ମାର୍ଗଶିର ମାସ ଗୁରୁବାର ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନଚେତ…

ଆପଣ ମାନେ ସମସ୍ତେ ଏହି କଥା ବେଶ ଭଲ ଭାବରେ ଜାଣିଛନ୍ତି ଯେ ବର୍ଷ ର ସବୁଠାରୁ ପୂଣ୍ୟ ଓ ଧାର୍ମିକ ଶୁଭ ଗୁରୁବାର ମାର୍ଗଶିର ମାସ ଗୁରୁବାର ହୋଇଥାଏ । ଏହି ଦିନରେ ଯିଏ ଯେତେ ପୂଣ୍ୟ କାମ କରନ୍ତି ତାଙ୍କ ପାଇଁ ସେତେ ଭଲ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ମାର୍ଗଶିର ମାସ ଗୁରୁବାର ଦିନ କରିବା ଜମା ବି ଉଚିତ ନୁହ । ଗୁରୁବାର ଦିନ ଭଗବାନ ବୃହସ୍ପତିଙ୍କ ଆଶିଷ ମିଳିଥାଏ ।

ଏହି ଦିନ ଆପଣଙ୍କୁ ଧାନ ଓ ଭଲ ଭବିଷତ ପାଇଁ ମଧ୍ୟ ଆଶୀର୍ବାଦ ମିଳିଥାଏ ସେଥିପାଇଁ ଆପଣଙ୍କୁ ବର୍ଷ ସାରା ବୃହଷ୍ପତ୍ତିଙ୍କ ପୂଜା ଅର୍ଚନା କରିବା ଉଚିତ, ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ ନୁହ ଓ କଣ କଲେ ଖରାପ ବା ଅଶୁଭ ପ୍ରଭାବ ପଡିଥାଏ ।

Image Courtesy: Google

ଗୁରୁବାର ଦିନ କଣ କରିବା ଉଚିତ :

୧. ଗୁରୁବାର ଦିନ ଲେଟ ପର୍ଯ୍ୟନ୍ତ ଭୁଲରେ ବି ସୁଅନ୍ତୁ ନାହିଁ, ସକାଳେ ଉଠି ଘର ଦ୍ଵାର ସଫା କରନ୍ତୁ ଏହା କରିବା ଦ୍ଵାରା ଘର ନକାରାତ୍ମକ ଊର୍ଜା ଘର ବାହାରକୁ ଯାଇଥାଏ ।

୨. କେବେ ବି ଘରେ ବାସୀ ବିଛଣା ପଡିଥିବା ଅବସ୍ତାରେ ପୂଜା କରନ୍ତୁ ନାହିଁ, ଆଗ ଆପପାନ ଉଠି ବିଛଣା ସାଇଜ କରନ୍ତୁ ତା ପରେ ଘର ଝାଡୁ କରି ଏହା ପରେ ପୋଛା ମାରନ୍ତୁ ଓ ଏହା ପରେ ପୂଜା କରନ୍ତୁ ତାହେଲେ ଆପଣଙ୍କୁ ଭଲ ଶୁଭ ଫଳ ପ୍ରାପ୍ତି ହବ ।

Image Courtesy: Google

୩. ଗୁରୁବାର ଦିନ ଆପଣ ପ୍ରଥମେ ନିଜ ଘର ତୁଲସୀ ଚଉରାରେ ବୃନ୍ଦା ବତିଙ୍କୁ ପୂଜା କରନ୍ତୁ ଓ ଏହା ପରେ ଆପଣ ନିଜ ଠାକୁର ଘରେ ପୂଜା କରନ୍ତୁ ।

୪. ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ବହୁତ ଭଲ ଲାଗିଥାଏ ସେଥିପାଇଁ ଏହି ଦିନ ହଳଦିଆ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ହଳଦିଆ ଭୋଗ ମଧ୍ୟ ଅର୍ପଣ କରନ୍ତୁ ।

Image Courtesy: Google

୫.  ତେବେ ବୃହଷ୍ପତ୍ତି ଦିନ ଯେଉଁ ମଣିଷ ହଳଦିଆ ଜିନିଷ ଯେମିତି ଚଣା ଡାଲି ବା କଦଳୀ ବା ଅନ୍ୟ ହଳଦିଆ ଜିନିଷ ଦାନ କରିଥାଏ ଓ ୧୦୮ ଥର ବୃହଷ୍ପତ୍ତି ମନ୍ତ୍ର ଜାପ କରିଥାଏ ସେହି ବ୍ୟକ୍ତି ଜୀବନରେ ବହୁତ ଗୁଡେ ଖୁସି ଖବର ଶୁଣିବାକୁ ମିଳିଥାଏ ।

୬. ଗୁରୁବାର ମାତା ଲକ୍ଷ୍ମୀଙ୍କ ବାର ମଧ୍ୟ କୁହା ଯାଇଥାଏ ସେଥିପାଇଁ ଏହି ଦିନ ଆପଣ ନାଲି ରଙ୍ଗ କପଡାରେ କିଛି ଧାନ ବିଛେଇ ମାତାଙ୍କ ପାଖରେ ପୂଜା କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତି ହବ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *