ଲିଗାଲ ଉପାୟରେ ବିଜୁଳି ମିଟରର ସ୍ପିଡ କରନ୍ତୁ କମ, ଜାଣନ୍ତୁ କେମିତି

ଆପଣ ମାନେ ସମସ୍ତେ ନିଜ ନିଜ ଘରେ ଲାଇନ ବା କରେଣ୍ଟ ବ୍ୟବହାର କରୁଥିବେ, ତେବେ ବହୁତ କମ ଖର୍ଚ କଲେ ମଧ୍ୟ ଆପଣଙ୍କ ଲାଇନ ବିଲ ବହୁତ ଆସିଥାଏ ଯାହା ଫଳ ସ୍ୱରୂପ ଲୋକ ଚିନ୍ତାରେ ପଡି ଯାନ୍ତି ଯେ ଏହା କେମିତି ହେଉଛି ଓ ଏହାର ସମାଧାନ କଣ ଅଟେ ।

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇବେ ଓ ଜାଣି ପାରିବେ ଯେ କଣ ପାଇଁ ଆପଣଙ୍କ ବିଲ ଅଧିକ ଆସିଥାଏ ଓ ଆପଣଙ୍କ ଖର୍ଚ ବଢିଥାଏ ଓ ଆପଣ ଏହି ଭଳି ଭୁଲ ଆଉ କରିବେ ନାହିଁ ।

Image Courtesy: Google

୧. ଇଣ୍ଡିକେଟର :

ପ୍ରାୟତଃ ଲୋକଙ୍କ ଘରେ ବହୁତ ପ୍ଲକ ସହ ଇଣ୍ଡିକେଟର ମଧ୍ୟ ହୋଇଥାଏ ତେବେ ପୁରା ଘର ଭିତରେ ଗୋଟେ ଇଣ୍ଡିକେଟର ଯଥେଷ୍ଟ ହୋଇଥାଏ ସବୁ ରାମରେ ଇଣ୍ଡିକେଟର ଲଗାଇବା ଦ୍ଵାରା ଏହା ଗୋଟେ ଦିନରେ ୧୦ୱାଟ ବା ଯଦି ବୋର୍ଡ ଅଧିକ ବ୍ୟବହାର ହାଉଛି ତେବେ ଅଧିକ ୱାଟ କନଜ୍ଯୁମ କରିଥାଏ ଯଦି ଆପଣଙ୍କ ଘରେ ୧୦ଟି ଇଣ୍ଡିକେଟର ଅଛି ତେବେ ଏହା ଗୋଟେ ଦିନରେ ୧୫୦ୱାଟ କଞ୍ଜଯୁମକରିଥାଏ । ତେବେ ସବୁ ଘରେ ଇଣ୍ଡିକେଟର ଆବଶ୍ୟକ ନାହିଁ ଗୋଟେ ଇଣ୍ଡିକେଟର ଯଥେଷ୍ଟ ଅଟେ ।

୨. ମସା ମାରିବା ଲିକ୍ବିଡ :

ମସା ଲିକବିଡ ସମସ୍ତଙ୍କ ଘରେ ମସା ଲିକବିଡ ନିଶ୍ଚିନ୍ତ ବ୍ୟବହାର ହୋଇଥାଏ କାହିଁକିନା ଏବେ ବହୁତ କମ ଲୋକ ମଶାରୀ ବ୍ୟବହାର କରୁଛନ୍ତି ଓ ଏହି ମେଷୀ ଗୋଟେ ଦିନରେ ଆପଣଙ୍କ ୫୦ୱାଟ ଲାଇନ ଖାଇଥାଏ ଯଦି ଘରେ ଦୁଇଟି ବା ଅଧିକ ମେସିନ ଲାଗିଛି ତେବେ ଗୋଟେ ରାତିରେ ଆପଣଙ୍କ କେତେ ଲାଇନ ଖର୍ଚ ହାଉଛି ତାହା ଆପଣ ନିଜେ ଚିନ୍ତା କରନ୍ତୁ ।

୩. ଫ୍ରିଜ :

ଆପଣ ମାନଙ୍କ ଘରେ ଫ୍ରିଜ ଅଛି ତେବେ ପ୍ରାୟତଃ ଲୋକ ଅଜଣାରେ ନିଜ ଫ୍ରିଜକୁ ହାଇ କୁଲିଙ୍ଗରେ ରଖନ୍ତି ଯାହା କେବଳ ବର୍ଫ ପାଇଁ କରିବାକୁ ଦେଇଥାଏ କିନ୍ତୁ ଆମେ ତାକୁ ଅନ୍ୟ ସମୟ ପାଇଁ ମଧ୍ୟ ବ୍ୟବହାର କରିଥାଊ । କେବେ ବି ଫ୍ରିଜକୁ ହାଇ କୁଲିଙ୍ଗରେ ରଖନ୍ତୁ ନାହିଁ ନଚେତ ଏହା ଆପଣଙ୍କ କମ୍ପରେସର ଉପରେ ଜୋର ଦେଇଥାଏ ଯାହା ଫଳରେ ଆପଣଙ୍କ ଲାଇନ ବିଲ ଅଧିକ ଆସିଥାଏ ।

Image Courtesy: Google

୪. ମୋବାଇଲ ଚାର୍ଜର :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଥିବେ ଯେ ମୋବାଇଲ ଚାର୍ଜର ପାଇଁ ବହୁତ କମ ଲାଇନ ବ୍ୟବହାର ହୋଇଥାଏ କିନ୍ତୁ ଯେ କୌଣସି ମେସିନ ଯାହା ଏସି କୁ ଡିସିରେ ପରିଣତ କରିଥାଏ ତାକୁ ଅନ କରି ଛାଡିଲେ ଆପଣଙ୍କ ଲାଇନ ବିଲ ବଢିଥାଏ ଯେମିତିକି ମୋବାଇଲ ବା କମ୍ପ୍ୟୁଟର ବା ଲ୍ୟାପଟପ ଚାର୍ଜର ଏଥିରେ ମୋବାଇଲ ବା କୌଣସି ଜିନିଷ ଚାର୍ଜରେ ନ ବସିଲେ ମଧ୍ୟ ଏହା ଲାଇନ ବିଲ ବଢାଇଥାଏ ସେଥିପାଇଁ ଚାର୍ଜର କାଢି ଦିଅନ୍ତୁ ନଚେତ ଅଫ କରି ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *