ମୃତ୍ୟୁ ପରେ 12ପତ୍ର କାହିଁକି ପାଳନ ହୁଏ? Garuda Puran

ହିନ୍ଦୁ ଧର୍ମରେ ବହୁତ ଗୁଡେ ପୁରାଣ ଅଛି ଆଉ ଏହି ଶାସ୍ତ୍ର ପୁରାଣରେ ବହୁତ କିଛି ନିୟମ କୁହା ଯାଇଛି ତେବେ ଶାସ୍ତ୍ରରେ ମଣିଷ କଲ୍ୟାଣ ବିଷୟରେ ଲେଖା ହୋଇଛି ଯାହା ସମସ୍ତଙ୍କୁ ଜାଣିବା ଆବଶ୍ୟକ ହୋଇଥାଏ । ଗରୁଡ ପୁରାଣ ଏକ ଏମିତିକା ଶାସ୍ତ୍ର ଯାହା ଅନୁଯାଇ ଅ-ନ୍ତି-ମ ସଂ-ସ୍କା-ର ବହୁତ ବଡ ନିୟମ ହୋଇଥାଏ ଆଉ ଏହାକୁ ବିଧି ଅନୁଯାଇ ନକରିଆ ଦ୍ଵାରା ମୃ-ତ-କ-ଙ୍କୁ ଶାନ୍ତି ମିଳିନଥାଏ । ତେବେ ଗରୁଡ ପୁରାଣରେ ୧୨ ଦିନର ବିଧି ବିଷୟରେ କୁହା ଯାଇଛି ଆଉ ଏହା ମଧ୍ୟ କୁହା ଯାଇଛି ଯେ ୧୨ ଦିନର କଣ କାରଣ ହୋଇଥାଏ । ତେବେ ଆସନ୍ତୁ ଅ-ନ୍ତି-ମ ସଂସ୍କାର ଆଉ ୧୨ ଦିନର କଣ କାରଣ ହୋଇଥାଏ ଆଉ ଏହାକୁ ପାଳନ ନକରିବା ଦ୍ଵାରା କଣ ହୋଇଥାଏ ।

ଗରୁଡ ପୁରାଣ ଅନୁଯାଇ ଯେତେବେଳେ କାହାର ମୃ-ତ୍ୟୁ ହୋଇଥାଏ ସେତେବେଳେ ସେହି ଆ-ତ୍ମାରେ ଏତେ ଶକ୍ତି ନଥାଏ ଯେ ସେ ଏତେ ଦୂର ଯାତ୍ରା କରି ପାରିବ ଆଉ ୟମଲୋକ ପହଞ୍ଚି ପାରିବ, ତେବେ ଆ-ତ୍ମା-କୁ ୧୦ ଦିନ ସମୟ ଲାଗିଥାଏ ଯାହା ଦ୍ଵାରା ସେ କିଛି ସବଳ ହୋଇଥାଏ ଆଉ ତା ପରେ ୧୦ ଦିନ ପରେ ଯେଉଁ ବ୍ରାମ୍ହଣ ଭୋଜନ ଦିଆ ଯାଇଥାଏ ତାହା ୧୨ଟି ବ୍ରାମ୍ହଣ ମାନଙ୍କୁ ଡବା ଉଚିତ ଏହା ଦ୍ଵାରା ଆ-ତ୍ମା-କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ ହୋଇନଥାଏ ।

କଣ ଆପଣ ଏହା ଜାଣିଛନ୍ତି ଯେ ଆପଣ ନିଜ କ୍ଷମତା ଅନୁଯାଇ ଆଉ ଅଧିକ ବ୍ରାମ୍ହଣ ମାନଙ୍କୁ ଖାଇବାକୁ ଦେଇ ପାରିବେ କିନ୍ତୁ ୧୨ ଠାରୁ କମ ନୁହ । ଶାସ୍ତ୍ର ଅନୁଯାଇ ୧୨ ଦିନ ସମାପ୍ତ ହେଲା ପରେ ଆ-ତ୍ମା-କୁ ବଳ ପ୍ରାପ୍ତ ହୋଇଥାଏ ଆଉ ସେ ୟମଦୁତ ମାନଙ୍କ ସହ ଭଲରେ ଯାଇଥାନ୍ତି କିନ୍ତୁ ଯେଉଁ ଆ-ତ୍ମା ପି-ଣ୍ଡ ଦାନ କରା ଯାଇ ନଥାଏ ସେହି ଆ-ତ୍ମା-କୁ ଯ-ମ-ଦୁ-ତ ୧୨ ଦିନ ପରେ ଘୋଷାଡିକି ନେଇ ଯାଇଥାନ୍ତି ଆଉ ସେହି ଆ-ତ୍ମା ଭୋକିଲା ଅବସ୍ଥାରେ ବହୁତ ଦୁଃଖ ପାଇଥାଏ ।

ତେବେ ଯେଉଁ ଘର ଲୋକ ଉଧାରୀ କରି ଅ-ନ୍ତି-ମ ସଂସ୍କାର ବିଧି କରିଥାନ୍ତି ଆଉ ଭୋଜନ କରାଇଥାନ୍ତି ସେହି ଆ-ତ୍ମା ମନକୁ ଦୁଃଖ ହୋଇଥାଏ କାହିଁକିନା ତାଙ୍କ ପାଇଁ ତାଙ୍କ ପରିଜନ ଅସୁବିଧାରେ ପଡିଥାନ୍ତି । ତେବେ ଯେଉଁ ମୃ-ତ-କ ବ୍ୟକ୍ତି ମାନଙ୍କ ପି-ଣ୍ଡ ଦାନ କରା ଯାଇ ନଥାଏ ସେହି ଆ-ତ୍ମା-କୁ ପିଶାଚ ୟୋ-ନିରୁ ମୁକ୍ତି ମିଳିନଥାଏ ଆଉ ଏହି ଭଳି ବ୍ୟକ୍ତି ତାଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି ।

ତେବେ ୧୨ ଦିନର ପି-ଣ୍ଡ ଦାନ କରିବା ଆବଶ୍ୟକ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ପରିଜନଙ୍କ ଆ-ତ୍ମା ଯମଲୋକ ବହୁତ ଭଲରେ ଯାଇଥାନ୍ତି ଆଉ ନିଜ ପୂର୍ବଜ ମାନଙ୍କ ଆଶୀର୍ବାଦ ପାଇଁ ସୂର୍ଯ୍ୟଙ୍କ ସହ ଇଷ୍ଟ ଦେବଙ୍କୁ ମଧ୍ୟ ପାଣି ଦବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *