ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ । ସେ ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ।

ଜୋକ-୧
ଏବେ ବହୁତ ହୋଇଗଲା ….
ଏହି ଉଡା କଥା ….
କିଏ ଏମିତି ପ୍ରଚାର କରୁଛି ….
ଆକ୍ଟିଭାର ସାଇଲେନ୍ସରରେ
ସ୍ତ୍ରୀ ର ନାମ ଲେଖିଲେ …..
ବୁଲେଟର ଆବାଜ ଆସିଥାଏ ……..!!!

ଜୋକ-୨
ପପୁ ଗୋଟେ ଝିଅକୁ ମେସେଜ କଲା –
‘ହେ, ନମ୍ବର ଦିଅ ତୁମର ‘
ଝିଅ – ୨୫/୧୦୦
ପପୁ – ଏହା କି ନମ୍ବର ଅଟେ ….?
ଝିଅ – ମୁ ଅବନ୍ତିକା ଅଟେ, ତୁମର ଇଂରାଜୀ ଶିକ୍ଷକ
ପପୁ – ଓ ହୋ, ସରି ମ୍ୟାମ…
ଝିଅ ( ଅବନ୍ତିକା ) – କାଲି ସ୍କୁଲ ଆସିଲେ ତୁମ ବାପା ମାକୁ ନେଇକି ଆସିବ, କଥା ହେବାର ଅଛି …!!!
ଜୋକ-୩
ପତି – କେମିତି ଅଛ ପ୍ରିୟା? ତମେ ମୋତେ ମିସ କରୁଥିବ ଭାବି ଫୋନ କଲି ….
ପତ୍ନୀ – ଏତେ ପ୍ରେମ ଆସୁଛି ତ ଝଗଡା କଣ ପାଇଁ କଲ ସକାଳୁ ସକାଳୁ ?
ପତି ଚୁପ ….
ଟିକେ ଭାବିଲା ପରେ ମନରେ କହିଲା – ଆରେ ଇଏତ ଘର ନମ୍ବର ଲାଗିଗଲା ……!!!

ଜୋକ-୪
ଝିଅ – ମୋତେ ଧନୀ ଘର ପୁଅ ବହୁତ ପସନ୍ଦ ଅଟନ୍ତି ।
ପୁଅ – ଆଛା
ଝିଅ – ହଁ …
ପୁଅ – ଠିକ ଅଛି ପୁଣି ପରେ କଥା ହେଉଛି, ଟିକେ ହେଲିକପ୍ଟରଟା ଭିତରକୁ ରଖି ଦିଏ, ବାହାରେ ଗଳିରେ ଅଛି …..!!!
ଜୋକ-୫
ଜଜ – ଏହି ବୟସରେ ଝିଅଙ୍କୁ କମେଣ୍ଟ କରିଛ, କ୍ଷମାର ପାତ୍ର ନୁହେଁ !
୮୦ ବର୍ଷର ବୁଢା କହିଲା – ସାହାବ ମୋ କଥା ଟିକେ ଶୁଣନ୍ତୁ !
ଜଜ – ତମେ କେଉଁ ୨୦ କି ୨୨ ବର୍ଷର ଝିଏ ନୁହେଁକି ତୁମ କଥା ଶୁଣାଯିବ !
ବୁଢା – ସାହାବ, ଏହା ୬୦ ବର୍ଷର ପୁରୁଣା କେସ ଅଟେ, ଯାହାକୁ କମେଣ୍ଟ କରିଥିଲି ଏବେ ସିଏ ମଧ୍ୟ ତା ନାତି ସହିତ ଆସିଛି ….!!!

ଜୋକ-୬
ନିଜ ହାତରେ ଫୋନ ଥିଲେ
ଖାଇବାରେ ଗୋଟେ ଘଣ୍ଟା ଲାଗିଥାଏ ….ଓ
ନିଜ ଫୋନ ଆଉ କାହା ହାତରେ ଥିଲେ
ଖାଇବାରେ ପ୍ରାୟ ଦୁଇ ମିନିଟ ଲାଗିଥାଏ ….. !!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।