ଅନ୍ଧ- ଭାଉଜ ଲଡୁ ନିଅନ୍ତୁ… ଭାଉଜ ଗାଧଉଥିଲେ, ଅନ୍ଧକୁ ଦେଖାଯିବ ନାହିଁ ଭାବି ବିନା କପଡାରେ…

ଆଜିକା ସମୟରେ ଲୋକଙ୍କୁ ହସ ଖୁସି ଦବା ବହୁତ ବଡ ଚ୍ୟାଲେଞ୍ଜ ଅଟେ କାହିଁକିନା ବର୍ତମାନ ସ୍ଥିତି ଏମିତି ଅଛି ଯେ ଖୁସିରେ ରହିବା ଲୋକ ଭୁଲି ସାରିଲେଣି, ତେବେ ଆସନ୍ତୁ ଜାଣିବା ଏହି ମଜେଦାର ଯୋକ୍ସ ବିଷୟରେ ଓ ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁସି କରିବା । ତେବେ କେହି ମହାନ ବ୍ୟକ୍ତି କହିଥିଲେ ଏକା ଖୁସି ହେଲେ କିଛି ଲାଭ ହେଇନଥାଏ ଯେଉଁ ବ୍ୟକ୍ତି ନିଜ ଆଖ ପାଖ ଲୋକଙ୍କୁ ଖୁସିରେ ରଖିଥାଏ ସେହି ଭଲ ମଣିଷ ହୋଇଥାଏ ।

Image Courtesy: Google

୧. ବିବାହ ଗୋଟେ ଦିନ ଆଗରୁ ଭାବି ସ୍ତ୍ରୀ ମେସେଜ ଆସିଲା

ମୋ ବିବାହ ଅନ୍ୟ କେଉଁଠି ଠିକ ହୋଇଯାଇଛି ଆମ ବିବାହ ଆଉ ହେଇ ପାରିବ ନାହିଁ

ମେସେଜ ପଢି ବର ଟେନସନ ହୋଇଗଲା

ହଟାତ ଦ୍ଵିତୀୟ ମେସେଜ ଆସିଲା

ସଋ ଭୁଲରେ ଆପଣଙ୍କୁ ସେଣ୍ଡ ହେଇଗଲା

ବର ପୁରା ଟେନସନରେ

Image Courtesy: Google

୨. ବେଚାରା ମଣିଷ – ଯେତେବେଳେ ମୁଣ୍ଡରେ ଚୁଟି ନଥାଏ ଔଷଧ ଖୋଜିଥାଏ

ଆସିଗଲେ ବାରିକକୁ ଖୋଜିଥାଏ

ଯଦି ଧଳା ହୋଇଯାଏ ତେବେ ଡାଇ ଖୋଜିଥାଏ

ଓ କଳାଥିଲେ ସ୍ତ୍ରୀ ଖୋଜିଥାଏ

୩. ମନ୍ଦିର ପୂଜାରୀ ପେଟ ଖରାପ ହୋଇଗଲା ପୂଜାରୀ ଡକ୍ଟର ପାଖକୁ ଗଲା ଓ ଡକ୍ଟର ଔଷଧ ଲେଖିଲା ଯାହା ପରେ

ପୂଜାରୀ ପଚାରିଲା – କିଛି କରିବାରୁ ସାବଧାନ ରହିବାକୁ ହବ ?

ଡକ୍ଟର – ହଁ ଆଜ୍ଞା ଶଙ୍ଖ ଜୋରେ ଫୁଙ୍କିବେ ନାହିଁ ।

Image Courtesy: Google

୪. ଅନ୍ଧ – ଭାଉଜ ଲଡୁ ନିଅନ୍ତୁ

ଭାଉଜ ଗାଧଉଥିଲେ

ଏହା ଭାବି ଯେ ଅନ୍ଧକୁ ଦେଖାଯିବ ନାହିଁ ବିନା କପଡା ଗାଧୁଆ ଘରୁ ବାହାରି ଆସିଲେ ।

ଭାଉଜ – ଲଡୁ କଉ ଖୁସିରେ

ଅନ୍ଧ – ମୋ ଆଖି ଭଲ ହେଇଗଲା

ଭାଉଜ ଏହି କଥା ଶୁଣି ବେହୋଶ

୫. ଅଇନା ଆଗରେ ଠିଆ ହୋଇ ସ୍ତ୍ରୀ ସ୍ଵାମୀକୁ ପଚାରିଲା – ମୁଁ ମୋଟି ହେଇଯାଇଛି କି ?

ସ୍ଵାମୀ ବହୁତ ଭାବି ଚିନ୍ତି ଝଗଡାରୁ ବଞ୍ଚିବା ପାଇଁ – ଜମା ନୁହଁ

ସ୍ତ୍ରୀ ରୋମାଣ୍ଟିକ ହୋଇ ତାହେଲେ ମତେ ଫ୍ରିଜ ପାଖକୁ ଉଠେଇ ନେଇଚାଲ ମୁଁ ଆଇସକ୍ରିମ ଖାଇବି ।

ସ୍ଵାମୀ ସ୍ଥିତି ଖରାପ ଦେଖି କହିଲା – ରାହିଜା ମୁଁ ଫ୍ରିଜ ଏଇଠି ନେଇ ଆସୁଛି ।

୬. ଚତୁର୍ଥୀ ରାତିରେ ସ୍ଵାମୀ ସ୍ତ୍ରୀକୁ କହିଲା – ସମସ୍ତଙ୍କୁ ଭଲ ପାଇବ, ସମସ୍ତଙ୍କ ସମ୍ମାନ କରିବ, ସବୁବେଳେ ସତ କଥା କହିବ, କେବେ କାହାକୁ ଦୁଃଖୀ କରିବ ନାହିଁ ।

ସ୍ତ୍ରୀ ଉଠିଲା କବାଟ ପାଖକୁ ଯାଇ କବାଟ ଖୋଲି କହିଲା – ସମସ୍ତେ ଭିତରକୁ ଆସନ୍ତୁ ଏଠାରେ ସତ୍ସଙ୍ଗ ଚାଲିଛି ।

Leave a Reply

Your email address will not be published. Required fields are marked *