ମୁଖ୍ୟ ଆରୋପି Govinda Sahu ଜେଲରେ ଭୋ ଭୋ ହୋଇ କାନ୍ଦି କହିଲା କିଛି ଏମିତି କଥା, ଦେଖନ୍ତୁ Video

ମମିତା ମେହର ମା-ମ-ଲା-ରେ ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁ ସହ ପୋ-ଲି-ସ ଅନ୍ୟ ତିନି ଜଣଙ୍କୁ ବି ଅ-ଟ-କ ରଖିଥିଲା । ସେମାନଙ୍କ ମଧ୍ୟରୁ ଗତକାଲି ପୋ-ଲି-ସ ଗୋବିନ୍ଦକୁ କୋ-ର୍ଟ ଚାଲାଣ କରି ରି-ମା-ଣ୍ଡ-ରେ ଆଣିଛି । ଗୋବିନ୍ଦର ସହଯୋଗୀ ଓ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀର ମେଡିକାଲ ଟେ-ଷ୍ଟ ପରେ ବଙ୍ଗୋମୁଣ୍ଡା ଏସଡ଼ିଏଚଏମ କୋ-ର୍ଟ-ରେ ହା-ଜ-ର କରାଯାଇ ଥିଲା । ଯେଉଁଠି କୋ-ର୍ଟ ତାର ବେ-ଲ କୁ ନା ମଞ୍ଜୁର କରି କଣ୍ଟାମାଞ୍ଝି ଜେ-ଲ-କୁ ପଠାଇ ଦେଇଛନ୍ତି ।

ଅନ୍ୟ ପଟେ ବଲାଙ୍ଗୀର ପୋ-ଲି-ସ ଜେ-ସି-ବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନସି ଗୁପ୍ତେଶ୍ଵର ତାଣ୍ଡିଙ୍କୁ ରା-ଜ-ଶା-ଖୀ- କରି ତାଙ୍କର ପରିବାର ପାଖକୁ ଛାଡି ଦେଇଛି । କହିଦେଉଛୁ କି ପର ଦିନ ରାତିରେ ଗୋବିନ୍ଦ ପୋ-ଲି-ସ ଆଗରେ ଜେ-ଲ ଭିତରେ ଭୋ ଭୋ ହୋଇ କାନ୍ଦି ସବୁ ସତ ମାନି ଯାଇ ଥିଲା କି ସେ କେମିତି ମମିତା ମେହରର ହ-ତ୍ୟା- କରିଥିଲା ।

ହିଁ ପୋ-ଲି-ସ ଗୋବିନ୍ଦ ସାହୁକୁ କୋ-ର୍ଟ ଚା-ଲା-ଣ କରିଥିଲା । ଏହା ମଧ୍ୟରେ ଡ଼ିଆଇଜି ଓ ଏସପି ବିଭିନ୍ନ ସ୍ଥାନକୁ ଯାଇ ଅ-ପ-ରା-ଧୀ କହିଥିବା ସ୍ପ-ଟ-କୁ ଯାଇ ଚି-ହ୍ନ-ଟ କରିଥିଲେ । ସେମାନେ ଷ୍ଟାଡିୟମ ମଧ୍ୟରେ ମୋବାଇଲ ବି ଖୋଜି ଥିଲେ । କଲେଜରେ ଥିବା ଏକ ସି-କ୍ରେ-ଟ ରୁ-ମ-କୁ ବି ଯାଇ ପୋ-ଲି-ସ ଅଧିକାରୀମାନେ ଯା-ଞ୍ଚ କରିଥିଲେ । କହିବାକୁ ଗଲେ ମମିତାର ମୋବାଇଲ, ଲାପଟପ, ପେନଡ୍ରାଇବ ମଧ୍ୟରେ ହୁଏତ ବହୁତ ବଡ ବଡ ପ୍ରମାଣ ଥାଇପାରେ ।

ପୋ-ଲି-ସ ଏହି ସବୁକୁ ଖୋଜିବାରେ ଲାଗିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏହି ଷ-ଡ-ଯ-ନ୍ତ୍ର-ରେ- କେବଳ ଗୋବିନ୍ଦ ଥିଲା ନା ଆଉ କିଏ କିଏ ଏଥିରେ ସା-ମି-ଲ ଥିଲେ । କହିବାକୁ ଗଲେ ଏହି ଷ-ଡ-ଯ-ନ୍ତ୍ର-ର ମୁଖ୍ୟ କାରଣ ଜଣା ପଡି ଯାଇଛି । ମମିତା ଗୋବିନ୍ଦ ସାହୁର କଥାରେ ଚାଲୁ ନ ଥିଲା । ସେଥିପାଇଁ ଗୋବିନ୍ଦ ସାହୁ ମମିତାକୁ ଜୀ-ବ-ନ-ରୁ ମା-ରି-ଦେ-ବ ବୋଲି ଚି-ନ୍ତା କରି ଥିଲା ।

ବର୍ତ୍ତମାନ କୁହାଯାଉଛି କି ଅ-ପ-ରା-ଧ ଓ ଅ-ପ-ରା-ଧୀ-କୁ ନେଇ ପୋ-ଲି-ସ ତ-ଦ-ନ୍ତ କରୁଛି କିନ୍ତୁ ଷ-ଡ-ଯ-ନ୍ତ୍ର-ର ତ-ଦ-ନ୍ତ କିଏ କରିବ । ଅନ୍ୟ ପଟେ ଏହି କଲେଜ ସହ ମନ୍ତ୍ରୀ ଓ ନେତାମାନଙ୍କର ଏତେ ଭଲ ସମ୍ପର୍କ କଣ ପାଇଁ । ମନ୍ତ୍ରୀମାନେ ଗୋବିନ୍ଦଙ୍କ ପ୍ରଶଂସା କରୁଛନ୍ତି ତ ଅନ୍ୟ ପଟେ ଗୋବିନ୍ଦ ମନ୍ତ୍ରୀମାନଙ୍କ ପ୍ରଶଂସା କରୁଛନ୍ତି । କିନ୍ତୁ ପୋ-ଲି-ସ ଏହି ସବୁକୁ ତ-ଦ-ନ୍ତ କରୁ ନାହିଁ କାହିଁକି ।

 

Leave a Reply

Your email address will not be published. Required fields are marked *