ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହର ହ-ତ୍ୟା ମା-ମ-ଲାରେ ପୋ-ଲି-ସ ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁକୁ ଗି-ର-ଫ କରିବା ସହ ତାର ଏକ ସହଯୋଗୀକୁ ବି ଗି-ର-ଫ କରିଛି ଓ ଆଜି ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ମହାଲିଙ୍ଗର ଷ୍ଟା-ଡି-ୟ-ମରେ ସମ୍ପୂର୍ଣ କାହାଣୀର ପୁନରାବୃତ୍ତି କରିଛି । ପୋ-ଲି-ସ ଆଜି ଭୋର ୪ ଟାରେ ଗୋବିନ୍ଦ ସାହୁକୁ ନେଇ ଷ୍ଟା-ଡି-ୟ-ମ ଭିତରେ କ୍ରା-ଇ-ମ ସି-ନ-ର ରି କ୍ରି-ଏ-ସ-ନ କରାଇଛି । ବରିଷ୍ଠ ପୋ-ଲି-ସ ଅଧିକାରୀଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁ ସହ ପାଖାପାଖି ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଏହି ଡେ-ମୋ ଚାଲିଥିଲା ।
ଏହି ଡେମୋ ପୂର୍ବରୁ ପୋ-ଲି-ସ ପୁରା ଷ୍ଟା-ଡି-ୟ-ମରେ ପୋ-ଲି-ସ ଛା-ଉ-ଣି କରି ଦେଇ ଥିଲା । ଗୋବିନ୍ଦ କେମିତି ଗା-ତ ଖୋଲି ଥିଲା ଓ କେମିତି ଶ-ବ-କୁ ଆଣି ସେ ସେହି ଗା-ତ-ରେ ପୋ-ଡି-ଥି-ଲେ ଓ ପରେ ପୁଣି ଥରେ କେମିତି ପୋ-ତି ଥିଲେ ଏହି ସବୁ ଷ୍ଟା-ଡି-ୟ-ମ- ମଧ୍ୟରେ କେମିତି କରିଥିଲା ପୋ-ଲି-ସ ଆଗାରେ ଗୋଟି ଗୋଟି କରି ସବୁ ସତ କହିଛି ।
କହିବାକୁ ଗଲେ ଗତକାଲି ସକାଳେ ପୋ-ଲି-ସ ଏହି ଡେ-ମୋ-ର କାର୍ଯ୍ୟକ୍ରମ ରଖିଥିଲେ । କିନ୍ତୁ ହଜାର ହଜାର ଲୋକମାନଙ୍କ ଭିଡ ହୋଇଥିବା କାରଣରୁ ପୋ-ଲି-ସ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ । ଭୋର ୪ ଟା ସମୟରେ ଗୋବିନ୍ଦକୁ ଏକ କଳା ଗାଡିରେ ଷ୍ଟା-ଡି-ୟ-ମକୁ ଅଣା ଯାଇ ଥିଲା । ଡେମୋ ଶେଷ ହେବା ପରେ ପୁଣି ଥରେ ପୋ-ଲି-ସ ତାକୁ ବଲାଙ୍ଗୀର ନେଇ ଯାଇ ଥିଲା । କହିବାକୁ ଗଲେ ମମିତା ମେହର କେ-ସ ବର୍ତ୍ତମାନ ଏକ ଚର୍ଚିତ ବିଷୟ ହୋଇ ଯାଇଛି ।
ପ୍ରାୟତଃ ଦିନ ସମୟରେ ଏହି ସ୍ଥାନରେ ହଜାର ହଜାର ଲୋକମାନଙ୍କ ଭିଡ ଦେଖା ଯାଉଛି । ସେଥିପାଇଁ ପୋ-ଲି-ସ ରାତିରେ କ୍ରା-ଇ-ମ ସିନ ରି କ୍ରିଏସନ କରିବା ପାଇଁ ପ୍ଳାନ କରିଥିଲା । କହିଦେଉଛୁ କି ଯେତେବେଳେ ଗୋବିନ୍ଦ ଜେ-ଲ-ରୁ ଫେ-ରା-ର ହେବା ପରେ ପୁଣି ଥରେ ଧ-ରା ପଡି ଥିଲା ସେହି ସମୟ ମଧ୍ୟରେ ପୋ-ଲି-ସ ଗୋବିନ୍ଦର ଯେତିକି ସ-ହ-ଯୋ-ଗୀ ଥିଲେ ଓ ଅନ୍ୟ କେତେକ ଲୋକଙ୍କୁ ଉ-ଠା-ଇ ନେଇ ଥିଲା ।
ସେହି ଦିନ ଠାରୁ ହିଁ ପୋ-ଲି-ସ ତାର ସହଯୋଗୀମାନଙ୍କ ଠାରୁ ସବୁ ତଥ୍ୟ ପାଇ ଯାଇ ଥିଲା । ପରବର୍ତ୍ତୀ ସମୟରେ ଗୋବିନ୍ଦ ମଧ୍ୟ ଏହି ସବୁ ତଥ୍ୟକୁ ସ୍ଵୀକାର କରିସାରିଛି । କହିଦେଉଛୁ କି ଗୋବିନ୍ଦ ଶେଷରେ ବଲାଙ୍ଗୀର ପୋ-ଲି-ସ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଥିଲା ।