ମହିଳାଙ୍କୁ ସମସ୍ତେ ବହୁତ ଦୁର୍ବଳ ଭାବି ଥାନ୍ତି କିନ୍ତୁ ଭଗବାନ ସ୍ତ୍ରୀ ମାନଙ୍କୁ ବହୁତ ଶକ୍ତି ପ୍ରଦାନ କରିଥିଲେ । ମହିଳାଙ୍କ ଜୀବନ ବହୁତ କଷ୍ଟମୟ ହୋଇଥାଏ କିନ୍ତୁ ମହିଳାଙ୍କ ଭିତରେ ମମତା ଭଳି ଭାବନା ହୋଇଥାଏ ଯାହା ତାଙ୍କୁ ଅନ୍ୟ ପ୍ରାଣୀଠାରୁ ଅଲଗା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମହିଳାଙ୍କ ବିଷୟରେ ଜାଣି ନାହାନ୍ତି । ଏମିତିକି ସେମାନେ ନିଜେ ମଧ୍ୟ ଏହି ବିଷୟରେ ଅବଗତ ନୁହନ୍ତି ।

ରୋଗ ପ୍ରତିରୋଧାକ କ୍ଷମତା :
ଆପଣ ମାନେ ନିଜ ଘରେ ମା ବା ଅନ୍ୟ ମହିଉଳାଙ୍କୁ ରୋଗରେ ପଡିବାର ଦେଖିଛନ୍ତି ଆପଣ ବହୁତ କମ ଥର ଏମିତି ଦେଖିବାକୁ ପାଇଥିବେ । ମହିଳାଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ ହୋଇଥାଏ ।

ବ୍ରେନ ପାୱର :
ଯେଉଁ ମହିଳା ନିଜ ଗୃହ କାର୍ଯ୍ୟ ମନ ଧ୍ୟାନ ଏବଂ ଦାଇତ୍ଵ ଅନୁଯାଇ କରନ୍ତି ସେହି ମହିଳାଙ୍କ ଘରେ ସ୍ଵୟଂ ମାଆ ଲକ୍ଷ୍ମୀ ବାସ କରନ୍ତି ଓ ଏହି ଭଳି ମହିଳାଙ୍କ ସାକ୍ଷାତ ଲକ୍ଷ୍ମୀଙ୍କ ରୂପ କୁହାଯାଏ । ଏହି ଭଳି ମହିଳାଙ୍କ ଭିତରେ ବହୁତ ବ୍ରେନ ପାୱର ହୋଇଥାଏ । ଏହା ଛଡା ଯେଉଁ ମହିଳା ମାନେ ଗୃହ କାର୍ଯ୍ୟରେ ମନ ଦିଅନ୍ତି ନାହିଁ ଓ ନିଜ ଦାଇତ୍ଵ ବୁଝନ୍ତି ନାହିଁ ତାଙ୍କ ଘରେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ଏହି ଭଳି ଘରେ ଦରିଦ୍ରତା ଆସିଥାଏ ।

ଆଘାତ ସହିବା ଶକ୍ତି :
ମହିଳାଙ୍କ ଭିତରେ ଆଘାତ ପାଇବା ଓ ସହିବା କ୍ଷମତା ପୁରୁଷ ଠାରୁ ଅଧିକ ହୋଇଥାଏ । ଯେଉଁ ମହିଳା ମାନେ ନିଜ ସ୍ଵାମୀକୁ ସବୁ କିଛି ମାନନ୍ତି ଏବଂ ନିଜ ସ୍ଵାମୀ ପାଇଁ କିଛି ବି କରିବା ପାଇଁ ରାଜି ହୁଅନ୍ତି ସେହି ସ୍ତ୍ରୀକୁ ମାତା ଲକ୍ଷ୍ମୀଙ୍କ ପ୍ରତି ବିମ୍ବ କୁହାଯାଏ, ଏହି ଭଳି ସ୍ତ୍ରୀ ନିଜ ସ୍ଵାମୀକୁ ଦେବତା ମାନନ୍ତି ଏବଂ କେବେ ବି ତାଙ୍କୁ ଭୁଲ କାର୍ଯ୍ୟ କରିବା ପାଇଁ ଦିଅନ୍ତି ନାହିଁ ।

ଗର୍ଭବତୀ :
ମହିଳା ଜାତି ଏମିତି ଜେନ ଭଗବାନଙ୍କ ଉତପତି ଯିଏ ନୂଆ ଜୀବନକୁ ଜନ୍ମ ଦେଇଥାନ୍ତି, ମହିଳା ଗୋଟେ ନୂଆ ସଂସାରକୁ ଜନ୍ମ ଦେଇଥାନ୍ତି । ଯେଉଁ ମହିଳା ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷକୁ ପସନ୍ଦ କରନ୍ତି ବା ସମ୍ବନ୍ଧ ରଖନ୍ତି ତାଙ୍କ ଘର ନଷ୍ଟ ହୋଇଥାଏ ଏବଂ ତାଙ୍କ ଉପରେ ପ୍ରକୋପ ପଡିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।