ଆଦିମାନବକୁ ସେକ୍ସ ବିଷୟରେ କେମିତି ଜଣାପଡିଲା ? ଏହା ସହ ଆହୁରି 7 Gk Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ପ୍ରଶ୍ନ :- ଦୁନିଆର ସର୍ବ ପ୍ରଥମେ ସୂର୍ଯ୍ୟ କେଉଁ ଦେଶରେ ଉଦୟ ହୋଇଥାଏ ?

ଉତ୍ତର – ସର୍ବ ପ୍ରଥମେ ସୂର୍ଯ୍ୟ ନ୍ୟୁଜଲ୍ୟାଣ୍ଡରେ ଉଦୟ ହୋଇଥାଏ । କିନ୍ତୁ ଚୀନ ଅନୁସାରେ ଜାପାନରେ ଉଦୟ ହୋଇଥାଏ । ଶେଠୀପାଇଁ ଜାପାନବି ଏହି କଥା ଉପରେ ଦାବି କରୁଛି ।

ପ୍ରଶ୍ନ :- କଣ ଜଳପରି ସତରେ ଥାଏ ?

ଉତ୍ତର – ଜଳପରି ଆଜି ଦୁନିଆ ପାଇଁ ରହସ୍ୟ ହୋଇଛି । କିନ୍ତୁ ବହୁତ ଲୋକ ଜଳପରିକୁ ଦେଖିବାର ଦାବି କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ସାବା ଓ ଅବଶେଷର ଫୋଟ ଓ ଭିଡିଓ ବି ଲୋକଙ୍କ ଭିତରେ ଭାଇରାଲ ହୋଇଛି । ପ୍ରାଚୀନ କିତାବରେ ଜଳ ପରୀଙ୍କ ବିଷୟରେ କୁହାଯାଇଛି । ଅବଶେଷକୁ ଦେଖି କହିପାରିବେକୀ ସତରେ ଜଳ ପରି ସତରେ ଅଛନ୍ତି ।

ପ୍ରଶ୍ନ :- ଦୁନିଆରେ ସବୁଠୁ କମ ବୟସର ପ୍ରଧାନ ମନ୍ତ୍ରୀ କିଏ ବନିଥିଲେ ?

ଉତ୍ତର – ସନା ମରିନ 34 ବର୍ଷ ବୟସରେ ଦୁନିଆରା ସବୁଠୁ ଯୁବା ପ୍ରଧାନ ମନ୍ତ୍ରୀ ଅଟନ୍ତି । ଯାହା ଫିନଲ୍ୟାଣ୍ଡ ଦେଶରେ ମହିଳାଙ୍କ ନେତୃତ୍ଵ ବାଲି ସଂଗଠନ ସରକାରଙ୍କ ପାଇଁ ପ୍ରମୁଖ ଅଟେ ।

ପ୍ରଶ୍ନ :- ପୁଅ ଝିଅ ଭିତରେ କିଏ ଅଧିକ ସୁନ୍ଦର ହୋଇଥାଏ ?

ଉତ୍ତର – ମହିଳା ମାନେ ପୁରୁଷଙ୍କ ତୁଳନାରେ ଅଧିକ ଆକର୍ଷିତ ହୋଇଥାନ୍ତି । ଦୁନିଆରେ ସୁନ୍ଦରତା ପାଇଁ ମିସ ୱାଲଡ, ମିସ ୟୁନିଭର୍ସ, ପ୍ରତି ଯୋଗିତା ଖାଲି ମହିଳାଙ୍କ ପାଇଁ ହୋଇଥାଏ । ଗୋଟିଏ ରିସର୍ଚ ଅନୁସାରେ ମହିଳାଙ୍କର ଶାରୀରିକ ରଚନା ପୁରୁଷଙ୍କ ଅପେକ୍ଷା ଆକର୍ଷିତ ଓ ସୁନ୍ଦର ହୋଇଥାଏ ।

ପ୍ରଶ୍ନ :- ଦୁନିଆରେ ସବୁଠୁ ବେସୀ HIV  ପଜେଟିଭ କେଉଁ ଦେଶରେ ଥାଏ ?

ଉତ୍ତର – ଦୁନିଆରେ ସବୁଠୁ ଅଧିକ HIV ପଜେଟିଭ କେସ ସାଉଥ ଆଫ୍ରିକାରେ ୭।୭ ମିଲିୟନ ଅଟେ ।

ପ୍ରଶ୍ନ :- ନେପୋଲିୟନ ବୋନାପାର୍ଟଙ୍କ ଲିଙ୍ଗ କାଟିକି ସମ୍ଭାଳିକି କାହିଁକି ରଖାଯାଇଛି ?

ଉତର – ନେପୋଲିୟନଙ୍କ ଡକ୍ଟର ୧୮୨୧ରେ ସାବା ପରୀକ୍ଷଣ ପାଇଁ କାଟିକି କରସିକା ପୂଜାରୀକୁ ଦେଇଥିଲେ । କାରଣ ଲୋକ ନେପୋଲିୟନଙ୍କୁ ଘୃଣା କରୁଥିଲେ । ନ୍ୟୁ ଜର୍ସିରେ ଆଜି ମଧ୍ୟ ନେପୋଲିୟନ ବୋନାପାର୍ଟଙ୍କ ଲିଙ୍ଗକୁ ସମ୍ଭାଳିକି ରଖାଯାଇଛି ।

ପ୍ରଶ୍ନ :- ବେସୀ ବିୟର ପିଇବା ଦ୍ଵାରା କଣ ହୋଇଥାଏ ?

ଉତ୍ତର – ବେସୀ ବିୟର ପିଇଲେ କ୍ୟାନ୍ସର,ଡାଇବେଟିସ, ଲିଭର ସମସ୍ୟାର ବିପଦ ବଢିଥାଏ । ପଣି ଓ ଚା ପରେ ବିୟର ଅଧିକ ସେବନ କରାଯାଇଥାଏ । ସବୁ ସମୟରେ ଦୁନିଆରେ ୫ କୋଟିରୁ ଅଧିକ ଲୋକ ବିୟର ପିଉଛନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *