ଛୋଟ ଝିଅଟିର ପଛେ ପଛେ ଶୌଚାଳୟରେ ପଶିଲା ପୁଲିସ, କରିଲା ହବସର ଶିକାର ଆଉ ତା ପରେ….

ଉତରାଖଣ୍ଡରେ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ଏଠି ଉତ୍ତରକାଶିର ରକ୍ଷକ ହିଁ ସାଜିଛି  ଭକ୍ଷକ । ୧୧ ବର୍ଷର ଗୋଟେ ଝିଅକୁ ରେପ କରିବା ଆରୋପରେ କୋତବାଲି ସହରର ପୋଲିସ କଣ୍ଟ୍ରୋଲ ରୁମ ୧୧୨ରେ ଡ୍ଯୁଟିରେ ଥିବା ଏଏସଆଇଙ୍କୁ ଗିରଫ କରାଯାଇଛି । ଆଇଜି ସଂଚାର ଏହି କଥା ଜାଣିବା ପରେ ଏଏସଆଇଙ୍କୁ ନିଲମ୍ବିତ କରିଥିବାର ଖବର ସାମ୍ନାକୁ ଆସିଛି । ତେବେ କଣ ସମ୍ପୁର୍ଣ୍ଣ ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ଡିଆଇଜି ଅରୁଣ ମୋହନ ଜୋଶୀଙ୍କ କହିବା ଅନୁସାରେ, କଣ୍ଟ୍ରୋଲ ରୁମ ୧୧୨ରେ ଡ୍ଯୁଟି ଡ଼ଟ ଥିବା ଏଏସଆଇ ସଂଜୀବ ଜଗୁଡି ଉତ୍ତରକାଶୀର ମୁଖ୍ୟ ବଜାରର ବଡକୋଟ କୋତାବାଲିରେ ପରିବାର ସହିତ ଶଶୁରଙ୍କ ଭଡା ଘରେ ରହୁଥିଲେ । ସେମନାଙ୍କ ଘର ପାଖରେ ବା ପଡିଶାରେ ଏକ ସରକାରୀ ଘରେ ଗୋଟେ ଦିବ୍ୟାଙ୍ଗ ପରିବାର ରହୁଥିଲେ ।

Image Courtesy: Google

ଖବର ଅନୁଯାଇ ୨୩ ଅଗଷ୍ଟ ଦ୍ଵିପ୍ରହରେ ଏଏସଆଇ ଡ୍ଯୁଟି ସାରି ଘରକୁ ଫେରିଥିଲେ । ସେହି ସମୟରେ ପ୍ରାୟ ୩ଟା ବେଳେ ଘର ପଛରେ ଥିବା ଶୌଚାଳୟକୁ ପଡୋଶୀ ଘରର ୧୧ ବର୍ଷର ଝିଅ ଯାଇଥିଲା । ଆରୋପ ଲାଗିଛି କି ଏଏସଆଇ ଶୌଚାଳୟକୁ ଯାଇ ଝିଅଟିର ବଳତ୍କାର କରିଥିଲେ । ଝିଅଟିର ମାକୁ ସନ୍ଦେହ ହେଲା ତ ସେ ପଛକୁ ଯାଇ ଶୌଚାଳୟର କବାଟ ବାଡେଇଲେ ।

Image Courtesy: Google

ଏହି ସାମୟରେ ଏଏସଆଇ ମହିଳାଙ୍କୁ ଧକା ଦେଇ ଫେରାର ହୋଇଥିଲେ । ଛୋଟ ଝିଅର ମା ଏହି କଥା ପୋଲିସକୁ କହିଥିଲେ । ସୂଚନା ମିଳିଲା ପରେ ସିଓ ସିଟି ଶେଖର ସୁଯଲ, ସହର କୋତବାଲ ଶିଶୁପାଳ ନେଗୀ ପହଞ୍ଚି ପୀଡିତ ପକ୍ଷରୁ ପୁରା ଘଟଣା ବିଷୟରେ ଜାଣିଲେ । ପୋଲିସ ପୀଡିତାଙ୍କ ମାଙ୍କ କଥା ଅନୁସାରେ ଏଏସଆଇଙ୍କ ବିରୋଧରେ ରେପ କେସ ଜାହିର କଲେ । ଏହା ପରେ ଆସାମୀକୁ ଗିରଫ କରାଗଲା ।

Image Courtesy: Google

ତେବେ ଏହି ଘଟଣା ପରେ ସେହି ପରିବାର ପୁରା ଡଋ ଯାଇଛନ୍ତି । ଝିଅଟି ମଧ୍ୟ ସଦମାରେ ଅଛି । ତେବେ ଆଜିକାଲି କାହାକୁ ମଧ୍ୟ ଭରସା ନାହିଁ, ଯେଉଁଠି ରକ୍ଷକ ହୋଇ ପୋଲିସ ଭକ୍ଷକ ସାଜୁଛନ୍ତି ସେଇଠି ଆଉ କାହା ଉପରେ ବା ଭରସା କରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *