ଲାଲୁ ପ୍ରସାଦ ଙ୍କ ୭ଟି ଝିଅମାନେ ମଧ୍ୟ ନୁହନ୍ତି କାହାଠାରୁ କମ, ରାଜଲକ୍ଷ୍ମୀ ହେଉଛନ୍ତି ସବୁଠୁ ଅଧିକ ସୁନ୍ଦର। ଦେଖନ୍ତୁ ଫୋଟୋ।

ରାଜନୀତିରେ ଜଣାଶୁଣା ନା ଲାଲୁପ୍ରସାଦ ନିଜ ରାଜନୀତି ସମୟରେ କରିଥିବା ଲଜ୍ଜାଜନକ କାମ ପାଇଁ ବର୍ତ୍ତମାନ ଜେଲରେ ଅଛନ୍ତି। କିନ୍ତୁ ଆଜି ଆମେ ଲାଳୁଙ୍କ ବିଷୟରେ ନୁହେଁ ତାଙ୍କ ୭ଟି ଝିଅମାନଙ୍କ ବିଷୟରେ କହିବୁ। ଆଜ୍ଞା ହଁ ଲାଲୁ ଓ ରାବୃ ଦେବୀଙ୍କ ସନ୍ତାନ ମଧ୍ୟରେ ୭ଟି ଝିଅ ଅଛନ୍ତି। ଜେଉନମାନଙ୍କ ବିଷୟରେ ଆପଣ ଜାଣି ନଥିବେ। ଆଜି ଆମେ ଆପଣଙ୍କୁ କହିବୁ ତାଙ୍କ ଝିଅମାନଙ୍କ ବିଷୟରେ କେଉଁଠି ଓ କେଉଁ ସ୍ତରରେ ଅଛନ୍ତି ସେମାନେ।

ପ୍ରଥମ ଝିଅ ମିସା

ଏ ହେଉଛନ୍ତି ଲାଳୁଙ୍କ ପ୍ରଥମ ଝିଅ ମିସା, ମିସାଙ୍କ ବାହାଘର ହୋଇସାରିଛି ଓ ତାଙ୍କ ସ୍ବାମୀଙ୍କ ନାମ ଶୈଲେଶ କୁମାର ଯିଏ ଏକ ସଫ୍ଟୱେୟର ଇଂଜୀନିୟର ଅଟନ୍ତି। ମିସା ତାଙ୍କ ସମୟରେ MBBS ପରୀକ୍ଷାରେ ଟପ କରିଥିଲେ। କିନ୍ତୁ ସତ୍ୟ ହେଲା ଯେ ସେତେବେଳେ ତାଙ୍କ ମା ମୁଖ୍ୟ ମନ୍ତ୍ରୀ ପଦରେ ଥିଲେ।

ରୋହିଣୀ ଦ୍ଵିତୟ ଝିଅ


ଦ୍ଵିତୟ ଝିଅ ରୋହିଣୀ ମଧ୍ୟ ଏକ ସଫ୍ଟୱେୟର ଇଂଜୀନିୟରଙ୍କୁ ବିବାହ କରିଛନ୍ତି ଓ ତାଙ୍କ ନାମ ସମରେଶ ସିଂହ ଅଟେ। ତାଙ୍କ ପରିବାରରେ 3ଟି ଛୁଆ ଅଛନ୍ତି, ଏମାନେ ସିଂଗାପୁରରେ ରୁହନ୍ତି।

ଚନ୍ଦା


ଲାଲୁଙ୍କ ତୃତୀୟ ଝିଅ ଚନ୍ଦା ବହୁତ ସୁନ୍ଦର ଓ ଗ୍ଲୈମରସ ମଧ୍ୟ ଅଟନ୍ତି। ସେ ପାୟଲଟ ବିକ୍ରମ ସିଂହଙ୍କୁ ବିବାହ କରିଛନ୍ତି। ଚନ୍ଦା ସମସ୍ତ ଭଉଣୀ ମାନକ ମଧ୍ୟରେ ମୋସ୍ଟ ଫୈଶନେବଲ ବୋଲି କୁହାଯାଏ।

ରାଗିଣୀ


ରାଗିଣୀଙ୍କ ଭାଗ୍ୟରେ ରାଜନୀତିର ପ୍ରଭାବ ଟିକେ ଅଧିକା ଥିବାରୁ ସେ ଜଣେ ରାଜନେତା ଜିତେନ୍ଦ୍ର ଯାଦବଙ୍କ ପୁଅ ରାହୁଲ ଯାଦବଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି।

ହେମା


ପଞ୍ଚମ ଝିଅ ହେମାଙ୍କ ଭାଗ୍ୟରେ ମଧ୍ୟ ରାଜନୀତିର ପଇସା ଖାଇବା ଲେଖା ଥିଲା ସେଥିପାଇଁ ସେ ବିନୀତ ଯାଦବଙ୍କୁ ବାଚିଥିଲେ ଯିଏ ଜଣେ ରାଜନେତା ଅଟନ୍ତି। ଏହା ପ୍ରେମ ବିବାହ ଥିଲା।

ଅନୁଷ୍କା


ଅନୁଷ୍କାଙ୍କ ଚେହେରା ତାଙ୍କ ଭାଇଙ୍କ ସହ ଟିକେ ଅଧିକା ମିଶେ। ଏବଂ ସେ ମଧ୍ୟ ରାଜନୀତି ପରିବାରରେ ବିବାହ କରିଛନ୍ତି। ତାଙ୍କ ସ୍ବାମୀଙ୍କ ନାମ ଚିରଂଜୀୱ ରାୱ ଅଟେ ଓ ସେ କଂଗ୍ରେସ ନେତା ଅଜୟ ସିଂହଙ୍କର ପୁଅ ଅଟନ୍ତି।

ରାଜଲକ୍ଷ୍ମୀ


ଲାଲୁ ପ୍ରସାଦଙ୍କ ସମସ୍ତ ଝିଅ ମାନଙ୍କ ଅଧ୍ୟରେ ରାଜଲକ୍ଷ୍ମୀ ବହୁତ ସୁନ୍ଦର ଓ ତାଙ୍କର ବିବାହ ମୂଲାୟମ ସିଂହଙ୍କ ପରିବାରରେ ହୋଇଛି। ମୂଲାୟମ ସିଂହଙ୍କ ନାତି ତେଜପ୍ରତାପ ରାଜଲକ୍ଷ୍ମୀଙ୍କର ସ୍ଵାମୀ।

Leave a Reply

Your email address will not be published. Required fields are marked *