ମାତିଛି ମଗର, ନେଲାଣି 16 ଜୀବନ… Videoରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ

ବର୍ତ୍ତମାନର ବଡ ଖବର ମାତିଛି ମ-ଣି-ଷ ଖି-ଆ କୁମ୍ଭୀର । ନଦୀ କୂଳିଆ ଲୋକ ମାନଙ୍କ ମନରେ ଆଣିଛି ଭ-ୟ । ଏହି ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଟାମୁଣ୍ଡାଇ ଓ ମହାକଳା ଆଦି ଅଞ୍ଚଳରେ କୁମ୍ଭୀର ଆ-ତ-ଙ୍କ-କୁ ନେଇ ଚି-ନ୍ତା-ରେ- ନଇ କୂଳିଆ ଲୋକେ । ଏଠାରେ ପ୍ରତିବର୍ଷ କୁମ୍ଭୀର ଆ-କ୍ର-ମ-ଣ-ରେ ସ୍ଥାନୀୟ ଲୋକଙ୍କର ଜୀବନ ହା-ନି ହେଉଛି । ଗତ ୩ ମାସ ମଧ୍ୟରେ କୁମ୍ଭୀର ୧୬ଜଣଙ୍କର ପ୍ରା-ଣ ନେଇ ସାରିଛି । ଜୁନ ୧୨ରେ ଭିତରକନିକାକୁ ମାଛ ଧରିବାକୁ ଜଣେ ବ୍ୟକ୍ତି, ଜୁନ ୧୪ରେ ପଟାମୁଣ୍ଡାଇ ବ୍ଲକ ଜଗନ୍ନାଥପୁର ଗାଁ ର ଜଣେ ବ୍ୟକ୍ତିଙ୍କୁ ନଦୀରେ ଗାଧୋଉଥିବା ବେଳେ ଓ ଅଗଷ୍ଟ ୬ରେ ଶ୍ରୀରାମପୁର ଗାଁ ର ଜଣେ ବ୍ୟକ୍ତିଙ୍କୁ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀର ଟା-ଣି ନେଇଥିଲା ।

କେତେବେଳେ ପାଣିରେ ମାଛ ଧ-ରି-ବା ବେଳେ ଅକରଣ କରୁଛି ତ ଆଉ କେତେବେଳେ ଗାଁ ରେ ପଶି ଲୋକଙ୍କୁ ଲ-ହୁ- ଲୁ-ହା-ଣ- କରୁଛି କୁମ୍ଭୀର । ଲୋକ ମାନେ ଭ-ୟ-ରେ ଥିବାବେଳେ ନୀରବ ଦ୍ରଷ୍ଟା ସାଜିଛି ବନ୍ୟ ବିଭାଗ । ସରକାରୀ ନିୟମ ଅନୁସାରେ କୁମ୍ଭୀର ଆ-କ୍ର-ମ-ଣ-ରେ ମୃ-ତ୍ୟୁ-ବ-ର-ଣ କରିଲେ ୪ଲକ୍ଷ ଟଙ୍କା ଓ ଗୁ-ରୁ-ତ-ର ଭାବେ ଆ-ହ-ତ ହେଲେ ୧ଲକ୍ଷ ଟଙ୍କା ଦିଆଯିବା କଥା । କିନ୍ତୁ ଜାତୀୟ ଉଦ୍ୟାନ ଭିତରେ କୁମ୍ଭୀର ଆ-କ୍ର-ମ-ଣ ରେ ମୃ-ତ୍ୟୁ-ବ-ର-ଣ କରିଲେ ବା ଶ-ବ ମିଳିଲେ ବନ୍ୟ ବିଭାଗ ପକ୍ଷରୁ କୌଣସି କ୍ଷ-ତି-ପୂ-ର-ଣ- ଦିଆଯାଉ ନ ଥିବା କଥା ସ୍ଥାନୀୟ ବାସିନ୍ଦା ଅ-ଭି-ଯୋ-ଗ କରିଛନ୍ତି ।

ଅନ୍ୟ ପଟେ ସରକାରଙ୍କ ତରଫରୁ କୁହା ଯାଇଛି ଯେ ଲୋକ ମାନଙ୍କ ପାଇଁ ଅନେକ ଜାଗାରେ ଗାଧୁଆ ତୁଠ କରାଯିବା ସହ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଚେଷ୍ଟା ଜାରି ରହିଛି । ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ବାସିନ୍ଦା ଆମେ ନିଜ ନିଜର ପ୍ର-ତି-କ୍ରି-ୟା ରଖିଛନ୍ତି । ସେମାନଙ୍କ କହିବା ମୁତାବକ ଯଦି ବନ୍ୟ ବିଭାଗ ଏ ନେଇ ସଚେତନ ହୁଅନ୍ତି ତେବେ ହୁଏ ତ କୁମ୍ଭୀର କୁ ଉଧାର କରାଯାଇ ପାରନ୍ତା । ନଈକୁ କୁମ୍ଭୀର ଭ-ୟ ଘାରିଥିବା ବେଳେ ସରାକରଙ୍କ ତରଫରୁ ସ-ତ-ର୍କ ସୂଚନା ରହିଥିବା ବେଳେ ଲୋକ ମାନେ ଅନେକ ସମସ୍ଯାର ସମୁଖିନ୍ନ ହେଉଛନ୍ତି । ଏଥିପାଇଁ ଲୋକ ମାନେ ଅନ୍ୟ ଜାଗାରୁ ପାଣି ଆଣି ଗାଧୋଊଛନ୍ତି ।

ସେଠିକାର ଲୋକଙ୍କ କହିବା ଅନୁସାରେ ଗତ ୩ ବର୍ଷରେ ୩ରୁ ଅଧିକ ଲୋକ ମାନଙ୍କୁ କୁମ୍ଭୀର ପାଣି ଭିତରକୁ ଟାଣି ନେଇ ସାରିଛି । ଏ ନେଇ ମାଛ ଧ-ରା-ଳି ମାନେ ମଧ୍ୟ ପାଣି ଭିତରକୁ ଯିବା ପାଇଁ ଭ-ୟ କରୁଛନ୍ତି । ତେବେ ଏଥିପାଇଁ ବନ୍ୟା ବିଭାଗ କୌଣସି ପଦକ୍ଷେପ ନେବା ଉଚିତ । ଏହା ସହ ସରାକର ଯେଉଁ ଗା-ଇ-ଡ- -ଲା-ଇ-ନ- ଜା-ରି କରିଛନ୍ତି ତାହା ପ୍ରତି ଲୋକ ମାନେ ସ-ଚେ-ତ-ନ ହେବା ଉଚିତ । ଏପରି ହେବା ଦ୍ଵାରା ଲୋକ ମାନଙ୍କର ପ୍ରାଣ ରକ୍ଷା ହୋଇ ପାରିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *