ମାତ୍ର 7 ଦିନରେ ଘିଅ ଭଳି ତରଳିଯିବ ପେଟର ସମସ୍ତ ଚର୍ବି, ବାସ ପ୍ରତ୍ୟକ ଦିନ ଖାଆନ୍ତୁ ଏହାର 7 ଦାନା- Healthy Tips

ଆଜିକାଲି ମୋଟାପଣ ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ର ରେ ଏହା ଅଧିକ ଦେଖା ଯାଉଛି । ଯାହା ପାଇଁ ଅନେକ ମହିଳା ମାନେ ଏକ୍ସସାଇଜ ବା ଡାଏଟ କରି ମଧ୍ୟ ମୋଟାପା କମ ହେଉ ନାହି । ଆଉ କିଛି ମହିଳା ମାନେ ନିଜର ଖାଦ୍ୟପେୟ ଉପରେ ଅନିୟମିତତା କରିବା କାରଣରୁ ମଧ୍ୟ ମୋଟାପଣ ସମସ୍ୟା ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ପେଟରେ ଜାମ ହୋଇଥିବା ଚର୍ବି ଅଂସ ମାତ୍ର ୭ ଦିନ ମଧ୍ୟରେ ଦୂର ହେବ ।

ଯଦି ଆପଣ ଏହି ରେମେଡିର ପ୍ରୟୋଗ କରିବେ ତେବେ ଆପଣଙ୍କୁ ଡାଏଟ ବା ଏକ୍ସସାଇଜ କରିବାକୁ ପଡିବ ନାହି । ତେବେ ଏଥିପାଇଁ ଅବଶ୍ୟକ ରହିଛି ରସୁଣ । ଦିନକୁ ଗୋଟେ ଲେଖାଏଁ ରସୁଣ ଏକ ସ୍ପେଶାଲ ପାଣି ସହ ଖାଇବାକୁ ପଡିବ । ଯଦି ଆପଣ କଞ୍ଚା ରସୁଣ ନ ଖାଇ ପାରିବେ ତେବେ ଏହାକୁ ହାଲକା ଗରମ କରି ଫ୍ରାଏ କରି ଖାଇପାରିବେ ।

ରସୁଣର ସେବନ କରିବା ଦ୍ଵାର ମେଟାବୋଲିଜିମ କମ ହୋଇଥାଏ । ଯାହା ଦ୍ଵାରା ମୋଟାପା କମ ହେବାରେ ଲାଗିବ । ଏହା ସହ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ରସୁଣ । ଏହା ସହ ଉଚ ରକ୍ତଚାପ, ଶିରା ପ୍ରଶିରାରେ ବ୍ଲକେଜ ଅଟକାଇଥାଏ ରସୁଣ । କୋଲେଷ୍ଟର କମ କରିବା ସହ ଇମ୍ୟୁନିଟି ପାୱାର ବୃଦ୍ଧି କରାଇଥାଏ ରସୁଣ ।

ବିଷାକ୍ତ ପଦାର୍ଥ ଶରୀରକୁ ବାହାର କରିବାରେ ରସୁଣ ସହାୟକ ହୋଇଥାଏ । ରସୁଣ ରକ୍ତ ଜମାଟ କରିବାକୁ ଦିଏ ନାହି । ସକାଳୁ ଖାଲି ପେଟରେ ରସୁଣ କୁ ଭଲ ଭାବେ ଚୋବାଇ ଖାଇବାକୁ ପଡିବ । ରସୁଣ ସହ ଗରମ ପାଣିର ସେବନ କରିବାକୁ ହେବ । ରସୁଣକୁ ହାଲକା ଭାବେ ଦୁଇ ପଟୁ ଭାଜି ଏହାକୁ ଖାଇବାକୁ ହେବ । ଗରମ ପାଣିରେ ଗୋଟେ ଚାମଚ ମହୁ ବା ଜିରାର ପକାଇ ପାରିବେ ।

ଜିରାକୁ ନ ଭାଜି କଞ୍ଚା ଜିରାକୁ ପାଉଡର କରି ଏହାର ସେବନ କରିପାରିବେ । ଏକ ଗ୍ଳାସ ପାଣିରେ ଏକ ଚାମଚ ଜୀରା ସେବନ କରି ଗୋଟେ କୋଲା ରସୁଣ ଖାଇବାକୁ ହେବ । ଏହାକୁ ଲଗାତାର ୭ ଦିନ ଯାଏଁ ଖାଇବାକୁ ହେବ । ୭ ଦିନ ପରେ ଆପଣ ଏହି ଚମତ୍କାରୀ ରେମେଡି ର ଫାଇଦା ଦେଖି ପାରିବେ । ଏଥିପାଇଁ ଆପଣଙ୍କୁ ଡାଏଟ ବା ଏକ୍ସସାଇଜ କରିବାକୁ ପଡିବ ନାହି ।

ଏହା ଛଡା ଚିନୀ ବା ମିଠା ଜାତିୟ ଖାଦ୍ୟ ବର୍ଜନ କରିବାକୁ ହେବ । ଦୀର୍ଘ ଦିନ ଧରି ଯେଉଁ ଚର୍ବି ଅଣ୍ଟା, ଜଙ୍ଘ, ପେଟ ରେ ଜମି ରହିଛି ତାହା ତୁରନ୍ତ ଦୂର ହୋଇଯିବ । ଏହି ରେମେଡି ବହୁତ ପୁରାତନ ଓ ଲାଭଦାୟକ ଅଟେ ଯାହା ମୋଟାପଣ କୁ ଦୂର କରିବାରେ ସାହାଜ୍ଯ କରିବ ।

ତେବେ ଆପଣ ମାନେ ମଧ୍ୟ ମାତ୍ର ଥରେ ଏହାର ପ୍ରୟୋଗ ନିଶ୍ଚିନ୍ତ ଭାବେ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *