ମଜେଦାର ଚୁଟ୍କୁଲେ : ଗୁପ୍ତାଜୀ ସ୍ତ୍ରୀ ସହ ବେଡରେ- ଆଜି ପିଚ ବହୁତ ଓଦା ଅଛି, ମୁଁ ଜଲ୍ଦି ଆଉଟ ହୋଇଯିବି! ସ୍ତ୍ରୀ- କାଲି ସେଇ ପିଚରେ ଶର୍ମା ଜୀ…

ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।

Image Courtesy: Google

୧. ସକାଳେ ସକାଳେ ଗୋଟେ ପୁଅ ଝିଅ ହାତକୁ କିସ କରି କହିଲା – ଆଇ ଲଭ ୟୁ ଜାନୁ

ଝିଅ – ଏତେ ଶୀଘ୍ର କଣ ଥିଲା ପାଗଳ ହାତ ଧୋଇବାକୁ ଦେଇଥାନ୍ତି ।

୨.ଗୋଟେ ଝିଅ ର ୫କୋଟି ଟଙ୍କା ଲଟରି ଲାଗିଥିଲା

କମ୍ପାନୀ ଭାବିଲା…….

ହଟାତ କହିଲେ ଝିଅ ଖୁସିରେ ପାଗଳ ହୋଇପାରେ ବା ମରି ପାରେ

କମ୍ପାନୀ ଗୋଟେ ବୁଢା ବାବାକୁ ଏହି କାମ ଦେଲେ ଯାହା ଦ୍ଵାରା ଝିଅକୁ ଏମିତି ଜଣାଇବେ ଯାହା ଦ୍ଵାରା ଝିଅ ମରିବ ନାହିଁ!

ବୁଢା ବାବ ଝିଅକୁ କହିଲେ – ଯଦି ତମର ୫ କୋଟି ଟଙ୍କାର ଲଟରି ଲାଗିଯିବ ତେବେ ତମେ କଣ କରିବ ?

ଝିଅ – ବାବା ମୁଁ, ମୁଁ ଆପଣଙ୍କ ସହ ବିବାହ କରିବି ଓ ଜୀବନ ସାରା ଆପଣଙ୍କ ସେବା କରିବି ।

ଏହି କଥା ଶୁଣି ବାବା ବେହୋଶ ହୋଇଗଲେ ।

Image Courtesy: Google

୩. ସକାଳ ସମୟରେ ପାଣ୍ଡେ ଜି ନିଜ ସ୍ତ୍ରୀକୁ କହିଲେ “ସ୍ଵାମୀ – ସ୍ତ୍ରୀ ସମ୍ପର୍କ, ରୁଟି ଓ ତରକାରୀ ଭଳି ହୋଇଥାଏ, ସ୍ତ୍ରୀ କହିଲା ସଠିକ କଥା

ତା ପରେ ସ୍ତ୍ରୀକୁ ମନେ ପଡିଲା…… ରୁଟି ସହ ଆଉ ୨ -୩ ପ୍ରକାର ଆଉ ପାରିବା ହୋଇଥାଏ । ଏହି କଥା ପରେ ପାଣ୍ଡେ ଜି ଗାୟବ ଅଛନ୍ତି ।

୪. କିଛି ଶବ୍ଦ ସୁବୁଥିଲା ରାତି ଅଧରେ କଣ ଶବ୍ଦ ହଉଛି ବୋଲି ସ୍ତ୍ରୀ ସ୍ଵାମୀକୁ କହିଲା – ଦେଖ ବଧେ ମୂଷା କପଡା କାଟୁଛନ୍ତି ।

ସ୍ଵାମୀ (ଥରିବା ଅବସ୍ତାରେ ) – କମିନୀ ସବୁ କମଳ ନେଇ ଯାଇଛୁ ଏଇଟା ମୂଷା ନୁହ ମୋ ଦାନ୍ତ ଶବ୍ଦ କରୁଛି ।

Image Courtesy: Google

୫. ସ୍ତ୍ରୀ – ଆମ ଚାକରାଣୀ ମୋ ୨ଟି ଅଣ୍ଡରୱେୟର ଚୋରୀ କରିଛି ।

ଚାକରାଣୀ – ଆପଣଙ୍କୁ ଜଣା ଅଛି ମୁଁ ସଲବାର ତଳେ କିଛି ପିନ୍ଧେ ନାହିଁ!

୬. ଟିଚର : ତମେ ଏତେ ଲେଟ କଣ ପାଇଁ ଆସିଲ ?

ପପୁ : ରାସ୍ତା ଉପରେ ଲାଗିଥିବା ବୋର୍ଡ ପାଇଁ ।

ଟିଚର : କେମିତିକା ବୋର୍ଡ ପାଇଁ ?

ପପୁ – ବୋର୍ଡରେ ଲେଖା ହୋଇଥିଲା ଆଗରେ ସ୍କୁଲ ଅଛି ଧୀରେ ଚାଲନ୍ତୁ ।

୭. ଗୁପ୍ତା ଜି ସ୍ତ୍ରୀ ସହ ବେଡରେ-

ଆଜି ପିଚ ବହୁତ ଓଦା ଅଛି, ମୁଁ ଜଲ୍ଦି ଆଉଟ ହୋଇଯିବି!

ସ୍ତ୍ରୀ- ତମକୁ ତ ଖାଲି ଆଉଟ ହେବାର ବାହାନା ଦରକାର, କାଲୀ ସେଇ ପିଚରେ ଶର୍ମା ଜୀ ଶତକ ମାରିକି ଯାଇଥିଲେ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *