ମଜେଦାର ଚୁଟ୍କୁଲେ : ସ୍ଵାମୀ : ନିଶାରେ ସ୍ତ୍ରୀ ଜିନିଷରେ ହାତ ମାରି କହିଲା-ଏହି ରାସ୍ତା କୁଆଡେ ଯାଉଛି ? ସ୍ତ୍ରୀ କହିଲା….

ଜୋକସ ସଂସାରରେ ଆପଣକୁ ସ୍ଵାଗତ । ସବୁଥର ଭଳି ଏଥର ମଧ୍ୟ ଆପଣଙ୍କ ପାଇଁ ବହୁତ ବଢିଆ ମଜା କଥା ନେକରି ଆସିଛୁ । ଏହି ଜୋକସ ପଢି ଆପଣ ପୁରା ମସ୍ତ ହୋଇଯିବେ । ଇଏ ଆପଣଙ୍କ ସବୁ ଚିନ୍ତା ଦୂର କରିଦେବ, ଯଦି ଆପଣ ହସର କୋଷ୍ଟରରେ ରାଇଡ କରିବା ପାଇଁ ଚହୁଁଛନ୍ତି ତା ଜୟା ଶ୍ରୀରାମ କହି ଏହି ସବୁ ଜୋକସ  ଫଟାଫଟ ପଢୀ ନିଅନ୍ତୁ ଓ ହସର ଦୁନିଆରେ ହଜି ଯାଆନ୍ତୁ ।

୧. ମମି : ନେ ଖେଚୋଡି ଖାଇ ଦେ…

Image Courtesy: Google

ମୁଁ : ମତେ ତା ବିନା ଖାଇବାକୁ ଇଛା ହୁଏ ନା ?

ମା ଚପଲ ଉଠେଇ : ସେ କିଏ ??

ମୁଁ : ଆଚାର

୨. ଦ ଗ୍ରେଟ ଖଲି : ଭାଇ ଅଙ୍ଗୁର କେତେ ଟଙ୍କା ?

ଦୋକାନୀ : ମୋ ବାପା ଟିକେ ନଇ ଦେଖ ତରବୁଜ ଅଟେ ଅଙ୍ଗୁର ନୁହ ।

୩. ଯଦି କମଳ ଘୋଡେଇବା ପରେ ଆପଣଙ୍କୁ ଲାଇଟ ଦେଖା ଯାଏ ।

ତେବେ ଆପଣଙ୍କୁ ତୁଳା ବଦଳିବା ସଂକେତ ଅଟେ । ସତ କହୁଛି ।

Image Courtesy: Google

୪. ଶୀଘ୍ର ଗାଧେଇବା ଭଲ ନୁହ । ମୁଁ ଗାଧେଇବା ପାଇଁ ଘଣ୍ଟାଏ ନିଏ ।

୫୮ ମିନିଟ କେବଳ ପାଣି ବାଲ୍ଟିକୁ ଅନେଇବା ପାଇଁ ଆଉ ୨ ମିନିଟ ଗାଧେଇବା ପାଇଁ ।

୫. ଗୋଟେ ଭିକାରି ଭିକ ମାଗିବା ପାଇଁ ବ୍ଯାଙ୍କ ଲାଇନରେ ଗଲା । ସେ ଅନ୍ତିମରେ ଠିଆ ହୋଇଥିବା ବ୍ୟକ୍ତିକୁ ଭିକ ମାଗିଲା ।

ବ୍ୟକ୍ତି କହିଲା – ଆଗକୁ ଜା

ତା ଆଗରେ ଥିବା ଲୋକ କହିଲା – ଆଗକୁ ଜା

ଏମିତି କରୁ କରୁ ସେ ବ୍ଯାଙ୍କ କାଉଣ୍ଟର ପର୍ଯ୍ୟନ୍ତ ପହଞ୍ଚିଲା ।

ଓ ନିଜ ଟଙ୍କା ଚେଞ୍ଜ କରାଇ ଦୁଇ ମିନିଟରେ ବାହାରକୁ ପଳେଈ ଆସିଲା ।

୬. ମତେ ଏହି ୨ଟି କଥା କେବେ ବୁଝି ଆସିଲା ନାହିଁ, ମହିଳା ମାନେ ଗୋଟେ ଆଡୁଆ କୁହନ୍ତି “ପୁରୁଷ ମୂର୍ଖ ହୋଇଥାନ୍ତି”

ଆଉ ନିଜେ କୁହନ୍ତି “ ଆମେ ପୁରୁଷଙ୍କ ଠାରୁ କମ ନୁହ” ।

Image Courtesy: Google

୭. ସ୍ଵାମୀ : ନିଶାରେ ସ୍ତ୍ରୀ ଜିନିଷରେ ହାତ ମାରି କହିଲା – ଏହି ରାସ୍ତା କୁଆଡେ ଯାଉଛି ?

ସ୍ତ୍ରୀ : ସ୍ଵାମୀ ଜିନିଷ ଧରି କହିଲା, “ଏଇ ହରାମିକୁ ପଚାର ଯେ ସବୁ ଦିନ ଯିବା ଆସିବା କରେ ।”

୮. ଚେନେଇରେ ବିଦ୍ୟାର୍ଥୀକୁ ମାରିବା ପାଇଁ ଟିଚର ଉପରେ ୫୦ ହଜାର ଯୁର୍ମାନା ଦବାକୁ ପଡିଲା ।

ସ୍କୁଲରେ ମୁଁ ଯେତିକି ମାଡ ଖାଇଛି ମୋର ୫କୋଟି ଟଙ୍କା ବୁଡି ଗଲା ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *