ଆଜି ପର୍ଯ୍ୟନ୍ତ ମଣିଷ ମାନେ ଅନ୍ୟ ଏକ ମଣିଷ କୁ ସାହାର୍ଯ୍ୟ କରୁଥିବାର ତ ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣମାନେ ଏବେ ଦେଖିବେ କିପରି ପଶୁ ମାନେ ମଧ୍ୟ ମଣିଷ ମାନଙ୍କର ଜୀବନ ବଞ୍ଚାଇ ଛନ୍ତି । ଦେଖନ୍ତୁ ଏହି ଲୋକ ଜଣଙ୍କ ଏକ ତାଲିମ ପ୍ରାପ୍ତ ସିଂହ ମାନଙ୍କ ଏକ୍ସପର୍ଟ ଅଟେ ଯିଏ କି ସବୁ ସିଂହ ଏହି ବାଘ ମାନଙ୍କ ସହିତ ଅଛି, ଭିଡିଓ ର ଲିଙ୍କ ତଳେ ଅଛି ସେଠାରୁ ଆପଣ ଏହାକୁ ଦେଖିପାରିବେ । ଏମାନଙ୍କ ଭଲ ପାଇବା ଦେଖନ୍ତୁ ଏହି ସିଂହ ମାନେ ଏହି ଲୋକ ଟି ସହିତ ଆନନ୍ଦ ରେ ସମୟ ବିତାଇ ଥାଆନ୍ତି ।
କିନ୍ତୁ ଏହି ଚିଡ଼ିଆଖାନା କୁ ଆସିଥିବା ଏକ ନୂଆ ଚିତ ବାଘକୁ ଏହି ଲୋକ ଟି ଖାଦ୍ୟ ପରି ଲାଗିଲା ସେ ଯେତେବେଳେ ଏହି ଲୋକ ଟି ଉପରେ ପଛପଟୁ ଆ-କ୍ର-ମ-ଣ କରିବା ପାଇଁ ଆସିଲା ଏକ ବାଘଟି ତାକୁ ଘଉଡାଇ ଦେଲା । ଏମିତି ଲାଗେ ଯେମିତି ସେ ବାଘ ଟି ସେହି ଚିତାବାଘ କୁ କହିଲା କି ସେ ଆମ ମାଲିକ ଏବଂ ଏମିତି ଭୂଲ ବିଲୁକଲ ବି କରନା ।
ଗୋଟିଏ ଚୋ-ର ଏକ ବ-ନ୍ଧୁ-କ ଧରି ଏକ ଚୋ-ରି କରିବାକୁ ଆସିଥିଲା ଏବଂ ସେତିକି ବେଳେ ସେହି ଦୋକାନୀ ର ପୋଷା କୁକୁର ଟି ନିଜର ମାଲିକ କୁ ରକ୍ଷା କରିବା ପାଇଁ ସେହି ଚୋ-ର ଉପରକୁ ଆ-କ୍ର-ମ-ଣ କରି ଥିଲା । ଏହା ଦ୍ଵାରା ଚୋ-ର ଟି ଖାଇବାକୁ ବାଟ ପାଏ ନାହିଁ ଏହାକୁ ହିଁ କୁହାଯାଏ ପ୍ରକୁତ କୃତଜ୍ଞତା । ଆମେରିକା ର ଏକ ଚିଡ଼ିଆ ଖାନା ରେ ଏକ ଛୋଟ ପିଲା ଟିଏ ଗରିଲା ରହୁଥିବା ସ୍ଥାନରେ ପଡ଼ିଗଲା ।
ଯେତେବେଳେ କି ଲୋକ ମାନେ ଭାବୁଥିଲେ ସେହି ଗରିଲା ଟି ପିଲା ଟି କୁ ଆଘାତ ପହଞ୍ଚାଇବ ହେଲେ ଦେଖିବାକୁ ଗଲେ ସେହି ଗରିଲା ଟି ସେହି ପିଲା ଟି କୁ ଏପଟ ସେପଟ ହୋଇ ଦୌଡ଼ି ବାକୁ ଲାଗିଲା ସେ ଗରିଲା ଟି ସେହି ପିଲା ଟି କୁ ଲୋକ ମାନଙ୍କ ଠୁ ବଞ୍ଚାଇ ବାକୁ ଚାହୁଁ ଥିଲା । ଦେଖିବାକୁ ଗଲେ ତ ପ-ଶୁ ପକ୍ଷୀ ଜୀବ ଜନ୍ତୁ ମାନେ ବହୁତ କୃତଜ୍ଞ ଏବଂ ବହୁତ ଭଲ ସେମାନଙ୍କ ଠୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ ।
ଆସନ୍ତୁ ନଜର ପକାଇବା ସେହିପରି ଆଉ ଏକ ଭିଡିଓ ଉପରେ
ଯେତେବେଳେ ଏକ ପିଲା ଟି ରାସ୍ତା ରେ ଯାଉଥିଲା ସେଠାରେ ଥିବା ଏକ ବୁଲା କୁକୁର ତାକୁ କା-ମୁ-ଡି-ବା ପାଇଁ ଗୋଡ଼ାଇ ଆସିଲା, କିନ୍ତୁ ସେହି ସମୟରେ ସେହି ପିଲା ଟି ଏକ ପୋଷା ବିଲେଇ ସେହି କୁକୁର ଉପରେ ଆସି ଆ-କ୍ର-ମ-ଣ କରିଦେଲା । ସଙ୍ଗେ ସଙ୍ଗେ ସେହି କୁକୁର ଟି ସେଠାରୁ ପଳାଇ ଗଲା । ସେହି ବିଲେଇ ର ସାହସ ଦେଖନ୍ତୁ ସେହି କୁକୁର କୁ ଭ-ୟ ନ କରି ତ ପଛେ ପଛେ କିଛି ବାଟ ଗୋଡ଼ାଇ ଗଲା । ଆପଣ ମାନେ ତ ଦେଖିଲେ ଏହି ବିଲେଇ ର ତା ମାଲିକ ପ୍ରତି ଭଲ ପାଇବା ଏବଂ ତାର ସାହସିକତା କୁ ଦେଖିଲେ ଏବେ ଆସନ୍ତୁ ସେହିପରି ଏକ କୁକୁର କୁ ଦେଖିବେ ।