ମଜେଦାର ଯୋକ୍ସ : ପପୁ ନିଜ ସୁନ୍ଦର ସ୍ତ୍ରୀକୁ କାରରେ ବସାଇଲା ଓ ଦେଖିଲା କି ଡ୍ରାଇଭର….

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ସେଥିପାଇଁ ଆମେ ସବୁଦିନ ଆପଣଙ୍କ ମନକୁ ଖୁସିକରିବାର ଏକ ଛୋଟ ପ୍ରାୟାସ ଜାରି ରଖିଛୁ । ତେବେ ଆସନ୍ତୁ ଏମିତି କିଛି ଚୁଟକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

୧. ପପୂ ନିଜ ସୁନ୍ଦର ସ୍ତ୍ରୀକୁ କାରରେ ବସାଇଲା ଓ ଦେଖିଲା କି ଡ୍ରାଇଭର ମିରର ଏମିତି ସେଟ କରୁଛି ଯେମିତି ପପୂର ସ୍ତ୍ରୀ ସେଥିରେ ଦେଖାଯିବ ।

Image Courtesy: Google

ଏହା ଦେଖି ପପୂ ରାଗରେ ଡ୍ରାଇଭରକୁ କହିଲା ମୋ ସ୍ତ୍ରୀକୁ ଦେଖୁଚୁ, ଚାଲ ତୁ ପଛରେ ବ ଗାଡି ମୁଁ ଚଲେଇବି ।

୨. ପପୂ ଗଳି କଣରେ ଯାଇ କଚଡା ଫୋପାଡିଲା

କିଛି ସମୟ ପରେ ବୁଲିକି ଆସି ଦେଖିଲା ସାଇ ଲୋକ ଝଗଡା କରୁଥିଲେ କଚଡା କିଏ ଫୋପାଡିଲା ଏହି କଥା ପାଇଁ ?

ଗୋଟେ ଲୋକ ରାଗି ଯାଇ କହିଲା – ଫୋପାଡି ଥିବ କୌଣସି କୁକୁର ଛୁଆ,

ପପୂ ସାଇଡରେ ଯାଇ ବହୁତ ହସିଲା ଓ କହିଲା କଚଡା ମୁଁ ଫିଙ୍ଗିଲି ଆଉ ନା କୁକୁର ଛୁଆ ର ହଉଛି ।

Image Courtesy: Google

୩. ଗୋଟେ ଦିନ ପପୂ ନିଜ ପଡୋଶୀ ଆଣ୍ଟିକୁ ତାଙ୍କ ଘରେ ଛାଡିବାକୁ ଗଲା ।

ଆଣ୍ଟି କହିଲେ – ପୁଅ ବହୁତ ରାତି ହେଇଯାଇଛି ତମେ ଏଠି ସୋନୁ ରୁମରେ ସୋଇପଡ ।

ପପୂ କହିଲା – ନାହିଁ ଆଣ୍ଟି ମୁଁ ଏଠି ସୋଫାରେ ସୋଇପଡିବି ।

ଆର ଦିନ ସକାଳେ ବହୁତ ସୁନ୍ଦର ଝିଅ ହାତରେ ଚା ନେଇ ଆସିଲା ।

ପପୂ ଝିଅକୁ ପଚାରିଲା – ତମେ କିଏ ?

ଝିଅ କହିଲା – ମୁଁ ସୋନୁ ଆଉ ତମେ କିଏ ?

ପପୂ କହିଲା – ମୁଁ ସଳା ଗଧ

୪. ଗୋଟେ ଚୋର ପପୂ ମୋବାଇଲ ନେଇ ପଳେଇଲା ଓ ପପୂ ଏହା ଦେଖି ହସିଲା ।

ପପୂ ସାଙ୍ଗ କହିଲା – ସେ ତୋ ଫୋନ ନେଇ ପଳେଇଲା ଆଉ ତୁ ହସୁଛୁ ।

ପପୂ – ଯିବାକୁ ଦେବେ ମୋ ପାଖରେ ଚାର୍ଜର ଅଛି କିଛି ଲାଭ ନାଇ ।

Image Courtesy: Google

୫. ପପୂ ଦୋକାନଦାରକୁ ମାଚିସ ମାଗିଲା, ଦୋକାନଦାର ତାକୁ ଲାଇଟର ଦେଲା ।

ପପୂ ରାଗି ଯାଇ ଦୋକାନଦାରକୁ ଗୋଟେ ବସାଇଲା ଓ କହିଲା ଲାଇଟରରେ କାନ କେମିତି ସଫା କରିବି ।

୬. ବାପା ନିଜ ପୁଅକୁ ପଚାରିଲା – ଆଜି ତମେ ସ୍କୁଲରୁ ଏତେ ଶୀଘ୍ର କେମିତି ଆସିଗଲ ??

ପୁଅ କହିଲା – କାହିଁକିନା ମୁଁ ଏକୁଟିଆ ଏମିତି ଛାତ୍ରଥିଲି ଯିଏ ଟିଚରଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲା ।

ବାପା ପଚାରିଲେ – ପ୍ରଶ୍ନ କଣ ଥିଲା ??

ପୁଅ – ପ୍ରଶ୍ନ ଥିଲା କ୍ଳାସ ରୁମରେ ନିଆ କିଏ ଲଗାଇଲା ??

ଏହିଭଳି ଅନେକ ମଜାଦାର ଯୋକ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *