କରୋନା ସମୟରେ ବରଦାନ ଅଟେ ଏହି ଫଳ, ଜାଣନ୍ତୁ ଏହାକୁ ଖାଇବାର ଜବରଦସ୍ତ ଫାଇଦା

ମିଠା ରସ ପୂର୍ଣ ଜଲେପୀ କାହାକୁ ଅବା ପସନ୍ଦ ନୁହଁ, ଆପଣ ମାନେ ଜଙ୍ଗଲି ଜଲେପୀ କେବେ ନା କେବେ ଖାଇଥିବେ । ତେବେ ଏହି ଜଙ୍ଗଲି ଜଲେପୀ ଗାଁ ମାନଙ୍କରେ ଦେଖିବାକୁ ଅଧିକ ମିଳିଥାଏ, ଆଉ ଛୁଆ ମାନେ ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି କାହିଁକିନା ଏହା ଖଟା ମିଠା ଲାଗିଥାଏ ଯାହା ଛୁଆଙ୍କୁ ବହୁତ ପସନ୍ଦ ଆସିଥାଏ । ଜଙ୍ଗଲି ଜଲେପୀ ଗୋଟେ ପ୍ରକାର ଫଳ ହୋଇଥାଏ, ଯାହା ଦେଖିବା ପାଇଁ ଜଲେପୀ ଆକାରର ହୋଇଥାଏ ସେଥିପାଇଁ ଏହାକୁ ଜଙ୍ଗଲି ଜଲେପୀ ନା ଦିଆ ଯାଇଛି । ଆପଣଙ୍କୁ ଏହା ଗାଁ ମାନଙ୍କରେ ଦେଖିବାକୁ ମିଳିବ, ତେନ୍ତୁଳୀ ଭଳି ଏହା ମଧ୍ୟ ଗଛରେ ବହୁତ ସୁନ୍ଦର ଭାବରେ ଲଟକିଥାଏ ଯାହା ଛୁଆ ତୋଳିକି ଖାଇବାକୁ ପସନ୍ଦ କରନ୍ତି ।

୧.ଜଙ୍ଗଲି ଜଲେପୀବିଟାମିନ ସି ଦ୍ଵାରା ଭରପୁର ହୋଇଥାଏ, ତେବେ ଏହି କଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଯେ କୋରୋନା ସମୟରେ ବିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ପାଇଁ କୁହା ଯାଉଛି କାହିଁକିନା ବିଟାମିନ ସି ଆମ ରୋଗ ପ୍ରତି ରୋଧକ କ୍ଷମତା ବଢାଇବାରେ ସାହାଜ୍ଯ କରିଥାଏ । ତେବେ ବିଟାମିନ ସି ଛଡା ଜଙ୍ଗଲି ଜଲେପୀରେ ଆଇରନ ଆଉ ପ୍ରୋଟିନ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ।

ତେବେ ଜଙ୍ଗଲି ଜଲେପୀ ସେବନ କରିବା ଦ୍ଵାରା ଆପଣଙ୍କ ଶରୀର ବିଭିନ୍ନ ଅଙ୍ଗ ମାନଙ୍କରେ ବଳ ମିଳିଥାଏ ଯାହା ଦ୍ଵାରା ଆପଣ ଦୁଇ ଗୁଣ ଅଧିକ କାମ କରି ପାରନ୍ତି । ତେବେ କଣ ଆପଣ ଜାଣିଛନ୍ତି ଯେ ଆଇରନ ଦ୍ଵାରା ଆପଣଙ୍କ ରକ୍ତ ସଫା ହୋଇଥାଏ, ଏହି ଭଳି ଜଙ୍ଗଲି ଜଲେପୀ ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ ।

୨. ଜଙ୍ଗଲି ଜଲେପୀ ଖାଇବା ଦ୍ଵାରା ଦାନ୍ତ ମଜବୁତ ହୋଇଥାନ୍ତି ଆଉ କେବଳ ଦାନ୍ତ ନୁହ ଶରୀର ହାଡ ମଧ୍ୟ ମଜବୁତ ହୋଇଥାଏ, ତେବେ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ଜଙ୍ଗଲି ଜଲେପୀରେ କ୍ୟାଲସିଅମ ମାତ୍ରା ବହୁତ ଅଧିକ ହୋଇଥାଏ ଯାହା ଫଳ ସ୍ୱରୂପ ଆପଣଙ୍କ ଦାନ୍ତ ବହୁତ ମଜବୁତ ହୋଇଥାନ୍ତି । ତେବେ ଆଣ୍ଠୁ ଗଣ୍ଠି ବିନ୍ଧା ସବୁ ଏହାକୁ ଖାଇଏ ଦୂର ହୋଇଥାଏ ।

୩. ଜଙ୍ଗଲି ଜଲେପୀ ଆଖି ପାଇଁ ରାମବାଣ ଚିକିତ୍ସା ଅଟେ, ତେବେ ଜଙ୍ଗଲି ଜଲେପୀ ଖାଇବା ଦ୍ଵାରା ଆପଣଙ୍କ ଆଖି ଦ୍ରୁଷ୍ଟି ବଢିବାକୁ ଲାଗିଥାଏ ଆଉ ଆପଣଙ୍କ ଆଖି ସ୍ଵସ୍ଥ ବ୍ରହିଥାଏ ।

୪. ଜଙ୍ଗଲି ଜଲେପୀ ଫଳ କେବଳ ଲାଭକାରୀ ହୋଇନଥାଏ ଏହାର ପତ୍ର ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣ ଜଙ୍ଗଲି ଜଲେପୀ ପତ୍ର ଆଣି ତାକୁ ବାଟି ତା ରସ ନିଜ ଦରଜ ଜାଗାରେ ଲଗାଇବେ ତେବବେ ଆପଣଙ୍କୁ ବହୁତ ଶୀଘ୍ର ଆରାମ ମିଳିଥାଏ ।

୫. ଜଙ୍ଗଲି ଜଲେପୀ ଇମୁନିଟି ବଢାଇବା ପାଇଁ ବହୁତ ଲାଭକାରୀ ହୋଇଥାଏ, ତେବେ ଏହି ଫଳ ଗରମ ସିଜନରେ ମିଳିଥାଏ ଆଉ ଏବେ ଏହା ବହୁତ ସହଜରେ ମିଳିଥାଏ । କରୋନା କାଳରେ ଏହାର ସେବନ ଆପଣଙ୍କ ଶରୀର ପାଇଁ ଆୟୁର୍ବେଦିକ ଔଷଧ ଭଳି କାମ କରିଥାଏ ।

Leave a Reply

Your email address will not be published. Required fields are marked *