ଭିକାରୀରୁ ସଲମାନ ଖାନଙ୍କ ଭଉଣୀ କେମିତି ହେଲେ ଅର୍ପିତା ଖାନ ??

ତେବେ ଖାନ ପରିବାର ବିଷୟରେ କିଏ ଅବା ଜାଣି ନାହିଁ, ସଲିମ ଖାନଙ୍କ ଦୁଇଟି ସ୍ତ୍ରୀ ଅଛନ୍ତି, ହେଲେନ ଓ ସଲ୍ମା ସେ ଦୁହିଙ୍କ ଦ୍ଵାରା ୪ଟି ଛୁଆ ଥିଲେ ତିନି ଭାଇ ଓ ଗୋଟେ ଗେଲ୍ହି ଭଉଣୀ ଅଲବିରା । ତେବେ ତିନି ଭାଇ ମଧ୍ୟରେ ଗୋଟେ ଭଉଣୀ ବହୁତ ଗେଲ୍ହି ଥିଲେ ଓ ନିଜ ପରିବାରକୁ ସଲିମ ସମ୍ପୂର୍ଣ ଦେଖି ଖୁସି ଥିଲେ, ତେବେ ସଲମାନ ଖାନ ଘରେ ସମସ୍ତଙ୍କ ଆଖି ତାରା ସଲମାନ ଖାନ ଅଟନ୍ତି କିନ୍ତୁ ତାଙ୍କ ଆଖି ତାରା ତାଙ୍କ ଦୁଇ ଭଉଣୀ ଅଲବିରା ଓ ଅର୍ପିତା ଅଟନ୍ତି ।

Image Courtesy: Google

ଆପଣ ଏହା ଭାବୁଥିବେ ଯେ ଅଲବିରା ତ ତାଙ୍କ ଭଉଣୀ କିନ୍ତୁ ଅର୍ପିତା କେମିତି ତାଙ୍କ ଭଉଣୀ ଅଟନ୍ତି । ତେବେ ଆଜି ଆମେ ଆପଣଙ୍କୁ ଅରପିତାଙ୍କ କାହାଣୀ କହିବାକୁ ଯାଉଛୁ ଯେ କେମିତି ଗୋଟେ ଭିକାରି ଝିଅ ସଲମାନ ଖାନ ଭଉଣୀ ହେଇଗଲା । ସଲିମ ଖାନ ସବୁ ଦିନ ମୋର୍ନିଙ୍ଗ ୱକ ପାଇଁ ଯାଉଥିଲେ ହଟାତ ଗୋଟେ ଦିନ ଗୋଟେ ଭିକାରୁଣୀ ନିଜ ଝିଅକୁ କୋଳରେ ଧରି ଭିକ ମାଗୁଥିଲା ଭିକାରି ଅବସ୍ତା ଓ ଛୁଆକୁ କୋଳରେ ଦେଖି ସଲିମ ଖାନକୁ ଦୟା ଆସିଗଲା ଓ ସେ ଭିକାରୁଣୀ ପାଇଁ ପ୍ରତି ଦିନ ଖାଦ୍ଯ ଆଣିଲେ

Image Courtesy: Google

କିଛି ଦିନ ଗଲା ପରେ ହଟାତ ଗୋଟେ ଦିନ ଯେତେବେଳେ ସଲିମ ଭିକାରୁଣୀ ପାଇଁ ଖାଇବା ନେଇକି ଆସିଲେ ସେ ଦେଖିବାକୁ ପାଇଲେ ଯେ ଭିକାରୁଣୀ ମୃତ୍ୟୁ ପାଇ ଯାଇଛି ଓ ଛୁଆ ତା ପାଖରେ ବସି କାନ୍ଦୁଛି ଏହି ଦ୍ରୁଶ୍ଯ ଦେଖି ସଲିମ ଖାନଙ୍କ ଆଖିରେ ;ଲୁହ ଆସିଗଲା ଓ ସେ ଛୁଆକୁ ଧରି ନିଜ ଘରେ ପହଞ୍ଚିଲେ ଓ ଭିକାରୁଣୀ ସବକୁ ଅନ୍ତିମ ସଂସ୍କାର ମଧ୍ୟ କଲେ ଏହା ପରେ ସେହି ଛୁଆ ନାମ ରଖା ଗଲା ଅର୍ପିତା ଖାନ ।

Image Courtesy: Google

ଅର୍ପିତା ଖାନ ସେହି ଭିକାରୁଣୀ ଝିଅ ଅଟନ୍ତି କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ସଲମାନ ଖାନ ପରିବାର ଭାଗ କଲା ଓ ସଲମାନ ଖାନ ସବୁ ଜାଗାରେ ନିଜ ଦୁଇ ଭଉଣୀକୁ ବହୁତ ଭଲ ପାଇବାର ଦେଖା ଦେଇଛନ୍ତି ଦୁଇ ମା ହେଲେ ମଧ୍ୟ କେବେ କୌଣସି ଅସୁବିଧା ସଲମାନ ଖାନ ଘରେ ଦେଖିବାକୁ ମିଳି ନାହିଁ । ତେବେ ସଲମାନ ଖାନ ଯେତେ ଭଲ ସେତେ ରାଗି ସ୍ଵଭାବ ର ଅଟନ୍ତି ତାଙ୍କ ବହୁତ କେସ ବିଷୟରେ ଆପଣ ଶୁଣିବାକୁ ପାଇଥିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *