ଏହି ମନ୍ଦିରରେ ନାରୀ ରୂପରେ ହୁଏ ଶିବଙ୍କ ପୂଜା, ସନ୍ତାନ ପ୍ରାପ୍ତି ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ଇଚ୍ଛା ହୁଏ ପୂର୍ଣ୍ଣ

ଭାରତ ଦେଶରେ ନା ମନ୍ଦିର କମ ଅଛି ଓ ନା ଭକ୍ତ କମ ଅଛନ୍ତି, ଏହି ଦେଶ ଏମିତିକା କୌଣସି କଣ ନାହିଁ ଯେଉଁ ଜାଗାରେ ମନ୍ଦିର ନାହିଁ ବା ଭକ୍ତ ନାହାନ୍ତି, ତେବେ ଭାରତ ମନ୍ଦିର ସବୁ ବିଶେଷ କଥା ଏହା ଅଟେ ଯେ ସବୁ ମନ୍ଦିରର ନିଜର ଗୋଟେ ଇତିହାସ ଏବଂ କାହାଣୀ ଅଟେ । ତେବେ ସବୁ ମନ୍ଦିର ଅଲଗା ଅଲଗା କାରଣ ପାଇଁ ପ୍ରସିଦ୍ଧ ଅଟନ୍ତି, ଆଜି ଆମେ ଆପଣଙ୍କୁ ଗୋଟେ ଶିବମନ୍ଦିର, ଲିଙ୍ଗାଇ ମାତା ମନ୍ଦିର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଜାଣି ନଥିବେ ।

Image Courtesy: Google

ଦେଶ ପ୍ରାୟତଃ ଐତିହାସିକ ଏବଂ ରହସ୍ୟମଇ ମନ୍ଦିର ଝାରଖଣ୍ଡ ଏବଂ ଛତ୍ତିସ୍ଗଡ ଜଙ୍ଗଲି ଜାଗାରେ ଦେଖିବାକୁ ମିଳିଥାଏ, ଏମିତି ଜାଗା ଗୁଡିକ ପାଇଁ ସ୍ଥାନୀୟ ଲୋକ ଛଡା ବାହାର ଲୋକ ବହୁତ ଜାଣି ନଥାନ୍ତି । ଏମିତି ଗୋଟେ ମନ୍ଦିର ଲିଙ୍ଗାଇ ମନ୍ଦିର ଅଟେ, ଏହି ମନ୍ଦିର ଆଲୋର ଗାଁ ଗୋଟେ ଗୁମ୍ଫା ରେ ସ୍ଥିତ ଅଟେ, ବିଶେଷ କଥା ଏହା ଅଟେ ଯେ ମନ୍ଦିର ଭିତରେ ଶିବଲିଙ୍ଗ ସ୍ଥାପିତ ଅଟେ କିନ୍ତୁ ଏହାର ପୂଜା ସ୍ତ୍ରୀ ରୂପରେ ହୋଇଥାଏ, ଏହି କାରଣ ପାଇଁ ଏହି ମନ୍ଦିରକୁ ଲିଙ୍ଗାଇ ମାତା ମନ୍ଦିର କୁହା ଯାଏ ।

Image Courtesy: Google

ଆଲୋର ଗାଁରେ ସ୍ଥିତ ଅଟେ ଲିଙ୍ଗାଇ ମାତା ମନ୍ଦିର :

ଛତ୍ତିସଗଡ ଫରସଗାଁ ଠାରୁ ପ୍ରାୟତଃ ୮ କିଲୋମିଟର ଦୂର ପଶ୍ଚିମରେ ଆଲୋର ଗାଁ ସ୍ଥିତ ଅଟେ, ଆଲୋର ଠାରୁ ଦୁଇ କିଲୋମିଟର ଉତାର ପଶ୍ଚିମ ଦିଗରେ ଗୋଟେ ପାହାଡ ଅଛି, ଯାହାକୁ ଲିଙ୍ଗାଇ ଗଟ୍ଠା କୁହାଯାଏ । ଲିଙ୍ଗାଇ ପାହାଡ ଉପରେ ଗୋଟେ ବଡ ବିଶାଳ ପଥରଟେ ଅଛି, ବାହାର ଲୋକଙ୍କ ପାଇଁ ଏହା ସାମାନ୍ଯ ପଥର ଅଟେ, କିନ୍ତୁ ଏହା ସ୍ତୂପ ନୁମା ଅଟେ, ଏହି ପଥର ଟି କୁ ଦେଖିଲେ ଆପଣଙ୍କୁ ଏହା ଅନୁଭବ ହବ ଯେ ଏହା ପଥର ନୁହ ତାଟିଆ ରକ୍ଷା ଯାଇଛି, ଏହି ବିଶେଷ ମନ୍ଦିର ଦକ୍ଷିଣ ଦିଶାରେ ଗୋଟେ ସୁରଙ୍ଗ ଅଛି ।

Image Courtesy: Google

ଏହା ଗୁମ୍ଫାର ପ୍ରବେଶ ଦ୍ଵାର ଅଟେ, ତେବେ ଏହି ଗୁମ୍ଫା ଭିତରେ ଗୋଟେ ସମୟରେ କେବଳ ୨୫ରୁ ୩୦ ଲୋକ ବସି ପାରିବେ, ଗୁମ୍ଫା ଭିତରେ ପଥର ମଧ୍ୟରେ ଶିବଲିଙ୍ଗ ବାହାରିଛି, ଏହି ଶିବଲିଙ୍ଗ ୨ ଫିଟ ଉଞ୍ଚ ଅଟେ । ଏହି ମନ୍ଦିର ସନ୍ତାନ ମନୋକାମନା ପୂର୍ଣ କରିବା ପାଇଁ ପ୍ରସିଦ୍ଧ ଅଟେ ଏଠାରେ କାକୁଡି ପ୍ରସାଦ କରିବା ବହୁତ ପ୍ରସିଦ୍ଧ ଅଟେ, କାକୁଡିକୁ ଦାମ୍ପତ୍ୟ ନଖରେ ଦୁଇ ଖଣ୍ଡ କରି ଭଗବାନ ଆଶୀର୍ବାଦ ଭଳି ପ୍ରାପ୍ତ କରନ୍ତି ଏବଂ ମନୋକାମନା ପୂର୍ଣ ହେଲା ବର୍ଷ ପରେ ଆସି ନିଜ ସାମର୍ଥ୍ୟ ଅନୁଯାଇ ପ୍ରସାଦ କରି ଯାନ୍ତି, କିନ୍ତୁ ଏଠାରେ କୌଣସି ଜୀବ – ଜନ୍ତୁ ବଳି ଦବା ବର୍ଜିତ ଅଟେ ଏବଂ ମଦ ଭଳି ଅପବିତ୍ର ଜିନିଷ ମଧ୍ୟ ଏଠାରେ ଆଣିବା ଏବଂ ଅର୍ପଣ କରିବା ମନା ଅଟେ ।

Leave a Reply

Your email address will not be published. Required fields are marked *