ମଜେଦାର ପ୍ରହେଳିକା : ଏମିତି କେଉଁ ଜିନିଷ ଅଟେ ଯାହା ଥରେ ଫାଟିଲା ପରେ କେବେ ସିଲେଇ ହୋଇପାରେ ନାହିଁ ?

ଆଗ ସମୟରେ ପ୍ରହେଳିକା ଖେଳିବା ଲୋକଙ୍କୁ ବହୁତ ପସନ୍ଦ ଥିଲା ଲୋକ ନିଜ ବୁଦ୍ଧି ପ୍ରଖର କରିବା ପାଇଁ ପ୍ରହେଳିକା ଖେଳୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରହେଳିକା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ କେତେ ଜଣା ଅଛି ତାହା ଜଣା ପଡିବ ଓ ଆପଣଙ୍କ ବୁଦ୍ଧିରେ ମଧ୍ୟ ଉନ୍ନତି ହବ । ଯାହା ଜାଣିବା ଆପଣ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ଯେତେ ପ୍ରଶ୍ନ ଉତ୍ତର ଆପଣ ଦେଇ ପାରିବେ ଆପଣ ଦିଅନ୍ତୁ ଏହା ପରେ ଆମେ ଆପଣଙ୍କୁ ସଠିକ ଉତ୍ତର କହିବୁ ।

ଏହିସବୁ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମୁଣ୍ଡକୁ କେବେ ନା କେବେ ଆସିଥିବ । ତେବେ ଆଜି ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ଓ ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ପଚାରନ୍ତୁ ଏହି ଉତ୍ତର ।

Image Courtesy: Google

୧. ଏମିତି କେଉଁ ଯିବ ଅଟେ ଯିଏ ଚାଲୁ ଚାଲୁ ଥକି ଗଲେ ତା ବେକ ଉପରେ କାଟିଲେ ସେ ଫୁଣୀ ଚାଲିବାକୁ ଲାଗିଥାଏ ?

ଉତ୍ତର : ପେନସିଲ

୨. ସେ କଣ ଯାହା ଆପଣଙ୍କ ଶୋଇଲା ପ୍ପାରେ ତଳକୁ ପଡିଥାଏ ଓ ଉଠିଲା ପରେ ଉଠିଥାଏ ?

ଉତ୍ତର : ପଲକ

୩. ସେ କେଉଁ ଜିନିଷ ଅଟେ ଯାହା ଯେତେ ବଢିଥାଏ, ସେତିକି କମ ହୋଇଥାଏ ?

ଉତ୍ତର : ବୟସ

୪. ଏମିତି କେଉଁ ଜିନିଷ ଅଟେ ଯାହା ଛୁଆକୁ ବଡ ଓ ବଡକୁ ବୁଢା କରିଥାଏ ?

ଉତ୍ତର : ବୟସ

୫. ସେହା କେଉଁ ଜିନିଷ ଯାହା ଥରେ ଖାଇଲେ ଦ୍ଵିତୀୟ ଥର ଖାଇବା ପାଇଁ ଇଛା ହୁଏ ନାହିଁ କିନ୍ତୁ ଖାଇବାକୁ ପଡିଥାଏ ?

ଉତ୍ତର : ଧୋକା

Image Courtesy: Google

୬. ଜଣେ ବ୍ୟକ୍ତି ନିଜ ପୁରା ଜୀବନରେ ସବୁଠାରୁ ଅଧିକ କଣ ଶୁଣିଥାଏ ?

ଉତ୍ତର : ନିଜ ନାମ

୭. ଏମିତି କେଉଁ ଡ୍ରାଇଭର ଅଟେ ଯାହାକୁ ଲାଇସେନ୍ସ ଆବଶ୍ୟକତା ନଥାଏ ?

ଉତ୍ତର : ସ୍କୃଡ୍ରାଇଭର

୮. ଏମିତି କେଉଁ ଜିନିଷ ଅଟେ ଯାହା ପାଖରେ ପର ନାହିଁ କିନ୍ତୁ ଉଡିଥାଏ ?

ଉତ୍ତର : ଗୁଡି

Image Courtesy: Google

୯. ଏମିତି କେଉଁ ଜିନିଷ ଅଛି ଯାହା ଆମ ପାଖରେ ଥାଏ, ଆମେ ତାହାକୁ ଦେଖି ପାରୁ କିନ୍ତୁ ଧରି ପାରୁନା ?

ଉତ୍ତର : ଛାଇ

୧୦. ସେହା ରାତିରେ ଅଛି କିନ୍ତୁ ଦିନରେ ନାହିଁ, ଦୀପ ଉପରେ ଅଛି ତଳେ ନାହିଁ କୁହନ୍ତୁ ଏହା କଣ ଅଟେ ?

ଉତ୍ତର : ଅନ୍ଧାର

୧୧. ଏମିତି କଣ ହୋଇଥାଏ ଯାହା ମଇରେ ଅଛି କିନ୍ତୁ ଡିସେମ୍ବରରେ ନାହିଁ, ନିଆରେ ଅଛି କିନ୍ତୁ ପାଣିରେ ନାହିଁ ?

ଉତ୍ତର : ଗରମ

୧୨. ଏମିତି କେଉଁ ଜିନିଷ ଅଟେ ଯାହାକୁ ଭାଙ୍ଗିଲେ କୌଣସି ଶବ୍ଦ ସୁବିନଥାଏ ?

ଉତ୍ତର : ବିଶ୍ଵାସ

Image Courtesy: Google

୧୩. ଏମିତି କେଉଁ ଜିନିଷ ଅଟେ ଯାହା ଥରେ ଫାଟିଲା ପରେ କେବେ ସିଲେଇ ହୋଇପାରେ ନାହିଁ ?

ଉତ୍ତର : ବେଲୁନ

୧୪. ଏମିତି କେଉଁ ଜିନିଷ ଅଟେ ଯାହା ଜନ୍ମ ସମୁଦ୍ରରେ ହୋଇଥାଏ କିନ୍ତୁ ଘରେ ରହିଥାଏ ?

ଉତ୍ତର : ଲୁଣ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *