ପୂଜା କରୁଥିବା ସମୟରେ, ଆଖିରେ ଆସିଲେ ଲୁହ…. ,ଇଲେ ଏହି ସଂକେତ !

ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ଅନୁସାରେ ସର୍ବପ୍ରଥମେ ଏହି ବ୍ରହ୍ମାଣ୍ଡ ଖାଲି ଥିଲା । ଚାରିଆଡେ କେବଳ ଅନ୍ଧକାର ଥିଲା । ଏହାପରେ ଅଚାନକ ଏକ ବିଶାଳ କାୟା ଶିବ ଲି-ଙ୍ଗ ପ୍ରକଟ ହେଲା, ଯାହା ଫଳରେ ଏହି ସଂପୂର୍ଣ୍ଣ ବ୍ରହ୍ନାଣ୍ଡ ଊର୍ଜା ରେ ଭରିଗଲା । ଏହାର କିଛି ସମୟ ପରେ ଏହି ବ୍ରହ୍ମାଣ୍ଡ ରେ ପଦାର୍ଥ ର ନିର୍ମାଣ ହେଲା । ଯେଉଁଥିରେ ଜଳ, ଧାତୁ, ବାୟୁ, ଭଳି କେତେକ ଜିନିଷର ନିର୍ମାଣ ହେଲା । ଏହି କାରଣରୁ ମାନାଯାଇଅଛି ଯେ, ଏହିସବୁଥିରେ ଭଗବାନ ଶିବ ଙ୍କର ବାସ ରହିଅଛି । ସମସ୍ତ ବ୍ରହ୍ମାଣ୍ଡ ର କୋଣ କୋଣ ରେ ପ୍ରକାଶିତ ହେଉଥିବା ଊର୍ଜା ଶିବ ହିଁ ଅଟନ୍ତି ।

ଭଗବାନ ଶିବ ହିଁ ଆଦି ଅଟନ୍ତି, ଏବଂ ଶିବ ହିଁ ଅନ୍ତ ଅଟନ୍ତି । ବନ୍ଧୁଗଣ ଆମ୍ଭେମାନେ ଯେତେବେଳେ ପୂଜା କରିବା ନିମନ୍ତେ ବସିଥାଉ, ସେତେବେଳେ ଆମ ଆ-ତ୍ମା ର କନେକସନ ଈଶ୍ବରଙ୍କ ସହିତ ହୋଇଥାଏ । ଈଶ୍ଵର ସର୍ବ ବ୍ୟାପୀ ଅଟନ୍ତି ।

ଏହାଛଡା ନିର୍ଜୀବ ଜୀବରେ ଈଶ୍ବରଙ୍କ ବାସ ହୋଇଥାଏ । ଏହି କାରଣରୁ ଯଦି ଆପଣଙ୍କ ଅନ୍ତରଆ-ତ୍ମା ର ଈଶ୍ଵରଙ୍କ ସହିତ ସମ୍ବନ୍ଧ ଯୋଡି ହୋଇଯାଏ । ତେବେ ଈଶ୍ଵର ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ବନ୍ଧୁଗଣ ଏହି ସଙ୍କେତ ବହୁତ ସାଧାରଣ ହୋଇଥାଏ । ଯାହାକୁ ଆମ୍ଭେମାନେ ଅଣଦେଖା କରିଥାଉ ଏବଂ ତାଙ୍କ ସଂକେତ କୁ ସାଧାରଣତ ଜାଣିପାରି ନଥାଉ । ବନ୍ଧୁଗଣ ସର୍ବ ବ୍ୟାପୀ ପର-ମା-ତ୍ମା ସମସ୍ତ ଜୀବଜନ୍ତୁ ଙ୍କର ଆ-ତ୍ମା ସହିତ ଜଡିତ ହୋଇ ରହିଅଛନ୍ତି । ଯେବେମଧ୍ୟ ଆମେ ପୂଜା କରିଥାଉ ତେବେ ଆମ୍ଭର ଆଖାପାଖି ଅଞ୍ଚଳର ବାତାବରଣ ସକାରତ୍ମକ ଊର୍ଜା ରେ ଭରିଯାଏ ।

ଏହି କାରଣ ବଶତ ଆମ୍ଭକୁ ପ୍ରସନ୍ନତା ଅନୁଭବ ହୋଇଥାଏ । ଏହାସହିତ ଆମ୍ଭ ମାହୋଲ ମଧ୍ୟ ଆନନ୍ଦରେ ଭରିଯାଏ । ଆପଣ ଯେତେ ଚିନ୍ତା ରେ ରହିଥିଲେ ମଧ୍ୟ ପୂଜା କରିବା ଦ୍ଵାରା ଆମ୍ଭକୁ ସତେଜତା ମିଳିଥାଏ । କାରଣ ଏହି ସକାରାତ୍ମକ ଶକ୍ତି ର ପ୍ରଭାବ ହିଁ କିଛି ଏହିଭଳି ହୋଇଥାଏ । ବନ୍ଧୁଗଣ କେତେକ ସମୟରେ ବିଦ୍ୟାର୍ଥୀ ଶିକ୍ଷା ଅଧ୍ୟୟନ କରୁଥିବା ସମୟରେ ମା ସରସ୍ଵତୀ ଙ୍କର ଧ୍ୟାନ କରିଥାନ୍ତି, ସେହି ସମାୟାରେ ତାଙ୍କ ଆଖିରୁ ଲୁହ ଚାଲି ଆସିଥାଏ । ଅଥବା ଅଚାନକ ଭାବରେ ନିଦ ଆସିବାକୁ ଲାଗିଥାଏ ।

ଏହାର ଅର୍ଥ ଏହା ହେଉଛି ଯେ, ମା ସରସ୍ବତୀଙ୍କ କୃପା ସେହି ବିଦ୍ୟାର୍ଥୀ ଙ୍କ ଉପରେ ବ-ନ୍ଧ ରହିଅଛି । ଏହାସହିତ ଯଦି ଆମ୍ଭେମାନେ ଈଶ୍ବରଙ୍କ କଥା ସହିତ କୌଣସି ବିଷୟବସ୍ତୁ ଶୁଣିଥାଉ ତେବେ ଆମ ଶରୀରର ଲୋମ ଟାଙ୍କି ଉଠିଥାଏ । ଏହାସହିତ ଆମ ଆଖିରେ ଲୁହ ମଧ୍ୟ ଚାଲି ଆସିଥାଏ । ବନ୍ଧୁଗଣ ଇଶ୍ଵରଙ୍କର ସେହି ଅନନ୍ତ ଶକ୍ତି ର ଅନୁଭବ କରି ଆମ ଆଖିରେ ଲୁହ ଆସିବା ସହିତ ଈଶ୍ବରଙ୍କ ଉପରେ ଆମର ବିଶ୍ଵାସ ଦୃଢ ହେବାରେ ଲାଗିଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ଆଖିରେ ଲୁହ ଆସିଥାଏ ତେବେ, ଇଶ୍ଵର ସଙ୍କେତ ଦେବାକୁ ଚାହୁଁଞ୍ଚନ୍ତି ଯେ, ଆପଣଙ୍କ ଆ-ତ୍ମା-ର ମିଳନ ଈଶ୍ବରଙ୍କ ସହିତ ହୋଇସାରିଛି । ଏହି ସମୟରେ ଈଶ୍ଵରଙ୍କୁ ନିଜର ମନୋକାମାନ ନିଶ୍ଚିତ ଜଣାନ୍ତୁ । ବନ୍ଧୁଗଣ ଏହି ସମୟରେ ଈଶ୍ବରଙ୍କୁ ଜଣାଇଥିବା ମନୋକାମନା ର ଫଳ ଅବଶ୍ୟ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ବପୂର୍ଣ୍ଣ ଟିପ୍ପଣୀ ଟି କିଭଳି ଲାଗିଲା, ଦୟାକରି ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *