ବନ୍ଧୁଗଣ ମାନା ଯାଇଥାଏ କି ବ୍ଯକ୍ତିର ପସନ୍ଦ ନାପସନ୍ଦ ବା ସ୍ଵଭାବ ର ଆଇନା ହୋଇଥାଏ । କାହାର ଚେସ ଆପଣଙ୍କ ସ୍ଵଭାବ ଓ ଜୀବନରେ କିଛି ଗୁପ୍ତ ରହସ୍ୟ ବିଷୟାରେ ଜଣାଇ ଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ମଜାଦାର ଗେମ । ଏଥିପାଇଁ ଆପଣଙ୍କୁ ଆମେ ଆଣିଥିବା ୫ଟି ପ୍ରଜାପତି ଚିତ୍ର ମଧ୍ୟ ରୁ ଯେ କୌଣସି ଗୋଟିଏ ଚୁଜ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ସମୟ ଦିଆଯିବ । ଏହା ପରେ ଆମେ ଆପଣ ବାଛିଥିବା ପ୍ରଜାପତି ଅନୁଯାୟୀ କହିବୁ ଆପଣଙ୍କୁ ଜୀବନରେ ସବୁଠାରୁ ଅଧିକା କିଏ ଭଲ ପାଉଛନ୍ତି ।
୧- ପ୍ରଥମ ପ୍ରଜାପତି : ଆମ ଲିଷ୍ଟର ପ୍ରଥମରେ ଯେଉଁ ମାନେ ପ୍ରଥମ ପ୍ରଜାପତି ଚୁଜ କରିଛନ୍ତି ତେବେ ପୁରା ଦୁନିଆରେ ଆପଣଙ୍କ ପରିବାର ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ ଅପାନଙ୍କୁ ତାଙ୍କ ଆଖିର ତାରା ବ ପୁରା ଦୁନିଆ ମାନୁଛନ୍ତି । ସେ ଆପଣଙ୍କୁ ସର୍ବଦା ଖୁସିରେ ଦେଖିବାକୁ ଚାହୁଁ ଛନ୍ତି ।
୨- ଦ୍ଵିତୀୟ ପ୍ରଜାପତି : ଆମ ଲିଷ୍ଟରେ ଦ୍ବିତୀୟରେ ଯେଉଁ ମାନେ ଦ୍ଵିତୀୟ ପ୍ରଜାପତି ଚୁଜ କରିଛନ୍ତି ଦୁନିଆରେ ସବୁଠାରୁ ଅଧିକ ପ୍ରେମ ଆପଣଙ୍କୁ ଆପଣଙ୍କର ବନ୍ଧୁ କରୁଛନ୍ତି । ସେ ଆପଣଙ୍କ ସହ ସମୟ ବ୍ଯତୀତ କରିବାକୁ ପସନ୍ଦ କରିଥାନ୍ତି । ସେ ଆପଣଙ୍କର ସବୁ ସମସ୍ଯା ଦୂର କରିବା ପାଇଁ ସର୍ବଦା ଆଗରେ ରହିଥାନ୍ତି । ଆପଣଙ୍କ ସହ ରହିକି ସେମାନେ ବହୁତ ଖୁସି ହୋଇଥାନ୍ତି ।
୩- ତୃତୀୟ ପ୍ରଜାପତି : ଆମ ଲିଷ୍ଟରେ ତୃତୀୟରେ ଯେଉଁ ମାନେ ଦ୍ଵିତୀୟ ପ୍ରଜାପତି ଚୁଜ କରିଛନ୍ତି ଆପଣଙ୍କୁ ଦୁନିଆରେ ସବୁଠାରୁ ଅଧିକ ଭଲ ପାଇବା କ୍ରଶ କରିଥାନ୍ତି ଯିଏ ଆପଣଙ୍କୁ ନିଜର କରିବାକୁ ଚାହୁଁଛି । ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ଭଲ ପାଉଛନ୍ତି । ଆପଣଙ୍କୁ ଲୁଚି ଲୁଚି ଦେଖୁଛନ୍ତି ମଧ୍ୟ । ସେ ଆପଣଙ୍କୁ ପାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
୪- ଚତୁର୍ଥ ପ୍ରଜାପତି : ଆମ ଲିଷ୍ଟରେ ଚତୁର୍ଥରେ ଯେଉଁ ମାନେ ଦ୍ଵିତୀୟ ପ୍ରଜାପତି ଚୁଜ କରିଛନ୍ତି ଆପଣଙ୍କୁ ଦୁନିଆରେ ସବୁଠାରୁ ଅଧିକା ପ୍ରେମ ଆପଣଙ୍କ ଜୀବନ ସାଥି କରୁଛନ୍ତି ଯିଏ ଆପଣଙ୍କ ଜୀବନ । ସେ ଆପଣଙ୍କୁ କେବେ ଦୁଖୀ ଦେଖିପାରିବେ ନାହି । ଆପଣଙ୍କର ପ୍ରତେକ ସ୍ଥିତିରେ ସାଥ ଦେଇଥାନ୍ତି । ସେ ଆପଣଙ୍କୁ କାହା ଠାରୁ କମ ମାନୁ ନାହାନ୍ତି । ସେ ଆପଣଙ୍କୁ ଦୁନିଆର ସବୁ ଖୁସି ଦେବାକୁ ଚାହୁଁ ଛନ୍ତି ।
୫- ପଞ୍ଚମ ପ୍ରଜାପତି : ଆମ ଲିଷ୍ଟରେ ପଞ୍ଚମରେ ଯେଉଁ ମାନେ ଦ୍ଵିତୀୟ ପ୍ରଜାପତି ଚୁଜ କରିଛନ୍ତି ଆପଣଙ୍କୁ ଦୁନିଆରେ ସବୁଠାରୁ ଅଧିକା ପ୍ରେମ ଆପଣଙ୍କ ଲଭର କରୁଛନ୍ତି । ଏ ଆପଣଙ୍କୁ ବହୁତ ଚାହୁଁ ଛନ୍ତି । ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି ।
ସେ ଆପଣଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ଚାହୁଁ ନାହାନ୍ତି । ସେ ଆପଣଙ୍କ ପାଇଁ କିଛି ବି କରି ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।