ମହିଳାଙ୍କ ଏହି ୫ଟି ଅଭ୍ୟାସ ପାଇଁ ସେ ପଡି ଥାନ୍ତି ଅସୁବିଧା ରେ

ପ୍ରାୟତଃ ଲୋକ କହି ଥାନ୍ତି ଯେ ଠାକୁର ନାରୀକୁ ଗଢିଲେ କିନ୍ତୁ ସେ ନିଜେ କେବେ ନାରୀକୁ ପୂର୍ଣ ରୂପରେ ଚିହ୍ନି ପାରିଲେ ନାହିଁ, କେଉଁ ନାରୀ ମନରେ କେବେ କଣ ଚାଲିଛି ଆପଣ ମଧ୍ୟ ଜାଣି ପାରିବେ ନାହିଁ । ଆପଣ ନାରୀ ଇଛା ବିନା ତା ସୁଖ ବା ଦୁଃଖ ବିଷୟରେ ଜାଣି ପାରିବେ ନାହିଁ କାହିଁକିନା ନାରୀ ନିଜ ଭାବନା ଲୁଚେଇବା ପାଇଁ ବହୁତ ଭାବୁକ ହୋଇ ଥାଏ । ଦେଖିବାକୁ ଗଲେ ବହୁତ ଏମିତି କଥା ଅଛି ଯାହା ପ୍ରାୟତଃ ସବୁ ନାରିଙ୍କ ମଧ୍ୟରେ ସମାନ ହୋଇ ଥାଏ ।

ଆଜି ଆମେ ଆପଣଙ୍କୁ ମହିଳାଙ୍କ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ନିଜେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ।

ଯାହା ଦ୍ଵାରା ପ୍ରାୟତଃ ନାରୀ ଅସୁବିଧା ରେ ପଡି ଥାଏ, ସର୍ବ ପ୍ରଥମେ ଆଚାର୍ଯ୍ୟ କହିଛନ୍ତି ଯେଉଁ ନାରୀ ପ୍ରତେକ କଥା ରେ ମିଚା କହି ଥାଏ ସେ କେବେ ଏମିତି ବଡ ସଙ୍କଟ ରେ ପଡି ଥାଏ ଯାହା ଠାରୁ ବଞ୍ଚିବା କଷ୍ଟକର ଅଟେ । ଏମିତି ନାରୀ ନିଜ କାମ ଓ ନିଜ ମିଛ ପାଇଁ ନିଜେ ହଇରାଣ ହୋଇ ଥାନ୍ତି ଏବଂ ଅନ୍ୟ ଲୋକଙ୍କୁ ବି ହଇରାଣ କରି ଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ଏମିତି ବି ନାରୀ ହୁଅନ୍ତି ଯାହା ସ୍ଵଭାବ ବହୁତ ନାରିଙ୍କ ଠାରୁ ଭିନ୍ନ ହୋଇ ଥାଏ, ଓ ସେ ନିଜ ଅଲଗା ସ୍ଵଭାବ ପାଇଁ ହଟାତ କିଛି ଏମିତି କାମ କରି ଦିଅନ୍ତି ଯାହା ହଡ ବଡ ରେ ହୋଇ ଥାଏ । ହଟାତ କିଛି ନିର୍ଣ୍ୟା କରିବା ପାଇଁ ବହୁତ ଏମିତି ମହିଳା ଅଛନ୍ତି ଯିଏ ହଟାତ କିଛି କାମ କରି ଦିଅନ୍ତି କିନ୍ତୁ ତା ପାଇଁ ସେ ବହୁତ ବଡ ଅସୁବିଧା ରେ ମଧ୍ୟ ପଡି ଯାନ୍ତି ସେଥିପାଇଁ କୌଣସି କାମ କରିବା ଆଗରୁ ଭଲ ଭାବରେ ଭାବି ଚିନ୍ତି କାମ କରନ୍ତୁ ।

କେତେକ ନାରୀ ଏମିତି ମଧ୍ୟ ଥାନ୍ତି ଯିଏ ଧନ ପାଇଁ ବହୁତ ଲୋଭୀ ହୋଇ ଥାନ୍ତି ଓ ତାଙ୍କ ପାଇଁ ଧନ ଜୀବନର ସବୁ କିଛି ହୋଇ ଥାଏ । ଏହି ଭଳି ନାରୀମାନଙ୍କ ଠାରୁ ବଞ୍ଚିକି ରହିବା ଉଚିତ ଅଟେ କାହିଁକିନା ଏହି ଭଳି ନାରୀ ଭଉତ ସ୍ଵାର୍ଥୀ ହୋଇ ଥାନ୍ତି ଓ ସେ ନିଜ ଆଗରୁ କାହା ବିଷୟରେ ଭାବନ୍ତି ନାହିଁ । ଏହି ଭଳି ନାରୀ ଯାହା ପାଇଁ ଧନ ସବୁକିଛି ହୋଇ ଥାଏ ସେ କେବେ ଏମିତି ଅସୁବିଧା ସାମ୍ନା କରନ୍ତି ଯାହା ଦ୍ଵାରା ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇ ଯାଏ ।

Leave a Reply

Your email address will not be published. Required fields are marked *