ସଂକ୍ରମଣର ଭୟ ଅଧିକ ଚନ୍ଦାପଣର ଶିକାର ହୋଇଥିବା ଲୋକଙ୍କୁ : ସାଧାରଣ ଲୋକମାନଙ୍କ ଠାରୁ ୨.୫ ଗୁଣା ଅଧିକ ଗମ୍ଭୀର ରୂପରେ ପୀଡିତ ହେବାର ଆଶଙ୍କା

ପୁଣି ଥରେ କରୋନାର ଭୟାଭୟ ପୁରା ବିଶ୍ଵରେ ଦେଖିବାକୁ ମିଳୁଛି । କିନ୍ତୁ ଭାରତରେ କରୋନାର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁତ ଜଟିଳ ଅଟେ । ଯେଉଁଠି କେତେକ ଦେଶରେ କରୋନାରେ ସଂ-କ୍ର-ମ-ଣ ଲୋକମାନଙ୍କ ସଂଖ୍ୟା କମ ହେବାରେ ଲାଗିଛି ସେହି ସମୟରେ ଭାରତରେ ପୁଣି ଥରେ କରୋନା ସଂ-କ୍ର-ମି-ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିରେ ପ୍ରତ୍ୟକ ଭାରତବାସୀ ବର୍ତ୍ତମାନ ଚିନ୍ତିତ ଅଛନ୍ତି । କେବଳ ସଂ-କ୍ର-ମି-ତଙ୍କ ସଂଖ୍ୟା ବଢୁ ନାହିଁ ଏହା ସହିତ ଲୋକମାନଙ୍କ ପ୍ରାଣ ମଧ୍ୟ ଯାଉଛି ।

ଏହି ସମୟରେ ପୁଣି ଏକ ନୂଆ ରିପୋର୍ଟ ସମସ୍ତଙ୍କୁ ସଙ୍କଟରେ ଓ ଚିନ୍ତାରେ ପକାଇ ଦେଇଛି । କହିବାକୁ ଗଲେ ଏହି ରିପୋର୍ଟରେ କୁହାଯାଉଛି କି ଯେଉଁ ଲୋକମାନେ ଚନ୍ଦା ଅଟନ୍ତି ସେହି ଲୋକମାନଙ୍କୁ ଅନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କରୋନା ହେବାର ଅଧିକ ସମ୍ଭବାନା ଅଛି ।

କହିଦେଉଛୁ କି ଯେଉଁ ଲୋକମାନଙ୍କ ପାଖରେ ମେଲ ହରମୋନ ସେନସିଟିଭିଟି ଲେବୁଲ ୨୨ ପ୍ରତିଶତରୁ ଅଧିକ, ସେହିଭଳି ଲୋକମାନେ ସାଧରାଣ ଲୋକମାନଙ୍କ ତୁଳାନାରେ ୨.୫ ଗୁଣା ଅଧିକ କରୋନାରରେ ଶି-କା-ର ହୋଇ ପାରନ୍ତି । ଯେଉଁ ବ୍ୟକ୍ତିମାନେ ବଂଶାନୁକ୍ରମିକ ରୂପରେ ଚନ୍ଦାପଣ ହୋଇଛନ୍ତି ସେହିଭଲି ୬୫ ଜଣ ବ୍ୟକ୍ତିଙ୍କୁ ଏକ ରିସର୍ଚରେ ସାମିଲ କରାଯାଇଥିଲା । ଯେଉଁଥିରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି ।

ଏକ ରିପୋର୍ଟ ଅନୁସାରେ କିଛି ବୈଜ୍ଞାନିକମାନେ ଚନ୍ଦାପଣରେ ଶି-କା-ର ହୋଇଥିବା ବ୍ୟକ୍ତିମାନଙ୍କର ଜିନ ଓ ଡ଼ିଏନଏର ସାମ୍ପଲିଂ କରିଥିଲେ । ଏହା ସହିତ ସେହି ପୁରୁଷମାନଙ୍କର ଚନ୍ଦାପଣର ପ୍ରକାର ଭେଦକୁ ମଧ୍ୟ ପରୀକ୍ଷା କରିଥିଲେ । ଏହାକୁ androgenetic alopecia ବି କୁହାଯାଏ । କହିବାକୁ ଗଲେ ଏହି କାରଣରୁ ୫୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କ ମଧ୍ୟରେ ୫୦ ପ୍ରତିଶତ ପୁରୁଷ ଚନ୍ଦାପଣର ଶି-କା-ର ହୋଇଥାନ୍ତି । androgenetic alopeciaର ଶି-କା-ର ହୋଇଥିବା ବ୍ୟକ୍ତିମାନଙ୍କ ଶରୀରରେ ଏଣ୍ଡ୍ରୋଜେନର ମାତ୍ରା ମଧ୍ୟ ବଢିଯାଏ ।

ଏହି ନୂଆ ରିସର୍ଚ ଅନୁସାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ କିଛି ନୂଆ ବିକଳ୍ପ ବି ସାମ୍ନାକୁ ଆସିଛି । କରୋନା ଭା-ଇ-ର-ସ ଉପରେ ରିସର୍ଚ କରୁଥିବା ବୈଜ୍ଞାନିକମାନେ କହିଛନ୍ତି କି, ଏହି ପ୍ରକାର ଭେଦ ଅନୁସାରେ ଯଦି ଚିକିତ୍ସା କରାଯାଉଛି ତେବେ କରୋନାର ପ୍ରଭାବ ଧୀରେ ଧୀରେ କମ ହୋଇପାରେ । କହିଦେଉଛୁ କି ଏଣ୍ଡ୍ରୋଜେନ୍ ରିସେପ୍ଟର ପୁରୁଷମାନଙ୍କ ଶରୀରରେ ଚନ୍ଦାପଣକୁ ନିୟନ୍ତ୍ରଣ କରିଥାଏ ।

ଏହା ସହିତ ଏହା ବି ସ୍ପଷ୍ଟ ହୋଇଯାଏ କି କେଉଁ ବ୍ୟକ୍ତିର ଶରୀରରେ କେତେ ପରିମାଣରେ ଏଣ୍ଟ୍ରୋଜେନ ଅଛି । ଏଣ୍ଟ୍ରୋଜେନ MPRSS2 ଏନଯାଇମ ସହ ଜଡିତ ଅଟେ । ଯାହା କରୋନା ଭା-ଇ-ର-ସରୁ ରକ୍ଷା କରିବାରେ ବ୍ୟକ୍ତିମାନଙ୍କ ଶରୀରରେ ଏକ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ ।

Leave a Reply

Your email address will not be published. Required fields are marked *