆପଣ ସିଧା ଜମି ଉପରେ ସୋଇବେ ଓ ନିଜ ଦୁଇ ଗୋଡ ଏକାଠି ଉଠାଇବେ । ଏମିତି ଆପଣଙ୍କୁ ୫ ଥର କରିବାର ଅଛି ଏହା ପରେ ଗୋଟେ ପରେ ଅନ୍ୟ ଗୋଡ କରିବାର ଅଛି ଏହି ପ୍ରକ୍ରିୟା କରିବା ଦ୍ଵାରା ଆପଣଙ୍କ ନର୍ମଲ ଡିଲିଭରି ଚାନ୍ସ ବଢିଥାଏ ।

Image Courtesy: Google

୨. ଆପଣଙ୍କୁ ଅନୁଲୋମ ବିଲୋମ କରିବା ଉଚିତ ଏହା ଦ୍ଵାରା ଆପପଣଙ୍କ ହୃଦୟ ଓ ଛୁଆ ହୃଦୟ ଶୁଦ୍ଧ ପବନ ପ୍ରାପ୍ତ କରିଥାଏ ଓ ଦୁହିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏହା ଆପଣ ଗର୍ଭବତୀ ହବା କଥା ଜାଣିବା ପରେ ପରେ ହିଁ କରି ପାରନ୍ତି, କେବଳ ନବମ ମାସରେ ନୁହଁ ।

୩. ବଟରଫ୍ଲାୟ ଏକ୍ସରସାଇଜ ଗର୍ଭବତୀ ମହିଳାଙ୍କୁ ଚେକା ମାରି ବସିବାର ଅଛି ଏହା ପରେ ଆପଣଙ୍କୁ ଧୀରେ ଧୀରେ ନିଜ ଜଙ୍ଘକୁ ଉପର ତଳ କରିବାର ଅଛି ଏହା ଦ୍ଵାରା ଆପଣଙ୍କ ନର୍ମଲ ଡିଲିଭରି ଚାନ୍ସ ବଢିଥାଏ ।

Image Courtesy: Google

୪. ଡକ ୱକ ଆପଣ ମାନେ ଜାଣିଛନ୍ତି ଗୋଟେ ଏକ୍ସରସାଇଜ ହୋଇଥାଏ ଯାହାକୁ ଡକ ୱକ କୁହା ଯାଏ ଯେମିତି ବତଖ ଚାଲିଥାଏ ଠିକ ସେମିତି ଆପଣଙ୍କୁ ଚାଲିବାର ଅଛି ଓ ଆପଣଙ୍କୁ ଏହି ଏକ୍ସରସାଇଜ ନବମ ମାସ ଆରମ୍ଭରୁ କରିବାର ଅଛି । ଏହି ୱକରେ ଆପଣଙ୍କୁ ବସିକି କିଛି ବାଟ ସେମିତି ଚାଲିବାକୁ ହବ ଯାହା ଦ୍ଵାରା ଆପଣଙ୍କ ସେହି ଜାଗାରେ ପ୍ରେସର ପଡିବ ଯେଉଁଠି ଆବଶ୍ୟକ ଅଟେ ।

୫. ଶରୀରକୁ ହାଇଡ୍ରେଟ ରଖନ୍ତୁ, ସବୁ ଅଧ ଘଣ୍ଟାରେ ପାଣି ସେବନ କରନ୍ତୁ ଆପଣଙ୍କ ଶରୀରରେ ପାଣି କମ ହେଲେ ନର୍ମଲ ଡିଲିଭରି ହବ ନାହିଁ ।

୬. ପେଟ ତଳ ଭାଗରେ ଓ ନାଭି ଜାଗାରେ ହାଲ୍କା ହାତରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ ଓ ଟିସୂ ମଧ୍ୟ ଲାଛିଲା ହୋଇବେ କିନ୍ତୁ ଧ୍ୟାନ ରଖିବେ ଜୋରେ ନୁହ ଓ ନଡିଆ ତେଲରେ ମାଲିସ କରିବେ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ଟିପ୍ସ ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *