ମା ଏକା ସହ ୩ଟିଛୁଆଙ୍କୁ ଦେଲେ ଜନ୍ମ କିନ୍ତୁ ଯେତେବେଳେ ଡକ୍ଟର ଛୁଆଙ୍କୁ ଦେଖିଲେ ଉଡିଗଲା ତାଙ୍କ ହୋସ

ଦୁନିଆରେ ଏମିତି କୌଣସି ମହିଳା ନାହାନ୍ତି ଯିଏ ନିଜ ଜୀବନରେ ମା ହବାକୁ ଇଛା କରନ୍ତି ନାହିଁ, ସବୁ ଝିଅ ମା ହବାକୁ ଇଛା କରିଥାଏ, ଛୁଆ ପାଇଁ ସ୍ତ୍ରୀ ମନରେ ଭଗବାନ ବହୁତ ମମତା ଦେଇଛନ୍ତି, ତେବେ ଆପଣ ମାନେ ଯାଁଆଳା ଛୁଆଙ୍କ ବିଷୟରେ ଶୁଣିଥିବେ, ତେବେ ଯାଁଆଳା ଛୁଆ ଜେନେଟିକ ପାଇଁ ହୋଇଥାନ୍ତି ନଚେତ ଘର ପରିବାରରେ ଯଦି କାହାର ଯାଁଆଳା ଛୁଆ ଜନ୍ମ ହୋଇଛନ୍ତି ତେବେ ଯାଁଆଳା ଛୁଆ ଜନ୍ମ ଦବା ବହୁତ କଷ୍ଟକର ହୋଇଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଇଙ୍ଗଲ୍ୟାଣ୍ଡ ର ଜଣେ ମହିଳା ଯାହାଙ୍କ ନାମ ବେକି ଯୋ ଅଟେ, ତାଙ୍କ ବିଷୟରେ କହିବାକୁ ଯାଉଛୁ, ବେକି ଯୋର ଗୋଟେ ଝିଅ ଅଛି ଯାହା ନାମ ଇଣ୍ଡିଆନ ଥିଲା, ତାଙ୍କ ପରେ ଯୋ ଆଉଥରେ ଗର୍ଭବତୀ ହେଲେ ଓ ଏଥର ଗର୍ଭ ଧାରଣ କଲା ପରେ ଯୋ ଜାଣି ପାରିଲେ । ତେବେ ଏଥର ଯୋଙ୍କ ଦେହ ବହୁତ ଖରାପ ହେଲା ଯାହା ପରେ ଯୋ ନିଜ ବଡି ସ୍କାନ କରାଇଲେ ତା ପରେ ତାଙ୍କୁ ଏହା ଜଣା ପଡିଲା ଯେ ସେ ଗୋଟେ ଦୁଇଟି ନୁହ ୩ଟି ଛୁଆଙ୍କୁ ଜନ୍ମ ଦବାକୁ ଯାଉଛନ୍ତି ଏହି କଥା ଜାଣି ଯୋ ଆଶ୍ଚର୍ଯ୍ୟ ଥିଲେ କାହିଁକିନା ତାଙ୍କ ପରିବାର ବା ତାଙ୍କ ସ୍ଵାମୀ ପରିବାରରେ ଯାଁଆଳା ବା ଟ୍ରିପ୍ଳେଟ ଛୁଆଙ୍କୁ କେହି ଜନ୍ମ ଦେଇନଥିଲେ ।

Image Courtesy: Google

ଏହି ଖବର ପାଇବା ପରେ ଯୋ ନିଜ ପ୍ରତି ଅଧିକ ସଚେଟ ହେଲେ ଓ ଖାଦ୍ଯ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିଲେ । କିନ୍ତୁ ଏଥର ଯୋ ପୂର୍ବ ଭଳି ନଥିଲେ ପ୍ରାୟତଃ ସମୟ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଲା, ତେବେ ଆପଣ ନିଜେ ଚିନ୍ତା କରନ୍ତୁ ଗୋଟେ ଜାଗାରେ ୩ଟି ଛୁଆ କେମିତି ପେଟ ଭିତରେ ରହିଥିବେ, ଓ ଯୋକୁ କେତେ ଅସୁବିଧା ସାମ୍ନା କରିବାକୁ ପଡିଥିବ, ତାଙ୍କୁ ଅଧିକ ମାତ୍ରାରେ ଖାଦ୍ଯ ସେବନ କରିବାକୁ ପଡୁଥିଲା ଯାହା ଦ୍ଵାରା ଛୁଆଙ୍କୁ ପୋଷଣ ପ୍ରାପ୍ତ ହେଉ ତେବେ ସବୁଠାରୁ ବଡ ଡର ଏହା ଥିଲା ଯେ ଗୋଟେ ଛୁଆକୁ କିଛି ହେଲେ ଆଉ ଦୁଇ ଜଣ ମଧ୍ୟ ବଞ୍ଚିବେ ନାହିଁ, ତେବେ ବହୁତ କଷ୍ଟ କଲା ପରେ ମଧ୍ୟ ଛୁଆ ସମୟ ଆଗରୁ ଜନ୍ମ ହେଲେ ।

Image Courtesy: Google

ଯେତେବେଳେ ଛୁଆ ଜନ୍ମ ହେଲେ ସେତେବେଳେ ଡକ୍ଟର ମଧ୍ୟ ଛୁଆଙ୍କୁ ଦେଖି ଡଋଯାଇଥିଲେ, ଏହି ଛୁଆଙ୍କ ଓଜନ ରୋକୋ ଓଜନ ଥିଲା ୧.୩କେଜି, ରୋମାନ ଓଜନ ଥିଲା ୧.୪ କେଜି ଓ ରୋହନ ଓଜନ ୧.୮ କେଜି ଥିଲା କେହି ବି ସ୍ଵସ୍ଥ ନଥିଲେ କିଛି ଦିନ ଡକ୍ଟର ଛୁଆଙ୍କୁ ହସ୍ପିଟଲରେ ରଖି ଚିକିତ୍ସା କଲେ ଓ ଛୁଆଙ୍କୁ କିଛି ଦିନ ପରେ ଡିଶଚାର୍ଜ କଲେ ଯାହା ପରେ ଯୋ ନିଜ ଛୁଆଙ୍କ ଧ୍ୟାନ ବହୁତ ରହିଲେ ଓ ବର୍ତମାନ ଛୁଆ ବଡ ହୋଇ ଗଲେଣି ଓ ବହୁତ ସ୍ଵସ୍ଥ ଅଛନ୍ତି ଓ ୩ଟି ଏକା ଭଳି ଦେଖିବାକୁ ତାଙ୍କ ମା ଛଡା ତାଙ୍କୁ କେହି ଜାଣି ପାରନ୍ତି ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *