ମହାବାହୁଙ୍କ ଘୋର ଅପମାନ! ହେ ପାପୀ ମଣିଷ, ଆଜି ତୁ ଜଗତର ନାଥ ଜଗନ୍ନାଥଙ୍କ ଏ କି ଅବସ୍ଥା କଲୁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ସାରା ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ହେଉଛି ତ ଆଉ କେବେ ବିବାଦ ମଧ୍ୟ ହେଉଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ମହପ୍ରଭୁ ଜଗନ୍ନାଥ ଙ୍କୁ ନେଇ ଭାଇରାଲ ହୋଇଛି ଯାହାକୁ ନେଇ ୟୁଜର୍ସ ମାନେ କଡା ନିନ୍ଦା କରିଛନ୍ତି । ଆମ ମାନସିକତା ଛି ଆମ ବିବେକ କୁ ଛି । ଆଜି ଆମ ମାନଙ୍କ ମଣିଷ ପାଣିଆକୁ ଛି । ଛି ରେ ମଣିଷ ଧିକ ତୋ ଉପରେ ଶେଷରେ ଭଗବାନ ଙ୍କୁ ବି ଛାଡିଲୁ ନାହି ।

ନିଜର ଇଷ୍ଟ ଦେବତାଙ୍କୁ ଅପମାନ କରିଲୁ ଜଗତର ନାଥ ଜଗନ୍ନାଥଙ୍କର ଆଜି ଇଏ କି ଅବସ୍ଥା କରିଲୁ ରେ ମଣିଷ । ଆମ ଧର୍ମ କୁ ଆମେ ନିଜେ ସମ୍ମାନ ଦେଇପାରୁ ନାହୁଁ ତେବେ ଅନ୍ୟ ଠାରୁ କଣ ବା ଆଶା କରିବା । କୋଟି ଓଡିଆ ର ମଉଡମଣି ଆମ କାଳିଆ ସାଆନ୍ତଙ୍କର କି ଭଳି ଅବସ୍ଥା ବନ୍ଧୁଗଣ ଆପଣ ମାନେ ବି ଥରେ ନଜର ପକାନ୍ତୁ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି ସବୁ କଥା କହିବାର ଅର୍ଥ ହେଉଛି ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୬୦ ନମ୍ବର ଜାତୀୟ ରାଜପଥ ରେ ଗୋଟେ ଟେନ୍ଡ ହାଉସ ଗାଡି ବାଲେଶ୍ଵର ରୁ ପଶ୍ଚିମବଙ୍ଗ ଯାଉଛି ।

ଆଉ ଏହି ଗାଡିରେ ଲଦା ହୋଇଛି ବାଉଁଶ । କେଉଁଠି ଗୋଟେ ବଡ କାର୍ଯ୍ୟକ୍ରମ ପାଇଁ ଟେନ୍ଡ ହାଉସ ଗାଡି ଯାଉଛି । ହେଲେ ଗାଡି ଅଚରେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତି ନିର୍ଦ୍ଦୟ ଭାବେ ପ୍ରତିମା କୁ ବାନ୍ଧି ଦିଆ ଯାଇଛି । ଖରା ବର୍ଷା ପବନ ଖାଇ ଠାକୁର କୌଣସି ଏକ ସ୍ଟେଜ ରେ ସାଜସଜା ପାଇଁ ସାମଗ୍ରୀ ହେବାକୁ ଯାଉଛନ୍ତି । ଏହି ଘଟଣା ଦେଖିଲେ ସତରେ ବହୁତ ବାଧୁଛି । ନିଜ ମାଟିରେ ମହାପ୍ରଭୁ କାଳିଆ ସାଆନ୍ତଙ୍କର ଏଭଳି ଅପମାନ ଆଦୌ ଗ୍ରହଣୀୟ ନୁହେଁ । ଏହି ଦୃଶ୍ୟ ଦେଖି ପ୍ରତି ଓଡିଆ ବ୍ଯତୀତ ।

ଆଉ ଲୋକେ ଦାବି କରିଛନ୍ତି ଏହି ଦୃଶ୍ୟ ଦେଖିବା ପରେ ଗାଡିର ଡ୍ରାଇଭର ସହ ଏହି କାମ ପାଇଁ ଯିଏ ବି ଦାୟୀ ତାକୁ ଦଣ୍ଡ ଦିଆଯାଉ । ତେବେ ଏହି ଭିଡିଓ ରେ ଆପଣ ମାନେ ଏବି ଦେଖି ପାରିବେ କିଭଳି ମହାପ୍ରଭୁ ଜଗନ୍ନାଥ ଙ୍କୁ ଗାଡି ପଛ ପଟେ ଝୁଲାଇ ନିଆ ଯାଇଛି ଆଉ ତାଙ୍କର ଘୋର ଅପାମାନ ମଧ୍ୟ ହେଉଛି । ସତରେ ଏହି ଦୃଶ୍ୟ ଦେଖିଲେ ମନରେ ବହୁତ କଷ୍ଟ ଅନୁଭବ ହେଉଛି ।

ଯିଏ ଜଗତର ନାଥ ଆଉ ରକ୍ଷା କର୍ତ୍ତା ଆଜି ତାଙ୍କର ଏ କି ଅବସ୍ଥା କରୁଛି ଆଜିର ମାନବ ଜାତି । ସତରେ ଏହି ଘଟଣା ଟି ଖୁବ ଲଜ୍ୟାଜନକ ଆଉ ନିନ୍ଦନୀୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *